ଅନ୍ଧାରରେ ” ସୌଭାଗ୍ୟ”

0

ଧର୍ମଗଡ ରୁ ସୁଶାନ୍ତ ରାଉତ :   ଅନ୍ଧାରରେ ସୌଭାଗ୍ୟ ଯୋଜନା  ଅନିୟମିତତା ଦେଖିବାକୁ ମିଳୁଛି ଧର୍ମଗଡ ବ୍ଲକ  ଅନ୍ତର୍ଗତ ଡୁୁମେରଗୁଡା ଗ୍ରାମ ପଞ୍ଚାୟତ ର କିର୍କାକାନୀ ଗ୍ରାମରେ  ଜଉ ସ୍ଥାନରେ ଲୋକେ ବସ ବାସ କରୁଛନ୍ତି  । ସେ ସ୍ଥାନରେ ନଲଗେଇ ଆନ୍ୟ ସ୍ଥାନରେ ଇଲେକ୍ଟ୍ରି ପୋଲ ଲଗାଇଥିବା ଦେଖିବାକୁ ମିଳିଛି । ଗାଁ ରୁ ୨କିଲୋମିଟର ଦୂର ଜଙ୍ଗଲ ପାଖରେ  ବସ ବାସ କରୁଛନ୍ତି ନକୁଳ ମାଝି ଙ୍କ ପରିବାର । ତାଙ୍କ ଘରକୁ ଯିବା ପାଇଁ ଇଲେକ୍ଟ୍ରି ପୋଲ ପଡିଥିଲା ।ହେଲେ ଅନ୍ୟ ଜାଗାକୁ ସ୍ଥାନାନ୍ତର କରି ଥିଲେ ଓ ଯେତିକି ଦୁରରେ ଇଲେକ୍ଟ୍ରି ପୋଲ ଲାଗିବା କଥା ତା ଠାରୁ ଅଧିକ ଦୂରରେ ଲାଗିଥିବା ଦେଖିବାକୁ ମିଲୁଛି ।

Leave A Reply

Your email address will not be published.