– ରାହୁଳଙ୍କ ପ୍ରତି ବିଜେପିର ଭୟ ବଜେଟରେ ପ୍ରତିଫଳିତ, ମଧ୍ୟବିତଙ୍କୁ ପ୍ରଲୋଭିତ କରିବାକୁ ପ୍ରଚେଷ୍ଟା : ନିରଂଜନ
ଭୁବନେଶ୍ୱର,୦୧ ଫେବୃଆରୀ - କେନ୍ଦ୍ରର ବିଜେପି ସରକାର ସଂସଦରେ ଆଗତ କରିଥିବା ଅନ୍ତରୀଣ ବଜେଟରେ ନିର୍ବାଚନୀ ବାଧ୍ୟବାଧକତା ପ୍ରତିଫଳିତ ହୋଇଛି । ଗତ ଚାରିବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟବିତ ଶ୍ରେଣୀକୁ ଚରମ ଅବହେଳା ପ୍ରଦର୍ଶନ କରିଥିବା ନରେନ୍ଦ୍ର ମୋଦିଙ୍କ ସରକାର ଏହି କାମଚଳା ବଜେଟରେ…