ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ ।
ପଦ୍ମପୁର/ନିଳ ଦୀପ
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆଜି ପୂର୍ବାହ୍ନରେ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ପଦ୍ମପୁର ଉପଜିଲ୍ଲାପାଳ ଭାବେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଧର୍ମଗଡ଼ ତହସିଲଦାର ଭାବରେ କର୍ଯ୍ୟରତ ଥିଲେ । ଶ୍ରୀ ଦରୱାନ ବିଭାଗୀୟ ପଦୋନ୍ନତି ପାଇ…