ଜଳଜାହାଜରେ ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ରଙ୍କ ହୃଦଘାତ ମୃତ୍ୟୁ ଘଟଣାକୁ ୧୦ ଦିନ ବିତିଲା, ଓଡ଼ିଶାରେ ପହଞ୍ଚି ପାରିନି…
ପରିବାର ଓ ସାଙ୍ଗସାଥୀ ମଧ୍ୟରେ ଶୋକର ଛାୟା
ଓଡ଼ଗାଁ,୧୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଲକ୍ଷ୍ମୀ ବଜାର ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନା ପୈତୃକ ଘର ସ୍ବର୍ଗତ କୃଷ୍ଣ ପାତ୍ରଙ୍କ ୩ୟ ସନ୍ତାନ ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ର ପାତ୍ର (୫୬)ଙ୍କ…