ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ ଖାଇଲେ ଫାଇଲେରିଆ ଔଷଧ

ଭୁବନେଶ୍ୱର : ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଉ ବିଭାଗୀୟ ସଚିବ ଡ଼ ପ୍ରମୋଦ ମେହେର୍ଦ୍ଦା ଖାଇଲେ ଫାଇଲେରିଆ ରୋଗ ନିରାକରଣ ପାଇଁ ମେଡ଼ିସିନ | ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହୋଇଥବା ମାସ ଡ୍ରଗ ଆଡମିନିସ୍ଟ୍ରେଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱାସ୍ଥ୍ୟ କର୍ମୀ ମାନେ ଆଜି ମନ୍ତ୍ରୀ ଓ…

ବଲାଙ୍ଗୀର ମହିଳା ପତାଞ୍ଜଳି ଦ୍ଵାରା ଜଡ଼ିବୁଟି ଦିବସ ପାଳିତ

ବଲାଙ୍ଗୀର/ ନିରୋଜ ମିଶ୍ର : ଇତି ମଧ୍ୟରେ ମହିଳା ପତଂଜଳି ପକ୍ଷରୁ ଆୟୁର୍ବେଦାଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଅବସରରେ ପ୍ରକୃତି ସଂରକ୍ଷଣ ନିମନ୍ତେ  ବୃକ୍ଷ ରୋପଣ ଏବଂ ଔଷଧୀୟ ଜଡ଼ିବୁଟି ବିତରଣ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତି ପ୍ରଭାରୀ କୁମାରୀ ସୁଜାତା…

ଜୁନାଗଡରୁ ବାଇକ ଚୋରି ଘଟଣା, ଆଜି ଭବାନିପାଟଣାରେ ଧାରା ପଡିଲା ଚୋର

ଜୁନାଗଡ/ ଆଦିତ୍ୟ ପ୍ରସାଦ ମହାନ୍ତି  : ଗତ ତିନିଦିନ ତଳେ ଜୁନାଗଡ ସହରର ଭୁବନେଶ୍ବର ସାହୁଙ୍କ ପୁଅ ସୁଜିତଙ୍କ ପଲସର ବାଇକ ଚୋରି ହୋଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବୁଧବାର ଭବାନିପାଟଣା ପୁରୁଣାପଡାରେ ବାଇକ ଠାବ ହୋଇଥିଲା, ତେବ ବାଇକ ଛାଡି ଚୋର ଫେରାର ହୋଇଯାଇଥିଲା । ଆଜି…

ଧାନ ନିଅ , ନହେଲେ ଜୀବନ ହାରିବୁ

ମଣ୍ଡି ରେ ଧାନ ବିକ୍ରି କରିପାରିନଥିବା ଚାଷୀମାନଙ୍କ ଆତ୍ମହତ୍ୟା ଧମକ।  ଜୁନାଗଡ/ ଆଦିତ୍ୟ ପ୍ରସାଦ ମହାନ୍ତି : ଧାନସଂଗ୍ରହ ନାଁରେ ଚାଷୀଙ୍କ ଜୀବନ ସହ ଖେଳୁଛି ଯୋଗାଣ ବିଭାଗ | ଧାନ କିଣା ନହୋଇ ମଣ୍ଡିରେ ପଡି ରହିଥିବା ଯୋଗୁ ଚାଷୀଙ୍କ ଭିତରେ ଦେଖା ଦେଇଛି  ଅସନ୍ତୋଷ | ଆଉ ସରକାରଙ୍କ ଏଭଳି…

ବରଗଡ଼ ଜିଲ୍ଳାର ପାଞ୍ଚଟି ବ୍ଳକର ସମସ୍ତ ଗ୍ରାମକୁ ମହାନଦୀରୁ ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବ : ମନ୍ତ୍ରୀ…

ବରଗଡ଼ : ବରଗଡ଼ ଜିଲ୍ଳାର ପାଞ୍ଚଟି ବ୍ଳକର ସମସ୍ତ ଗ୍ରାମକୁ ମହାନଦୀରୁ ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବ । ଏହି ବ୍ଳକ ଗୁଡ଼ିକ ହେଲା ଅତାବିରା, ବରଗଡ଼, ବିଜେପୁର, ବରପାଲି ଓ ଗାଇସିଲେଟ । ହିରାକୁଦ ଜଳଭଣ୍ଡାର ଜିରୋ ପଏଂଟରୁ ଏହି ପ୍ରକଳ୍ପ ପାଇଁ ପାଣି ନିଆଯିବ । ଏଥିପାଇଁ ୮୦୦ କୋଟି…

ଦାୟିତ୍ୱବାହୀ ହେଲେ, ନିୟମିତ ଆଦେଶକୁ ଅପେକ୍ଷା

ମୁଖ୍ୟମନ୍ତ୍ରୀଙ୍କ “5-T” ମନ୍ତ୍ରକୁ ପୋଲିସ ବିଭାଗରେ ମଧ୍ୟ ପ୍ରୟୋଗ କରି କାର୍ଯ୍ୟକରିବେ କଟକ : ରାଜ୍ୟର ଦାୟିତ୍ୱବାହୀ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା । ନିୟମିତ ଡିଜି ଭାବେ ସେ ହିଁ ନିଯୁକ୍ତ ହେବେ ବୋଲି ଶୁଣା ଯାଉଥିଲେ ମଧ୍ୟ…

“ବିଜୟିନୀ” ପକ୍ଷରୁ ଜିଲ୍ଲାସ୍ତରୀୟ ଷ୍ଟେକ୍-ହୋଲ୍ଡ଼ର ମାନଙ୍କ ବୈଠକ

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ନିର୍ଯ୍ୟାତିତ, ନୀରାଶ୍ରୟ ଓ  ଅସହାୟ ମହିଳା ମାନଙ୍କୁ ସାହାଯ୍ୟ କରି ନ୍ୟାୟ ପ୍ରଦାନ କରିବା ସହ ସେମାନଙ୍କୁ ସମାଜରେ ଶାନ୍ତି ଓ ସମ୍ମାନର ସହ ବଞ୍ଚିବାକୁ ଦେବା ଦିଗରେ କାର୍ଯ୍ୟରତ ମହିଳା ସହାୟତା କେନ୍ଦ୍ର "ବିଜୟନୀ" ପକ୍ଷରୁ  ନାଓ ଏବଂ ମହିଳା…

ପେଟଫୁଲା ନଦୀରେ ଭାଷିଗଲେ ଜଣେ ଯୁବକ

 କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ଅଞ୍ଚଳରେ ଏକ ଅଘଟଣ ଘଟିଛି । ବନ୍ୟାଜଳ ପ୍ଲାବିତ ପେଟଫୁଲା ନଦୀରେ ଭାଷିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଜଣକ ହେଲେ ଥୁଆମୁଲ ରାମପୁର ବ୍ଲକ ଅଧିନସ୍ଥ କାଠକୁରା ଗ୍ରାମର ଲେଲି ମାଝୀଙ୍କ ପୁଅ ସନାତନ ମାଝୀ (୨୮) । ପ୍ରାପ୍ତ ସୂଚନା…

ଗଂଜେଇ ଚୋରା ଚାଲାଣ ବେଳେ : ଗଂଜେଇ ସହ ତିନି ଗିରଫ

ଗଞେଇ ଚୋରା ଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା- ରେବିଙ୍ଗିଆ ରାସ୍ତା ଗ୍ୟାସ୍ ଡିପୋ ନିକଟରେ ବାଲିଗୁଡା ପୋଲିସ୍ର ଚଢ଼ାଉ କରିଛି । ପୂର୍ବ ସୂଚନା ଅନୁଯାୟୀ ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ସହଯୋଗୀଙ୍କ ସହ ଅଚାନକ ଚଢ଼ାଉ କରିଛନ୍ତି । ଗୋଟିଏ…

ନିଖିଲ ସେବା ସଂଘ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ

ବଲାଙ୍ଗିର(ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ବଲାଙ୍ଗିର ନିଖିଲ ସେବା ସଂଘ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା  | ସ୍ଥାନୀୟ ରାଧାରାଣି ପଡା କୋଣାର୍କ ଟେଣ୍ଟ ସମ୍ନାରେ ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା  | ପ୍ରାୟ 2000 ଲୋକଙ୍କ ପାଇଁ ପ୍ରସାଦ ବଣ୍ଟନର…