ଅଲ୍ ଓଡ଼ିଶା କଣ୍ଟ୍ରାକଚୁଆଲ ପାରାମେଡ଼ିକିସ ଆସୋସିଏସଅନ ପକ୍ଷରୁ ଦାବିପତ୍ର ପ୍ରଦାନ।
କେନ୍ଦୁଝର,ତା୧୮/୨- ଗତକାଲି କଣ୍ଟ୍ରାକଚୁଆଲ ଭାବେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟ, ନର୍ସିଂ ଅଫିସର, ଏବଂ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମାନେ ମିଳିତ ଭାବେ ଏକ ଦାବିପତ୍ର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏହାର ଏକ ଏକ ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ କଲ୍ୟାଣ…