ଧର୍ମେନ୍ଦ୍ରଙ୍କୁ ମିଳି ନପାରେ ମନ୍ତ୍ରୀ ପଦ
ନୂଆଦିଲ୍ଲୀ : ୩୦ରେ ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ | ତାଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ବି ଶପଥ ନେବେ | ଓଡିଶାରୁ ତିନିଜଣଙ୍କୁ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଚାଲିଛି | ସେମାନଙ୍କ ମଧ୍ୟରେ ବର୍ତ୍ତମାନ ମନ୍ତ୍ରୀ ଥିବା ଜୁଏଲ ଓରାମ, ଧର୍ମେନ୍ଦ୍ର…