ବଦଳିଲେ ୩ ବ୍ଲକ ବିଜେଡି ସଭାପତି
ଭୁବନେଶ୍ୱର : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକ ତିନିଜଣ ବ୍ଲକ ବିଜେଡି ସଭାପତି ନିଯୁକ୍ତି ଦେଇଛନ୍ତି | ସଭାପତିଙ୍କ ଅନୁମୋଦନ କ୍ରମେ ଭଞ୍ଜନଗର ବ୍ଲକ ସଭାପତି ଭାବେ ଆଡଭୋକେଟ ରାଜେନ୍ଦ୍ର ପ୍ରଧାନଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ କନ୍ଧମାଳ ଜିଲା କେ…