ଏଇଟା ଷ୍ଟେଟ ବ୍ୟାଙ୍କ ନା ଆଉ କଣ :  ଜାମସେଠ ବ୍ୟାଙ୍କରେ ସେବା ଠପ, ଗ୍ରାହକ ହନ୍ତସନ୍ତ 

ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :- ବରଗଡ଼ ଜିଲ୍ଲା ଜାମସେଠ ଷ୍ଟେଟ ବ୍ୟାଙ୍କରେ ଦୀର୍ଘ ୧୫ ଦିନହେଲା ବ୍ୟାଙ୍କ ସେବା ଠପ କାରଣ ହେଲା କମ୍ପୁଟର ଚଲୁନାହିଁ । ବ୍ୟାଙ୍କ ସେବା କିଛି କରିବାକୁ ୨୦ କିମି ଦୁରରୁ ଆସି ପ୍ରତିଦିନ ଶହଶହ ଲୋକ ଫେରୁଛନ୍ତି। ଅତି ଜରୁରି କାମ ଯଥା ରୋଗି ସେବା ଅନ୍ୟକୁ…

ସନ୍ଦେହ ଜନକ ଅବସ୍ଥାରେ ଯୁବତୀର ମୃତଦେହ ଉଦ୍ଧାର

   ବରଗଡ/ଗୌରାଙ୍ଗ ଦାଶ  :- ବରଗଡ ଜିଲ୍ଲାର ଭଟଲି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ଯୁବତୀର କ୍ଷତ ବିକ୍ଷତ ମୃତଦେହ ଆଜି ଗାଁର ପୋଖରୀ ନିକଟରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଯୁବତୀ ଜଣକ ଗତ କାଲି ସକାଳ 10ଟା ସମୟରୁ ଗାଧୋଇବା ପାଇଁ ପୋଖରୀ କୁ ଯାଇଥିବା ପରେ…

ସମାଜ ଗଠନ ପାଇଁ ଶିକ୍ଷକ ସମାଜ ବ୍ରତୀ  ରୁହନ୍ତୁ – ନରସିଂହ

ନିଖିଳ ଉତ୍କଳ  ଶିକ୍ଷକ କଂଗ୍ରେସ ବଲାଙ୍ଗିର ଶାଖା ସମ୍ମିଳନୀ ବଲାଙ୍ଗିର/ନିରୋଜ ମିଶ୍ର:     ଅନେକ ଦେଶ ଅଛି ଯେଉଁ ଠାରେ କି ଶିକ୍ଷକ ଓ ବୈଜ୍ଞାନିକଙ୍କୁ ସମ୍ମାନର ସର୍ବୋଚ୍ଚ ସ୍ତରରେ ରଖାଯାଇଥାଏ । କାରଣ ବୈଜ୍ଞାନିକମାନେ ଯେପରି ଦେଶକୁ ବୈଷୟିକ ସ୍ତରରେ ଉନ୍ନତ କରିଥାନ୍ତି, ଶିକ୍ଷକମାନେ…

ବଲାଙ୍ଗୀର ଜିଲ୍ଲାସ୍ତରୀୟ ପାଣିପଂଚାୟତ ପାଳନ ସମାରୋହ 

ବଲାଙ୍ଗୀର. ନିରୋଜ ମିଶ୍ର :ବଲାଙ୍ଗୀର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ସମାରୋହ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ପାଣି ପଂଚାୟତ ରଥ ପରିକ୍ରମାର ଶୁଭ ଉଦ୍ଘାଟନ ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପ ନିର୍ବାହି ଯନ୍ତ୍ରୀ ପ୍ରଭାତ ରଂଜନ ରାଉତ ଓ…

ତ୍ରିରଙ୍ଗା କ୍ଲବର ବାର୍ଷିକ ମକର ମହୋତ୍ସବ ଉଦଯାପିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାଡର଼୍ର ପୂର୍ଣ୍ଣଚନ୍ଦ୍ରପୁରଠାରେ ଥିବା ତ୍ରିରଙ୍ଗା କ୍ଲବ ପକ୍ଷରୁ ବାର୍ଷିକ ଉତ୍ସବ  ଉପଲକ୍ଷେ ୭ ଦିନ ବ୍ୟାପି ଆୟୋଜିତ ବାର୍ଷିକ ମକର ମହୋତ୍ସବ ଉଦ୍ୟାପିତ ହୋଇଅଛି । ପ୍ରଥମ ଚାରି ଦିନ ଧରି କ୍ଲବ ପକ୍ଷରୁ ମାରାଥମ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଦାବୀ : ୨୪ରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଦାବିପତ୍ର 

ବଲାଙ୍ଗିର(ନିରୋଜ ମିଶ୍ର) -   ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କାର୍ଯ୍ୟାନୁଷ୍ଠାନକମିଟି  ନେତୃତ୍ୱରେ ଆସନ୍ତା ତା.୨୪.୦୧.୨୦୧୯ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ  ତାଙ୍କର ପ୍ରସ୍ତାବିତ ରାଜେନ୍ଦ୍ର ମହାବିଦ୍ୟାଳୟ କ୍ୟାମ୍ପସ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା…

ଲୋକଙ୍କ ନିକଟତର ହେବାକୁ ସିଆରପିଏଫର ଅଭିନବ ଅଭିଯାନ 

 ଝାରବନ୍ଧ(ଜଗଦଲପୁର)/ ହେମସାଗର ସାହୁ-ପଦ୍ମପୁର ଉପଖଣ୍ଡ   ଜଗଦଲପୁର ସିଆରପିଏଫ ୧୮୯ ବଟାଲିୟନର ପକ୍ଷରୁ ଏକ ଉଚ୍ଚକୋଟୀର  ଜନସମ୍ପର୍କ ଶିବିର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଶୁଭ ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଜଗଦଲପୁର ସିଆରପିଏଫ ୧୮୯ ବଟାଲିୟନ ର ମେନ…

 ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ୩୫ତମ ବାର୍ଷିକୋତ୍ସବ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଜଣେ ଉତ୍ତମ ଶିକ୍ଷକର ଚରିତ୍ର ଛାତ୍ରୀମାନଙ୍କ ଆଗରେ ଆଦର୍ଶର ଭୁମିକା ନେଇ ରହିଲେ ଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ଜୀବନରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ସେଥିପାଇଁ ଏହି ଉପଯୁକ୍ତ ସମୟରେ ଛାତ୍ରୀମାନେ  ଶିକ୍ଷକଙ୍କ ଚରିତ୍ର ଓ ଆଦର୍ଶକୁ …

ଇସ୍ତାହାର ପ୍ରସ୍ତୁତି ପାଇଁ ରାଜନୈତିକ ଦଳଙ୍କୁ ନିଜ ଅଞ୍ଚଳର ସମସ୍ୟା ଜଣାଇବାକୁ ବୈଠକ

 ନୂଆପଡା /ପ୍ରିୟବ୍ରତ ପଣ୍ଡା ,ବୋଡେ଼ନ ବ୍ଳକ ଖଇରା ଗ୍ରା ପ ରେ ନିର୍ବାଚନ୨୦୧୯ କୁ ଦୃଷ୍ଟିରେ ରଖି ଇସ୍ତାହାର ପ୍ରସ୍ତୁତି ପାଇଁ ରାଜନୈତିକ ଦଳଙ୍କୁ ନିଜ ଅଞ୍ଚଳର ସମସ୍ୟା ଜଣାଇବାକୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ସୁକାନ୍ତି ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପି ଇ ଓ ପ୍ରଦୀପ…