ଯାଜପୁର ବ୍ଲକରେ କଂଗ୍ରେସ ତରଫରୁ କଳାଦିବସ ପାଳିତ
ଯାଜପୁର, (ଜୟଶଙ୍କର ଦାଶ)- ଯାଜପୁର ବ୍ଲକ୍ କଂଗ୍ରେସ ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ବିଜେଡ଼ି ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୁଦ୍ଧରେ କଳାଦିବସ ପାଳନ କରାଯାଇଥିଲା । ବିଜେଡ଼ି ସରକାରଙ୍କ ଆମ ଗାଁ ଆମ ବିକାଶ ତଥା ପିଠା…