ଫନି କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ମିଳିବ 10000 ଟଙ୍କା ଲେଖାଏଁ ସହାୟତା On May 20, 2019 15 Share ଭୁବନେଶ୍ୱର : ଫନି ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ୧୧ଟି ପୌରାଞ୍ଚଳରେ ଜୀବିକା ହରାଇଥିବା ୩୦ ହଜାର ଉଠା ଦୋକାନୀଙ୍କୁ ୧୦,୦୦୦/- ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । 15 Share FacebookTwitterGoogle+ReddItWhatsAppPinterestEmail