୧୭ରେ ଉତ୍ତର ଓଡିଶା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ଗୁରୁମନ୍ତ୍ର ଦେବେ ରାଜନାଥ

 ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ଭଦ୍ରକର ରାଣୀତାଲ ଠାରେ ଆସନ୍ତା ୧୭ ତାରିଖ ଉତ୍ତର ଓଡି ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି । ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ…

କଲିକେଶଙ୍କ ଉଦ୍ୟମ ସଫଳ ହେଲା :  ଅଙ୍ଗ ନଦୀ ଉପରେ ସେତୁ ପାଇଁ ନାବାର୍ଡ ଦ୍ୱାରା ଅର୍ଥ ମଞ୍ଜୁର

୩ ବର୍ଷ ମଧ୍ୟରେ ସେତୁ ନିର୍ମାଣ ସାରିବାକୁ ସମୟ ଧାର୍ଯ୍ୟ, ଖର୍ଚ ହେବ  ୩୦୫୧ଲକ୍ଷ ଟଙ୍କା  ବଲାଙ୍ଗୀର/ ନିରୋଜ ମିଶ୍ର : ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚେଷ୍ଟାରେ ଆଗଲପୁର ବ୍ଲକ ଅଞ୍ଚଳରେ ଅଙ୍ଗନଦୀ ଉପରେ କୁଟାସିଙ୍ଘା-କପାଶିରା ସେତୁ ପାଇଁ ନାବାର୍ଟ ଆର୍ଥୀକ ଅନୁଦାନ ମଞ୍ଜୁରୀ ରାଶି…

ରୋମାଞ୍ଚକର ସ୍ଥିତିରେ କିରଣ-ସ୍ୱାମୀ କଳି

ପୁଡୁଚେରୀ : ପିଲା କାଲିଠୁ ବଳାଇଗଲାଣି ଏ ରାଜନେତାଙ୍କ କଳି | ଦିଲୀ ପରେ ଏବେ ପୁଡ଼ୁଚେରି , ମୁହାଁମୁହିଁ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ |  ପୁଡୁଚେରୀରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ଲେଫଟନାଣ୍ଟ ଗଭର୍ଣ୍ଣର । ଲେଫଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କ କିଛି ନିଷ୍ପତ୍ତିକୁ ବିରୋଧ…

ପ୍ରେମ ଦିବସ ପାଲଟିଲା ସଂହାର ଦିବସ : ରକ୍ତରେ ଭିଜିଲା ବୋରିପୁରା

 ବିସ୍ପୋରଣ ଏତେ ଶକ୍ତିଶାଳୀ  ଥିଲା ଯେ, ପ୍ରାୟ ବହୁଦୂର ପର୍ଯ୍ୟନ୍ତ ଶୁଭି ଥିଲା । ବିସ୍ପୋରଣ ପରେ କଳାଧୂଆଁ ସମଗ୍ର ଆକାଶକୁ ଆଚ୍ଛାଦିତ କରି ଥିଲା । ଏହାପରେ ରାସ୍ତାରେ ଲୋକଙ୍କ କାନ୍ଦବୋବାଳି ଶୁଭିଥିଲା । ଏହି ଦଳରେ ସାମିଲ ଥିବା ଅନ୍ୟ ଗାଡ଼ିଗୁଡ଼ିକ ଅଟକିଯାଇ ସେଥିରେ ଥିବା ଯବାନମାନେ ଘଟଣା…

 ଓଡିଶାକୁ କ୍ରୀଡା ସର୍ବୋତ୍ତମ  ପୁରସ୍କାର : ଗ୍ରହଣ କଲେ ନବୀନ ,କହିଲେ “ଶ୍ରେୟ ରାଜ୍ୟବାସୀଙ୍କର”

"ଉଭୟ ଖେଳ ଓ ରାଜନୀତିରେ ସଫଳ ହେବା ପାଇଁ ଝୁଙ୍କ ଦରକାର  । ଖେଳରେ ଖେଳ ଜିତିବା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ବିଜୟ ମୁକୁଟ ଦେବ  । କିନ୍ତୁ ଖେଳ ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ଆଇକନ କରି ପ୍ରତିଷ୍ଠିତ  କରାଇବ  । ରାଜନୀତିରେ ମଧ୍ୟ ଏକା କଥା  । କ୍ଷମତା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ…

ରାଜ୍ୟସ୍ତରୀୟ ୨ୟ ଓଡଗାଁ କପ୍ ଫୁଟବଲ ଉଦ୍ଘାଟିତ :  ୩-୨ଗୋଲରେ ଉତ୍କଳ ସ୍ପୋର୍ଟିଂ ବିଜୟୀ

ଓଡ଼ଗାଁ: ( ଶ୍ରୀକାନ୍ତ କୁମାର ମିଶ୍ର ) ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଆଜି ଠାରୁ ୨ୟ ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଆରମ୍ଭ ହୋଇଛି । ଏହାକୁ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ କ୍ରୀଡା ପତାକା ଉତ୍ତୋଳନ  କରି ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ମ୍ୟାଚରେ ଗତଥର…

  ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଜା-ଆଈ ଓ ଜେଜେମା-ଜେଜେ ବାପା ସମିଳନୀ

ଓଡଗାଁ: ( ଶ୍ରୀକାନ୍ତ କୁମାର ମିଶ୍ର ) ଶିଶୁମାନଙ୍କର ବୃଦ୍ଧିରେ ଅଜା-ଆଈ ଓ ଜେଜେମା-ଜେଜେ ବାପାମାନଙ୍କର ଭୁମିକା କିଛି କମ ନୁହେଁ ।  ନାତି ନାତୁଣୀ ମାନଙ୍କ ପାଇଁ ସେମାନଙ୍କ ମନରେ ଏକ ଆବେଗ ଭରିରହିଥାଏ ।  ବାଲ୍ୟବସ୍ଥାରୁ ସେମାନଙ୍କୁ ଲାଳନ ପାଳନ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ…

ଦୁର୍ଘଟଣାରେ ଓଡଗାଁ କଲେଜର କର୍ମଚାରୀଙ୍କ ମୃତ୍ୟୁ

ଓଡଗାଁ( ଶ୍ରୀକାନ୍ତ କୁମାର ମିଶ୍ର ) ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ରବିନ୍ଦ୍ରନାଥ ରାଉତ(୫୭)ଙ୍କର ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟିଥିବାରୁ କଲେଜରେ କିଛି ସମୟ ପାଇଁ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକଙ୍କ ସହିତ ସମସ୍ତ…

ଲୁଲୁ ମହାପାତ୍ରଙ୍କର ୫୫ ତମ ଜୟନ୍ତୀ  ପାଳିତ

ଭୁବନେଶ୍ୱର  – ପୂର୍ବତନ ବିଧାୟକ, ଯୁବ ନେତତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କର ୫୫ତମ ଜନ୍ମ ଜୟନ୍ତୀ ଗୁରୁବାର ତା ୧୪.୨.୨୦୧୯ ରିଖ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମତି କମିଟି ପକ୍ଷରୁ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ…

ଜନପ୍ରତିନିଧି କେବଳ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି : ରାଜୁ ଘିବେଲା 

ଧୂମାଭଟା ଛକ ଠାରେ ହିସାବ ମାଗୁଛି ଜନତା କାର୍ଯ୍ୟକ୍ରମ ବରଗଡ଼/ନୀଳ ଦୀପ : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ନିଜର ସମର୍ଥକ ମାନଙ୍କୁ ନେଇ ନିଜ ନିଜ ନିର୍ବାଚନ ମଣ୍ଡଳିରେ ବିଭିନ୍ନ କର୍ମୀ ସମ୍ମିଳନୀ ତଥା ଜନସମ୍ପର୍କ ମାନ କରୁଛନ୍ତି  । ସେହିକ୍ରମରେ ପଦ୍ମପୁର…