ଉଦ୍ଘାଟିତ ହେଲା ସୁନ୍ଦରଗଡ଼ର ଲୋକ ମହୋତ୍ସବ ଯତରା-୨୦୧୯

ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରଚାନ୍ଦ ଦେଉରିଆ    ସୁନ୍ଦରଗଡ଼ର ପ୍ରସିଦ୍ଧ ଲୋକ ମହୋତ୍ସବ ଯତରା-୨୦୧୯ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ଯୋଇଯାଇଛି ଭବାନୀ ଭବନ ପଡ଼ିଆଠାରେ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ ଜିଲ୍ଲା ଉନ୍ନୟନ  ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୂମେଶ ଚନ୍ଦ୍ର ବେହେରା…

 ଦଳିତ ଅଧିକାର ମଂଚ ଓ ଯାଜପୁର ଜିଲ୍ଲା ଅଣସଂଗଠିତ ଶ୍ରମିକ ସଙ୍ଗଠନ ସମନ୍ୱୟ କମିଟି ପକ୍ଷରୁ ସମ୍ବିଧାନ ସଚେତନତା…

ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ବନ୍ଦାଳର ଯୁବ ତାଲିମ୍ କେନ୍ଦ୍ର ଠାରେ ଓଡିଶା ଦଳିତ ଅଧିକାର ମଂଚ ଓ ଯାଜପୁର ଜିଲ୍ଲା ଅଣସଂଗଠିତ ଶ୍ରମିକ ସଙ୍ଗଠନ ସମନ୍ୱୟ କମିଟି ତରଫରୁ ପତାକା  ଉତ୍ତୋଳନ କରାଯାଇ ଏକ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…

ବେଆଇନ୍ ମଦ ଆନ୍ଦୋଳନରେ ମହିଳା ତେଜିଲା :ସାଧାରଣତନ୍ତ୍ର ଦିବସରେ ମଧ୍ୟ ବିଦେଶୀ ମଦ ଦୋକାନ ଖୋଲା

ବିଦେଶୀ ମଦ ଦୋକାନ ଘେରାଉ,ଅଧା ଘଣ୍ଟା ସମୟ ପର୍ଯ୍ୟନ୍ତ ରାଜ ରାସ୍ତା ରୋକ୍ ,ରାସ୍ତାରେ ଶହଶହ ଗାଡ଼ି ଅଟକିଲା ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ  ବେଆଇନ୍ ମଦ କାରବାର ବଢ଼ିବାରେ ଲାଗିଛି ,ହେଲେ ପୋଲିସ ଓ ଅବକାରୀ ବିଭାଗ ର…

ନୂଆପଡାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ 

ନୂଆପଡା/ପ୍ରିୟବ୍ରତ ପଣ୍ଡା ,ନୂଆପଡା ଜିଲ୍ଲାର ସବୁ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବହୁ ଉତ୍ସାହ ସହକାରେ ଜିଲ୍ଲାବାସୀ ଏହି ରାଷ୍ଟ୍ରୀୟ ପର୍ବ ପାଳନ କରିଥିଲେ। ଖଡ଼ିଆଳ ରାଜା ଏ ଟି ହାଇସ୍କୁଲ ପଡ଼ିଆରେ ପୂର୍ବତନ ସୈନିକ ସଙ୍ଘ ତରଫ ରୁ…

ଗାଇସିଲେଟରେ ବ୍ଲକ ସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ଗାଇସିଲେଟ/କେଦାର ନାଥ ସାହୁ ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଠାରେ ବ୍ଲକସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।  ଗାଇସିଲେଟ ଷ୍ଟାଡିୟମ ଠାରେ ୟୁଥ କ୍ଲବର ଉପସଭାପତି ରଞ୍ଜନ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ…

 ଲୋକଙ୍କ ପ୍ରିୟ ସୁଶାନ୍ତ : ଅଚିନ୍ତା ବିଜେଡି , ବିରୋଧୀ ଅଶାନ୍ତ 

   ସୁଶାନ୍ତଙ୍କୁ ନେଇ ଚିନ୍ତାରେ ବିରୋଧୀ : କିଭଳି ରଣନୀତି ଆପଣାଇବେ ନବୀନଙ୍କ ଷ୍ଟାର ଷ୍ଟ୍ରାଇକର  ବରଗଡ/ଗୌରାଙ୍ଗ ଚରଣ ଦାଶ :- ସାଧାରଣ ନିର୍ବାଚନ ର ପ୍ରକ୍ରିୟା ଆରମ୍ଭ ହେବାକୁ ଆଉ ମାତ୍ର ହାତ ଗଣତି କେଇଦିନ ବାକି ଅଛି । ରାଜ୍ୟରେ କ୍ଷମତା ଦଖଲ ପାଇଁ ସବୁ ରାଜନୈତିକ ଦଳ ପୁରା ଦମରେ…

ପଦ୍ମପୁରରେ ନବମ ଜାତୀୟ ଭୋଟର ଦିବସ ପାଳିତ ।

ପଦ୍ମପୁର/ନିଳ ଦୀପ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ନବମ ଜାତୀୟ ଭୋଟର ଦିବସ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହରେ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ପୂର୍ବାହ୍ନ ୯ ଘଂଟା ସମୟରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ମଧ୍ୟରୁ ସ୍କୁଲ କଲେଜର ଏନସିସି ଛାତ୍ର,ଶିକ୍ଷକ ଶିକ୍ଷୟିତ୍ରୀ ,…

ପଦ୍ମପୁର ଉପଖଣ୍ଡରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ  ।

ପଦ୍ମପୁର/ନିଳ ଦୀପ- ବରଗଡ ଜିଲ୍ଲା  ପଦ୍ମପୁର ଉପଖଣ୍ଡରେ ୭୦ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ପବିତ୍ର ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି…

ନକ୍ସଲଙ୍କ ହାତଲେଖା ଧମକ ପୂର୍ଣ୍ଣ ପୋଷ୍ଟର, ଟାର୍ଗେଟରେ ପଦ୍ମପୁର ତହସିଲଦାର

 ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ପଦ୍ମପୁର କଲେଜ ରୋଡ ରେ ନକ୍ସଲଙ୍କ ହାତଲେଖା ଧମକ ପୂର୍ଣ୍ଣ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ନକ୍ସଲ ଙ୍କ ଘୁମୁସୁର ନାଗାବଳି ଡିଭିଜନ ତରଫରୁ ଏହି ପୋଷ୍ଟର ଲଗାଯାଇଛି । ଏହି ପୋଷ୍ଟର ରେ ପଦ୍ମପୁର ତହସିଲଦାର ଙ୍କୁ ଦଣ୍ଡ ଦିଆଯିବା ନେଇ…

ପ୍ରଶଂସନୀୟ ପଦକ୍ଷେପ,ବଡ଼ବିଲ ହାଲଚାଲ ଖୋଲିଲା ବ୍ଲଡ଼ ହେଲ୍ପଲାଇନ : ୧୮୧ ଜଣ ସ୍ବେଛାସେବୀ ପଞ୍ଜିକୃତ

ବଡ଼ବିଲ : ଆଜିକାଲି ସୋସିଆଲ ମେଡିଆର ବହୁଳ ଅପବ୍ୟବହାର ସମ୍ପ୍ରତି ଚର୍ଚାର ବିଷୟ ପାଲଟିଥିବା ବେଳେ ବଡ଼ବିଲ ହାଲଚାଲ ନାମକ ସୋସିଆଲ ମେଡିଆ ଗ୍ରୁପ କିନ୍ତୁ ଏହାର ଗଠନମୂଳକ ଦିଗ ଉପରେ ଗୁରୁତ୍ୱ ଦେଇଛି | ଲୋକମାନଙ୍କୁ ଗଠନମୂଳକ ସୂଚନା ଯୋଗାଇଦେବା ସହ ଲୋକଙ୍କ ସେବାରେ ମନୋନିବେଶ କରିଛି | …