ହୃତପିଣ୍ଡ ସମସ୍ୟାର ଉନ୍ନତ ଚିକିତ୍ସା ନିମନ୍ତେ ଶିଶୁକୁ ପଠାଯିବ ଚେନ୍ନାଇ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ହୃତପିଣ୍ଡ ସମସ୍ୟାର ଉନ୍ନତ ଧରଣର ଚିକିତ୍ସା ନିମନ୍ତେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁକୁ ପଠାଯିବ ଚେନ୍ନାଇ ସ୍ଥିତ ଆପୋଲୋ ଶିଶୁ ହସ୍ପିଟାଲ୍ I ସୂଚନା ପ୍ରକାରେ ଆୟୁଷ୍ ଡାକ୍ତର ଜଗନ୍ନାଥ ପତିଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବାଲ୍…

ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ୨୦୨୬ ର ବିରାଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା କମିଟି ର ପୂର୍ବତନ ସଭାପତି ରାଜେନ୍ଦ୍ର ବିଷୋୟୀ ଏଥିରେ ଅଧ୍ଯକ୍ଷତା କରିଥିଲେ।…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ…

ମଙ୍ଗଳପୁର ପଞ୍ଚାୟତ ରେ ବିଭିନ୍ନ କାମର ସମୀକ୍ଷା କଲେ ବିଡ଼ିଓ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମ ପଂଚାୟତ ରେ ହେଉଥିବା ଓ ହେବାକୁ ଥିବା ବିଭିନ୍ନ ଜନ ହିତକର କାର୍ଯ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ପରିଦର୍ଶନ କରିବା ସହ ସମୀକ୍ଷା କଲେ ବେଲଗୁଣ୍ଠା ଗୋଷ୍ଠୀ ଉନୟନ ଅଧିକାରୀ ସିଙ୍ଗାପୁରମ ହରି l ତାଙ୍କ ସହ…

ଏନସିଇଟି-୨୦୨୬ ଆଧାରରେ ୪ ବର୍ଷୀୟ ବିଏଡ଼ରେ ଆଡ଼ମିଶନ; ପ୍ରବେଶିକା ପରୀକ୍ଷା ପାଇଁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅନଲାଇନ୍…

ଭୁବନେଶ୍ୱର,୨୦ ଫେବୃଆରୀ, ୨୦୨୬: ୨୦୨୬-୨୭ ଶିକ୍ଷାବର୍ଷରୁ ୪ ବର୍ଷୀୟ ବିଏଡ଼ କୋର୍ସରେ (ITEP- Integrated Teacher Education Program) ଆଡ଼ମିସନ ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ -୨୦୨୬ (ଏନସିଇଟି-୨୦୨୬) ମାଧ୍ୟମରେ କରାଯିବ, ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ…

ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତା (AI) ର ପ୍ରୟୋଗ କର୍ମଶାଳା

  କେନ୍ଦୁଝର, ତା୨୦/୨- ସରକାରୀ କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଏବଂ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍‌ଠାରେ ଗତ ୧୮.୦୨.୨୦୨୬ ତାରିଖ ଦିନ ଏକ ଦିନିକିଆ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। "ପରିଚାଳନାଗତ…

ପ୍ଲାଷ୍ଟିକ ବ୍ୟବହାର ନକରିବା ନେଇ ଜେକେ କାଗଜ କଳ ତରଫରୁ ସଚେତନତା ଶିବିର ଆୟୋଜିତ

ରାୟଗଡା: (ସରୋଜ କୁମାର ସାହୁ) ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ ଆଜି ପୃଥିବୀ ପୃଷ୍ଠରେ ଗଭୀର ସଙ୍କଟର ରୂପ ନେଇଛି। ଗଭୀର ସମୁଦ୍ର, ଦୂର ଦୁର୍ଗମ ପାହାଡ଼ ଓ ମାନବ ଶରୀର ଭିତରେ ପର୍ଯ୍ୟନ୍ତ ମାଇକ୍ରୋ ପ୍ଲାଷ୍ଟିକର ଉପସ୍ଥିତି ମିଳୁଛି। ପୃଥିବୀ ପୃଷ୍ଠଭାଗରେ ବହୁ ପରିମାଣର ଏକବାର ବ୍ୟବହୃତ ପ୍ଲାଷ୍ଟିକ…

ରାଜଗାଙ୍ଗପୁରରେ ପ୍ଲାଷ୍ଟିକ ପଲିଥିନ ବ୍ୟାଗ ଧରପକଡ: ଦୋକାନୀଙ୍କ ବିରୋଧ, ଥାନାରେ ଏତଲା

ରାଜଗାଙ୍ଗପୁର,୧୯-୦୨-୨୬. ବେଆଇନ ପଲିଥୁନ୍ ବିକ୍ରିକୁ ନେଇ ଗୁରୁବାର ରାଜଗାଙ୍ଗପୁର ପୌରପାଳିକାର ଏନଫୋର୍ସ ମେଣ୍ଟ ଟିମ୍ ରାଜଗାଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ସହରର ଡେଲିମାର୍କେଟରେ ଚଢ଼ଉ ବେଳେ ସେଠାରେ ଟିମ୍‌କୁ ଦୋକାନୀମାନେ ବିରୋଧ କରିଥିଲେ। ଦୋକାନୀଙ୍କ ଅଭିଯୋଗ କଟକଣା…

ଭିଜିଲାନ୍ସ ଜାଲରେ ଭବାନୀପାଟଣା ଫରେଷ୍ଟର ବାବୁ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ଭଟଙ୍ଗାପଦର ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତି ଅଭିଯୋଗରେ ଏହି…

ନୂତନ ବିଡିଓଙ୍କୁ କାଶୀପୁର ବ୍ଲକ କଂଗ୍ରେସର ପକ୍ଷରୁ ସ୍ୱାଗତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ କଂଗ୍ରେସ ପକ୍ଷରୁ ନୂତନ ବିଡିଓ ଉମାଶଙ୍କର କୋୟାଙ୍କ ଯୋଗଦାନ ଅବସରରେ ତାଙ୍କ ଅଫିସରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆଙ୍କ ନିତୃତ୍ୱରେ ଦଳୀୟ କର୍ମୀମାନେ ବିଡିଓଙ୍କୁ ପୁଷ୍ପଗଛ ପ୍ରଦାନ କରି…