ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ପାଳିତ 

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ବିଜେଡି ପକ୍ଷରୁ ୨୧ତମ ପ୍ରତିଷ୍ଠା  ଦିବସ ବାରିପଦା ସ୍ଥାନୀୟ ବିଜୁ ଭବନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ପ୍ରାରମ୍ଭରେ ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଜେଡି ଜିଲ୍ଲା ସଭାପତି ତଥା ମୋରଡା ବିଧାୟକ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ପଦ୍ମପୁର/ନୀଳ ଦୀପ : ସ୍ଥାନୀୟ  ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ପଦ୍ମପୁରର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ ସ୍ଥାନୀୟ କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ  ଅନୁଷ୍ଠିତ ହୋଇଯାଇଛି ।ସକାଳ ପର୍ଯ୍ୟାୟରେ ପୂର୍ବତନ ଛାତ୍ରଛାତ୍ରୀ ବୃନ୍ଦ ଏକ ଶୋଭାଯାତ୍ରାରେ ପରିବେଶ…

ଶାନ୍ତି ମୈତ୍ରୀ ପ୍ରଗତି ଦ୍ୱାରା ସମ୍ଭବ ହୋଇଛି ବିକାଶ : ଡ. ଅରୁଣ

ଓଡଗାଁରେ ନିର୍ବାଚନ ମଣ୍ଡଳି ସ୍ତରୀୟ ବିଜେଡି ପ୍ରତିଷ୍ଠା  ଦିବସ ପାଳିତ  ଓଡ଼ଗାଁ, ( ଶ୍ରୀକାନ୍ତ କୁମାର ମିଶ୍ର ): ଶାନ୍ତି ମୈତ୍ରୀ ପ୍ରଗତି ଦ୍ୱାରା ଦ୍ୱାରା ସମ୍ଭବ ହୋଇଛି ବିକାଶ । ଏହି ମୂଳମନ୍ତ୍ରକୁ ଆଧାର କରି ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ବିଜୁ ଜନତା ଦଳ ଦୀର୍ଘ ୨୧ବର୍ଷ…

ଗୁଣୁପୁରରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗୁଣପୁର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନୁଆ ବସ ଷ୍ଟାଣ୍ଡ ଠାରେ ଅବସ୍ଥିତ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତିରେ ଗୁଣପୁର ବିଧାୟକ ଶ୍ରୀ…

ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବ ରିଂ ରୋଡ଼

ବାରିପଦା(ଦିଲ୍ଲୀପ ମହାନ୍ତି )- ସାଧାରଣ ନିର୍ବାଚନର ବିଗୁଲ୍ ବାଜିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିଦ ଭାଙ୍ଗିବାକୁ ବସିଛି । ବାରିପଦାବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ବୁଢ଼ାବଳଙ୍ଗ ନଦୀରେ ଆଡ଼ିବନ୍ଧ(ରିଂ…

“ଅବାସ୍ତବ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ”

ମୟୂରଭଞ୍ଜ ଜିଲ୍ଲାକୁ ଖଣ୍ଡବିଖଣ୍ଡିତ କରାଇବାର ଯୋଜନା ସରକାରଙ୍କର ନାହିଁ- ଜିଲ୍ଲାପାଳ ବାରିପଦା(ଦିଲ୍ଲୀପ ମହାନ୍ତି )- ସାମାଜିକ ଗଣମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାକୁ ବିଭକ୍ତ କରାଯାଇ ବାଙ୍ଗିରିପୋଷି ନୂତନ ଜିଲ୍ଲା ଗଠନ ପ୍ରସ୍ତାବ ଖବର ଏକ ଗୁଜବ ଓ ମୟୂରଭଞ୍ଜ ଜିଲ୍ଲାକୁ ଖଣ୍ଡବିଖଣ୍ଡିତ…

ବଡ଼ବିଲ ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ

ବଡ଼ବିଲ:  ବଡ଼ବିଲ ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବଡ଼ବିଲ ବିଜେଡି ନଗର କମିଟି ପକ୍ଷରୁ ଆଜି ପ୍ରତ୍ୟୁଷରେ କଳିଙ୍ଗନଗର ସ୍ଥିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଜୁ ଜନତା ଦଳ ଓଡ଼ିଶାର ବିକାଶଧାରାକୁ ବଜାୟ…

ନୂଆ ବର୍ଷ ପୂର୍ବରୁ ସୁକିନ୍ଦା ମାଇନିଂ ରାସ୍ତାରେ ଆଉ ଏକ ସଡକ ଦୁର୍ଘଟଣା l 

କାଳିଆପାଣିରୁ ଦୟାନିଧି ମହାନ୍ତ :  ଗତ ଦଶ ଦିନ ପୂର୍ବରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଯେଉଁଠାରେ ହୋଇଥିଲା ଠିକ ତାର ଦୁଇଶହ ମିଟର ଦୂରରେ ଆଜି ଆଉ ଏକ ସଡକ ଦୁର୍ଘଟଣା ହୋଇଛି l ଟାଟା ମାଇନିଂ ରେ ଲୋଡିଂ ଲେବର ରୂପେ କାମକରୁଥିବା ଶ୍ରୀ ମଙ୍ଗଲ ବିରୁଆ ଗ୍ରାମ ଯେମlଦେଇପୁର କୁହିକା ପଂଚାୟତ ର…

ଛିନ୍ଦେଇକେଲା ସର୍ବ ଭାରତୀୟ କ୍ରିକେଟ: ଫାଇନାଲରେ ନାଗପୁର କରିମ୍ ସ୍ପୋର୍ଟିଙ୍ଗ୍ ।

ପଦ୍ମପୁର/ନିଳ ଦୀପ -ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଚାଲିଥିବା ୨୪ତମ ସର୍ବ ଭାରତୀୟ କ୍ରିକେଟ ପ୍ରତିଯୋଗିତା ସେମିଫାଇନାଲରେ ରାଞ୍ଚି ରେଲୱେ କୁ ହରାଇ ନାଗପୁର କରିମ୍ ସ୍ପୋର୍ଟିଙ୍ଗ୍ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ସମିତି ସଭ୍ୟା…