ନବନିର୍ମିତ ଆୟୁର୍ବେଦ ଡାକ୍ତରଖାନା ଗୃହ ଉଦଘାଟିତ
ବରଗଡ :- ଆଜି ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମରେ ରାଜ୍ୟ ସରକାରଙ୍କର ଦ୍ୱାରା ନବନିର୍ମିତ ଆୟୁର୍ବେଦ ଡାକ୍ତରଖାନାକୁ ପଦ୍ମପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା ଉଦଘାଟନ କରିଛନ୍ତି । ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଏହି ଅଂଚଳରେ ବହୁ…