ଅନ୍ଧାରରେ ” ସୌଭାଗ୍ୟ”
ଧର୍ମଗଡ ରୁ ସୁଶାନ୍ତ ରାଉତ : ଅନ୍ଧାରରେ ସୌଭାଗ୍ୟ ଯୋଜନା ଅନିୟମିତତା ଦେଖିବାକୁ ମିଳୁଛି ଧର୍ମଗଡ ବ୍ଲକ ଅନ୍ତର୍ଗତ ଡୁୁମେରଗୁଡା ଗ୍ରାମ ପଞ୍ଚାୟତ ର କିର୍କାକାନୀ ଗ୍ରାମରେ ଜଉ ସ୍ଥାନରେ ଲୋକେ ବସ ବାସ କରୁଛନ୍ତି । ସେ ସ୍ଥାନରେ ନଲଗେଇ ଆନ୍ୟ ସ୍ଥାନରେ ଇଲେକ୍ଟ୍ରି ପୋଲ ଲଗାଇଥିବା…