ଜୀବନ କଣ ବୁଝିବା ଆଗରୁ ଯନ୍ତଣା ଭୋଗୁଛି କ୍ରିଷ୍ଣା

ଝିଅର ଜୀବନ ପାଇଁ ମା କରୁଛି ଗୁହାରି , କିଡନୀ ରୋଗ ଚିକିତ୍ସାରେ ଦାରିଦ୍ର୍ୟ ବୈରୀ ବାଲେଶ୍ୱର(ଉଜ୍ଜ୍ୱଳ କର ): କିଡନୀ ରୋଗରେ ଆକ୍ରାନ୍ତ ୫ ବର୍ଷର ଶିଶୁକନ୍ୟାଙ୍କ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଗରିବ ପିତାମାତା । ସଦର ବ୍ଲକ ଅନ୍ତର୍ଗତ…

ଏହା ଜିଲ୍ଲାପାଳ ମହୋଦୟଙ୍କ ପ୍ରଶାସନ ଚଳାଇବାର ବୋଧହୁଏ ତରିକା ହୋଇଥିବ !!!!

ବାଲେଶ୍ୱର ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ:କଠୋର ଆଚରଣକୁ ନେଇ ଅଧିକାରୀ ମହଲରେ ଅସନ୍ତୋଷ ବାଲେଶ୍ୱର(ଉଜ୍ଜ୍ୱଳ କର ): ଦୀର୍ଘ ୧୫ ଦିନର ଅପେକ୍ଷା ପରେ ବାଲେଶ୍ୱର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଆଜି କର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ଚକ୍ରବର୍ତ୍ତୀ ଭାରପ୍ରାପ୍ତ…

ନୀଳାଦ୍ରି ବିଜେ କଲେ ଶ୍ରୀଜିଉ :ବାଟ ଓଗାଳି ହଟ କଲେ କଲେ ମାଆ ସାଆନ୍ତାଣୀ

ପାଟ ଭେଟି ଦେଲେ, ରସଗୋଲା ଖୁଆଇ ହଗନ୍ନାଥ ଭାଙ୍ଗିଲେ ଲକ୍ଷ୍ମୀଙ୍କ ମାନ ରଣପୁର : ଦ୍ୱାଦଶ ଦିବସ ବ୍ୟାପି ମାନବୀୟ ଲୀଳାର ଅନ୍ତିମ ପର୍ବରେ ଶ୍ରୀମନ୍ଦିର ଫେରିଛନ୍ତି ଚତୁର୍ଧା ମୂର୍ତ୍ତି | ବାଟ ଓଗାଳି ହଟ  କଲେ କଲେ ଅଭିମାନିନୀ  ମାଆ ଲକ୍ଷ୍ମୀ ସାଆନ୍ତାଣୀ | ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ…

ଭାଜପାର ଜିଲ୍ଲା ସ୍ତରୀୟ ସଂଗଠନ ପର୍ବ ଓ ସଦସ୍ୟତା ସଂଗ୍ରହ ଅଭିଯାନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ପକ୍ଷରୁ ଜିଲ୍ଲା ସ୍ତରୀୟ ସଂଗଠନ ପର୍ବ ଓ ସଦସ୍ୟତା  ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାଜପାର ପୂର୍ବ ସଂଗଠକ ସମ୍ପାଦକ ସାରଦା ଶତପଥୀ ଅତିଥି…

ଏବିଭିପିର ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଜପତି ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଓ ରାୟଗଡା ଜିଲ୍ଲା ବିଦ୍ୟାର୍ଥୀ ପରିଷଦର…

ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷାଙ୍କ ପତ୍ରିକାର ବିତରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ରାଜଗୁରୁ ସାହି ରସିକରାଜ ମନ୍ଦିର ପରିସରରେ ଥିବା ବାଲମୁକୁନ୍ଦ ଠାରେ ଚଳିତ ଗୁରୁପୂର୍ଣ୍ଣିମା ଉପଲକ୍ଷେ ଓଡିଶା ସରକାରଙ୍କ ମାସିକ ପତ୍ରିକା ଉତ୍କଳ ପ୍ରସଙ୍ଗ ରଥଯାତ୍ରା ବିଶେଷଙ୍କର ବିତରଣ ଉତ୍ସବ କାର୍ଯ୍ୟକ୍ରମ ଉପସ୍ଥିତ ତଥା…

କଲେଜ ଛାତ୍ରୀ ଙ୍କ ଅସ୍ବାଭାବିକ ମୃତ୍ୟୁ

ବାରିପଦା(Dillip Mohanty)-କଲେଜ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ବଡବାଇକଳା ଗ୍ରାମରେ। ମୃତ୍ୟୁ ବରଣ କରିଥିବା ଛାତ୍ରୀ ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବୁଧିଆକୁଦର ଗାଁ ର ଶୁଭଶ୍ରୀ…

ତାତିଲେ ଚାଷୀ, ରୋକିଲେ ରାଜରାସ୍ତା

ଧର୍ମଗଡ ରୁ ସୁଶାନ୍ତ ରାଉତ : ମଣ୍ଡିରୁ ଧାନ ନଉଠିବାରୁ ତାତିଲେ ଚାଷୀ, ଧର୍ମଗଡ଼ ଚାରିଛକରେ ଶହ ଶହ ଧାନବସ୍ତା ରଖି ରାସ୍ତା ପୁଣି ରାଜ ରାସ୍ତାରେ ଚାଷୀ । ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଗର୍ଜିଲେ ଧର୍ମଗଡର ଚାଷୀ । ଚାରିଛକ ଜାତୀୟ ରାଜପଥ ୧୩୦ ଅବରୋଧ କରିଛନ୍ତି। ଶହ ଶହ ଧାନ ବସ୍ତା ଧରି…

ବାଇକ ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ୬୫ ହଜାର ଟଙ୍କା

ବାରିପଦା(Dillip Mohanty)-୨ଟିବାଇକରେ ଆସିଲେ ଟଙ୍କା ଲୁଟି ଫେରାର ହୋଇଗଲେ ୪ ଯୁବକ। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯିବା ରାସ୍ତାର ପରିବା ହାଟରେ ଲୁଟିଲେ ଦୁର୍ବୃତ୍ତ। ବାଇକ ରଖି ପରିବା କିଣୁଥୁବା ବେଳେ ଡିକିଭାଙ୍ଗି ଶିକ୍ଷକଙ୍କ ୨ ଲକ୍ଷ ୬୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସ୍ପଷ୍ଟ…

ଗ୍ରାହକସେବା କେନ୍ଦ୍ରରେ କୋଟିଏ ଟଙ୍କା ଆତ୍ମସାତ୍ ଅଭିଯୋଗ : ମୁଖ୍ୟ ଶାଖା ଘେରିଲେ ହିତାଧିକାରୀ

ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରି ଗାଁର ଗ୍ରାହକ ସେବାକେନ୍ଦ୍ର ରେ ବଡଧରଣର ଠକେଇ ଅଭିଯୋଗ ହୋଇଛି । ଏଠାରେ ହଜାରହଜାର ଗା୍ରହକ ଜମାଖାତା ଖୋଲିଥିବା ବେଳେ ପ୍ରାୟ କୋଟିଏ ଟଙ୍କା ହଡପ କରାଯାଇଥିବା ଲଖନା ଥାନାରେ ଗ୍ରାହକ ମାନେ ଗତକାଲି ଲିଖିତ ଅଭିଯୋଗ…