ଆଠଗଡ଼ରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ : ଉମା-ରାଜାଙ୍କ ସହ ବିଜେପିରୁ କିଏ ?
ଓଡିଶା ରାଜନୀତିରେ ଅତ୍ୟନ୍ତ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ମାନଙ୍କ ମଧ୍ୟରେ କଟକ ଜିଲ୍ଲାର ଆଠଗଡ ନିର୍ବାଚନମଣ୍ଡଳୀ ଅନ୍ୟତମ | ଏଠି ଗତ କିଛି ନିର୍ବାଚନ ହେବ ଚାଲିଛି ରାଜା ଓରଫ ରାଜା ସ୍ବାଇଁ ଓରଫ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ରାଜୁତି | ଅବଶ୍ୟ ରାଜାଙ୍କ ଏକ ତରଫ ରାଜୁତି ପଛରେ…