“ଓଡିଶା ନିଜର ହକ୍ ଛାଡିବନି , କେନ୍ଦ୍ର ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ”

ଝାରସୁଗୁଡାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର - ଏଣିକି କେନ୍ଦ୍ର ସରକାରଙ୍କ ଅବହେଳାକୁ ଓଡିଶା ବରଦାସ୍ତ କରିବ ନାହିଁ । ନିଜର ହକ୍ ମଧ୍ୟ ଛାଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଝାରସୁଗୁଡାର ଅମଲ୍ଲିପାଲୀ ଠାରେ…

ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଓଡିଶାର ୬୦ ହଜାର ମହିଳାଙ୍କ ସହ କଥା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଉଜ୍ଜଳା ଯୋଜନା ରାଜ୍ୟରେ ଆଜି ଏକ ନୂଆ ଅନୁଭବ ତିଆରି କରିପାରିଛି -ଧର୍ମେନ୍ଦ୍ର   ମହିଳା ମାନଙ୍କର ରହିଥିବା ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାସ୍ତବରେ ପରିଣତ କରିଛନ୍ତି-ମେନକା ନୂଆଦିଲ୍ଲୀ – ଭାରତବର୍ଷର ୬ କୋଟି ଘରେ ଉଜ୍ଜଳା ଯୋଜନା ପହଂଚାଯାଇପାରିଛି । ଓଡିଶାରେ ଏହି ସଂଖ୍ୟା…

ମହିଳାଙ୍କ ଗଳିତ ଶବ ଉଦ୍ଧାର,ହତ୍ୟା ସନେ୍ଦହ   

ବାରିପଦା/ଦିଲ୍ଲୀପ ମହାନ୍ତି :, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅର୍ନ୍ତଗତ ଡୁମୁରିଆ ଗାଁ ନିକଟସ୍ଥ ସୁବର୍ଣ୍ଣରେଖା କେନାଲ କଡରେ ଥିବା ରିଜର୍ଭ ଫେରେଷ୍ଟ ଜଲଙ୍ଗନିକଟରୁ ଗୁରୁବାର ପୁଲିସ ଜଣେ ଅଜଣା ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରିଛି । ଏନେଇ ପୁଲିସ ଥାନାରେ ୩/୧୯ନମ୍ବରରେ ଏକ ମାମଲା…

ଷ୍ଟୁଡେଂଟ ପୁଲିସ କ୍ୟାଡେଟ ଗଠିତ  

ବାରିପଦା(Dillip Mohanty) ଆଇନ ପ୍ରତି ସମ୍ମାନ ଜଣାଇ ଏ ସମ୍ପର୍କିତ ଶିକ୍ଷା କରିବା ଓ ସେବା ପ୍ରଦାନ କରିବା ଲକ୍ଷ ନେଇ ମୟୂରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ଗୁରୁବାର ବାରିପଦା ସ୍ଥିତ ଏମକେସି ହାଇସ୍କୁଲ ପରିସରରେ ଏକ ଷ୍ଟୁଡେଂଟ ପୁଲିସ କ୍ୟାଡେଟ ଗଠନ କରାଯାଇଛି । ଏମକେସି ହାଇସ୍କୁଲର ୨୨ ଜଣ…

ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଗୁରୁତର 

ବରଗଡ/ ଗୌରାଙ୍ଗ ଦାସ :- ପଦ୍ମପୁର ଅଂଚଳ ର ବରିଷ୍ଠ ସାମ୍ବାଦିକ ଶ୍ରୀ ରମେଶ ଚନ୍ଦ୍ର ବାରିକ ଆଜି ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହେଇଛନ୍ତି । ତାଙ୍କର ମୁଣ୍ଡରେ ଗଭୀର ଆଘାତ ହେଇଥିବା ନିଜେ ଶ୍ରୀ ବାରିକ ଜଣାଇଛନ୍ତି । ଭେଡେନ ଡାକ୍ତରଖାନାରେ ରେ ପ୍ରାଥମିକ ଚିକିତ୍ସା ତାଙ୍କୁ…

ସାନ ସରକାର ବାବାଙ୍କ ୬୪ତମ ଜନ୍ମଦିନ ତିଥି ଉପଲକ୍ଷେ ଅଖିଳ ଭାରତୀୟ ଦୁଃଖୀ ସମାଜ ପକ୍ଷରୁ ସଫେଇ ଓ ରକ୍ତଦାନ କାର୍ଯ୍ୟକ୍ରମ

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ ): ଭଦ୍ରକର ପ୍ରସିଦ୍ଧ ଧର୍ମଗୁରୁ ସୈୟଦ ଶାହା ୱାସିମ ଅଖତର କାଦରୀ (ସାନ ସରକାର ବାବା) ଓରଫ ମାମାଜାନଙ୍କ ଭଦ୍ରକ ରହଣି ସମୟରେ ସମାଜ ସେବାରେ ଲିପ୍ତ ରହି ଅନେକ ଜନହିତକର କାର୍ଯ୍ୟ କରିଛନ୍ତି । ଗରିବ ଲୋକମାନେ ଅସୁବିଧା ସମୟରେ ରକ୍ତ ପାଇଁ ବହୁ ହଇରାଣ ହୋଇଥିବା…

  ଜାନୁଆରୀ ୨୬ ପାଳିତ ହେଉଛି ସ୍ୱାଧୀନତା ଦିବସ ଭାବେ

କଟକ-ଜାନୁଆରୀ ୨୬କୁ ସାଧାରଣତନ୍ତ୍ର ଦିବସ ଭାବେ ସାରା ଦେଶ ପାଳନ କରୁଥିବା ବେଳେ ସ୍ୱାଧୀନତା ସଂଗ୍ରାମର ଏକ ଗୌରବାବହ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ କଟକ କାଠଯୋଡ଼ି ତଟବର୍ତ୍ତୀ ବାଖରାବାଦର ଚୌଧୁରୀ କୋଠିରେ କିନ୍ତୁ ଏହି ଦିନକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ । ଦେଶ ସ୍ୱାଧୀନ…

ରେଢ଼ାଖୋଲ ଉପଖଣ୍ଡରୁ ବେଆଇନ୍ ମଦ ବନ୍ଦକୁ ନେଇ ଦାବି : ଫେବୁଆରୀ ୧୪ରେ ବିକାଶ ମଞ୍ଚର ଧାରଣା 

ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ :  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଦିନକୁ ଦିନ ବେଆଇନ୍ ମଦ କାରବାର ବଢ଼ିବାରେ ଲାଗିଛି l ଏହି ବେଆଇନ୍ କାରବାର ବନ୍ଦ ପାଇଁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଓ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତଥା ପ୍ରଶାସନିକ ଅପାରଗତା କାରଣରୁ କମିବା…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କ୍ଷତିଗ୍ରସ୍ତ ପାଂଚ ମୌଜାର ପ୍ରଜା ଦେଲେ ଦାବିପତ୍ର 

 ରୟତି ଲେଖାଯିବା ଭୂମି ପଟ୍ଟା ପ୍ରଦାନ ନିମନ୍ତେ କଳିଙ୍ଗ ସାମ୍ବାଦିକ ସଂଘ ନେତୃତ୍ୱରେ  ଶୋଭାଯାତ୍ରା ଗୁଣପୁର(ସିଦ୍ଧାର୍ଥ ଦାଶ)- ଅବିଭକ୍ତ କୋରାପୁଟ ଜିଲ୍ଲା ଗୁଣପୁର ଅଞ୍ଚଳରେ ୧୯୫୫ ମସିହାରେ ପ୍ରଥମ   ଲ୍ୟାଣ୍ଡ ସେଟେଲ୍ ମେଣ୍ଟ ସର୍ଭେ କରାଯାଇଥିଲା । ଏହାର ତଥ୍ୟ ରେକର୍ଡ  ୧୯୬୪ ମସିହାରେ…

ସୁଗମ ମାର୍ଗଦର୍ଶିକାର ଶୁଭ ଉନ୍ମୋଚନ

ବାରିପଦା(ଦିଲ୍ଲୀପ ମହାନ୍ତି)  ସମଗ୍ର ଶିକ୍ଷା ମୟୁରଭଞ ତରଫରୁ ସ୍ଥାନୀୟ ପ୍ରୟାସ ସମୀଳନୀ କକ୍ଷଠାରେ ସୁଗମ  (ପ୍ରାଥମିକସ୍ତରରେ ଶ୍ରେଣୀୱାରୀ ଶିକ୍ଷଣସ୍ତର ସୁନିଶ୍ଚିତ କରିବା ନିମନ୍ତେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ମାର୍ଗ ଦର୍ଶିକା )ର ଶୁଭ ଉନ୍ମୋଚନ ଉତ୍ସବ  ଅନୁଷ୍ଠିତ  ହୋଇଯାଇଅଛି ।…