ଚାଷ କାମରେ ଡ୍ରୋନ :  ଚାଷୀ ବାବୁଙ୍କ ଉଦ୍ୟମକୁ ଜିଲ୍ଲା ପ୍ରଶାସନର ପ୍ରଶଂସା 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଅଗ୍ରଣୀ ଚାଷୀ ବାବୁ ରାଓ ନିଜ ଘର ଗୁଡାରି ବ୍ଲକର ସନ୍ୟାସୀଗୁଡା ଗ୍ରାମରେ ଧାନ, କପା, ପରିବା ଓ ଫୁଲ ଚାଷ କରିଥାନ୍ତି। ନିଜ ଉଦ୍ୟମରେ ଆଜି ସେ ରାୟଗଡା ଜିଲ୍ଲାରେ ଉନ୍ନତ ପଦ୍ଧତିରେ ଧାନ ଚାଷକରି ସଫଳ ହୋଇଛନ୍ତି।  ଆଜିକାଲିର ଚାଷପଦ୍ଧତିରେ ବିଭିନ୍ନ ବୈଜ୍ଞାନିକ…

ମୋହନା ନିର୍ବାଚନ ମଣ୍ଡଳୀର ରାୟଗଡ ବ୍ଲକ ଜିରାଙ୍ଗ ଠାରେ ବିଜୁ ଜନତାଦଳର ମହାସମାବେଶ 

 ନବୀନ ସରକାର ଶାସନକୁ ଆସିଲା ପରଠୁ ଲୋକଙ୍କ ଦୁଃଖ ଖୋଜି ବିଭିନ୍ନ ଯୋଜନା କରିଛନ୍ତି ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ନବୀନ ସରକାର ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ଦିନ ପରଠାରୁ ରାଜ୍ୟରେ ଲୋକଙ୍କ ଦୁଃଖ ଓ ସମସ୍ୟାକୁ ଖୋଜି ଦୁଃଖ ଓ ସମସ୍ୟାର ଦୂର ହେଲା ଭଳି ଯୋଜନା ପରେ ଯୋଜନା…

ହାତ ଟେକିଦେଲା ପ୍ରଶାସନ, ପୁଣି ରକ୍ତ ରଞ୍ଜିତ ହେବ ସୁଲିଆ ପିଠ

ଆଲୋଚନା ନାଁକୁ ଗୋଟାଏ ଫାର୍ସ. କେବଳ କୋର୍ଟକୁ ଫାଙ୍କିବା ପାଇଁ !! ବାରମ୍ବାର ପ୍ରଶାସନଦିର୍ଘ ଦିନ ଧରି ସୁଲିଆ ପିଠ ଉପରେ ଲୋଙ୍କୁ ସଚେତନତା କରିଆସୁଛନ୍ତି । କିନ୍ତୁ ଲୋକେ ବୁଝିବାକୁ ନାରାଜ । ଲୋକଙ୍କର ଜିଦ ଆଗରେ ମୁଣ୍ଡନୁଆଇଁ ଦେଇଛି ପ୍ରଶାସନ | ବୈଠକ ଲାଗୁଥିଲା କେବଳ ଔପଚାରିକତା, କେବଳ…

ଗଢ଼ାହେଲା ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ ରାଜ୍ୟ କମିଟି 

ଭୁବନେଶ୍ୱର (ମାନସୀ ମିଶ୍ର )  ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ  (Legal Department)  ଅଧ୍ୟକ୍ଷ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ପ୍ରସ୍ତାବ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଓ ନିଖିଳ ଭାରତ କଂଗ୍ରେସ କମିଟି ଆଇନ୍ ବିଭାଗର ଅଧ୍ୟକ୍ଷ ସାଂସଦ ଶ୍ରୀ…

ପଦ୍ମପୁର ଜିଲ୍ଲା ଦାବୀ ପାଇଁ ସର୍ବସାଧାରଣ ବୈଠକ: ଗଢ଼ା ହେଲା ୨୪ ଜଣିଆ କମିଟି, ଏକ ସପ୍ତାହ ମଧ୍ୟରେ ବିରାଟ ରାଲି ଓ…

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ଶୁକ୍ରବାର ଦିନ ପଦ୍ମପୁର ସହରର ରାଜାଜୀ ଟାଉନହଳ ଠାରେ ନାଗରିକ କମିଟିର ସମ୍ପାଦକ ଶ୍ରୀ ଅଜିତ ଶତପଥିଙ୍କ ସଭାପତିତ୍ବରେ ଏକ ସର୍ବସାଧାରଣ  ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳ ଯଥା ପୂର୍ବତନ…

ସେଲ୍ଫି ଗାର୍ଲ ମୃତ୍ୟୁ ରହସ୍ୟ : ଅପମୃତ୍ୟୁ ମାମଲା ମୁହାଉଁଛି ହତ୍ୟା ମାମଲା ଆଡକୁ 

ବଲାଙ୍ଗୀର/ନିରୋଜ ମିଶ୍ର :  ସେଲଫି ଗାର୍ଲ  ସିମ୍ରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଏକ ହତ୍ୟା ଘଟଣା ରୂପ ନେବାକୁ ଯାଉଛି |  ସିମ୍ରନ ପ୍ରେମିକ ଯୁବରାଜ ସୁନାକୁ ପୋଲିସ ଗିରଫ କରି ତଦନ୍ତ ଚଳାଇବା ଘଟଣାରୁ ଏହା ପ୍ରେମ ଆଉ ପ୍ରତାରଣାର  କରୁଣ ପରିଣତି ହୋଇପାରେ ବୋଲି ଆଶଙ୍କା  କରାଯାଉଛି | …

ନବୀନଙ୍କ କାଳିଆ ସହ ଯୋଡି ହେବ ପାଇଁ ତାରିଖ ଧାର୍ଯ୍ୟ : ସମୟ ସୀମା ଜାନୁଆରୀ ୧୦  

ଭୁବନେଶ୍ୱର, ଆସନ୍ତା ଜାନୁଆରୀ ୧୦ ତାରିଖ ମଧ୍ୟରେ କାଳିଆ ଯୋଜନାରେ ଚାଷୀମାନେ ସେମାନଙ୍କ ନାମକୁ ହିତାଧିକାରୀ ତାଲିକାରେ ଯୋଗ କିମ୍ବା ବାଦ୍ ଦେବା ପାଇଁ ସବୁଜ ତଥା ନାଲି ଫର୍ମ ପୂରଣ କରି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜମା କରିବେ । ଜାନୁଆରୀ ମାସ ୨ ତାରିଖରୁ ସମସ୍ତ ଗ୍ରାମ ପଂଚାୟତରେ ଚିଠା…

ଧର୍ମେନ୍ଦ୍ର ଦୋହରାଇଲେ ପ୍ରଶ୍ନ : ଦୁର୍ନୀତିର ଦାନବକୁ ଦାନା ପାଣି କିଏ ଦେଉଛି, ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ 

ଭୁବନେଶ୍ୱର - କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି  ଜଳସେଚନ ପାଇଁ ରାଜ୍ୟ ସରକାରଙ୍କର ବଡ ପ୍ରତିଶ୍ରୁତି ପ୍ରତାରଣାର ରୂପ ନେଇଥିବା କାରଣରୁ ରାଜ୍ୟର ଚାଷୀ ଭାଇ ମାନେ ସବୁଠୁ ବଡ ସମସ୍ୟାର ସାମନା କରୁଛନ୍ତି ବୋଲି କହିଛନ୍ତି  |ଜଳସେଚନ ନେଇ ପ୍ରଧାନମନ୍ତ୍ରୀଙ୍କୁ…