ଧର୍ମ ପରାୟଣ ବ୍ୟକ୍ତି ଥବିର ସାହୁ ପରଲୋକ : ଗାଇସିଲାଟ ଅଂଚଳରେ ଶୋକର ଛାୟା
ପଦ୍ମପୁର /ନୀଳ ଦୀପ : ଶାସକ ପ୍ରଶାସକ ଖବରକାଗଜର ସାମ୍ବାଦିକ କେଦାର ନାଥ ସାହୁଙ୍କର ଅଜା ତଥା ଜଣାଶୁଣା ବ୍ୟକ୍ତିତ୍ୱ ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମର ଥବିର ସାହୁଙ୍କର ୮୫ବର୍ଷ ବୟସରେ ଦେହାନ୍ତ ହୋଇଛି ।ସ୍ବର୍ଗତ ସାହୁ ଜଣେ ଧର୍ମ ପରାୟଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ସେ ଜଣେ…