ନ୍ୟାୟମୂର୍ତ୍ତି ଅଜିତ ସିଂ ହେଲେ ନବଗଠିତ ଲୋକାୟୁକ୍ତର ପ୍ରଥମ ଅଧ୍ୟକ୍ଷ

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ)  : ସବୁ କଳ୍ପନା ଜଳ୍ପନାର  ଅବସାନ ଘଟାଇ  ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସିଂହଙ୍କୁ ରାଜ୍ୟରେ  ଲୋକାୟୁକ୍ତର ପ୍ରଥମ  ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି | ଲୋକାୟୁକ୍ତ ଚୟନ କମିଟିର ସୁପାରିଶ ଆଧାରରେ ରାଜ୍ୟପାଳ ପ୍ର ଗଣେସି ଲାଲ …

ବଲାଂଗୀର ରାଜେନ୍ଦ୍ର କଲେଜ ପାଇଲା ବିଶ୍ୱବିଦ୍ୟାଳୟ ମାନ୍ୟତା 

ବଲାଙ୍ଗୀର/ ନିରୋଜ ମିଶ୍ର : ଆଜି ବଲାଙ୍ଗିର ବାସିଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇଛି | 2014 ରୁ 2019 ଯାଏ ବିଶ୍ୱବିଦ୍ୟାଲୟ ମାନ୍ୟତା ପାଇ ସଂଗ୍ରାମ କରିଥିଲେ ଛାତ୍ର ଛାତ୍ରୀ ମାନେ ଶେଷରେ ଅନ୍ତଘଟିଲା | ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ମର୍ମରେ | …

ଦକ୍ଷତା ବିକାଶ ମନ୍ତ୍ରଣାଳୟର ନୂତନ କାର୍ଯ୍ୟାଳୟ କୌଶଳ ଭବନ ର ଭିତିପ୍ରସ୍ତର ସ୍ଥାପନ କଲେ ଉପରାଷ୍ଟ୍ରପତି

ରାମ ରାଜ୍ୟ-ଗ୍ରାମ ରାଜ୍ୟ ବିନା ସମ୍ଭବ ନୁହେଁ: ଭେଙ୍କେୟା ନାଇଡୁ ଏହି ଭବନ ନୂଆ ଭାରତର ପ୍ରତିଛବି ହେବ: ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର/ନୂଆଦିଲ୍ଲୀ- ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ନୂତନ କାର୍ଯ୍ୟାଳୟ ଭବନର ଶୁଭ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ରାମ…

“ଓଡ଼ିଶାରେ ରେଳବାଇକୁ ଧ୍ୱଂସ କରିବା ଚକ୍ରାନ୍ତ ଚାଲିଛି “

ବିରୋଧରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ଧାରଣା ଓ ବିକ୍ଷୋଭ ଭୁବନେଶ୍ୱର : ସାଉଥ୍‍ କୋଷ୍ଟ ରେଳବାଇ ଗଠନ ସହ ଏହାର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଣାରେ କରିବା ଏବଂ ୱାଲ୍‍ଟିୟର ଡିଭିଜନ୍‍କୁ ଏଥିରେ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ କେନ୍ଦ୍ର କରୁଥିବା…

ବିଜେଡିରେ ମିଶିଲେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ସହ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର :   ଆଜି ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପୂର୍ବତନ ସରପଞ୍ଚଙ୍କ ସମେତ ୧୦୦ରୁ ଉର୍ଧ୍ଵ  କଂଗ୍ରେସ ଓ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ…

ଏମିତି ବି ମରଣ ଡାକେ : ସନ୍ଦେହଘେରରେ ମହିଳାଙ୍କର ମୃତ୍ୟୁ 

ବରଗଡ(ଗୌରାଙ୍ଗ ଦାଶ) :- ଆଜି ଦୀପହରେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମର ଘନଶ୍ୟାମ ଦାସଙ୍କର ପତ୍ନୀ ଯଜ୍ଞସେନି ଦାସଙ୍କର ଶବ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଦେଖିବାକୁ ପାଇଁ ଘନଶ୍ୟାମ ଜଗଦଲପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କାରୀଙ୍କର ଅଭିଯୋଗ ମୁତାବକ ଆଜି ଦୀପହରେ…

ପୋଷ୍ଟ ନବ ଇଫେକ୍ଟ , ପଲିଟିକ୍ସ ଗୋଳିଆ 

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ କନଫ୍ୟୁଜନ : ବିଜେଡିରେ, ବିଜେପିରେ ବି  ଝାରସୁଗୁଡା(Bikram Mahapatra) : ଭୋଟ ଯେତିକି ପାଖେଇ ଆସୁଛି ଭୋଟରଙ୍କ ଭିତରେ ଦ୍ବନ୍ଦ୍ବ ସେତିକି ବଢୁଛି | ଆୟପଟେ ରାଜନୈତିକ ଦଳ ଭିତରେ ଅନ୍ତର୍ଦ୍ବନ୍ଦ୍ବ ପଦାକୁ ଆସୁଛି |  ଆଉ କଂଗ୍ରେସ ନେତା ନବ ଦାସ ବିଜେଡିରେ…

ଡ. ରମାକାନ୍ତ ରଥଙ୍କୁ  ‘ପ୍ରେମ ପୃଥିବୀ’ ସମ୍ମାନ

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ପ୍ରତିକା ଭଦ୍ରକରୁ ପ୍ରକାଶିତ ‘ପ୍ରେମ ପୃଥିବୀ’ ର ମର୍ଯ୍ୟାଦାବନ୍ତ ଷଷ୍ଠ ବାର୍ଷିକ ସାରସ୍ୱତ ସମ୍ମାନ ଚଳିତ ବର୍ଷ ଭାରତର ବିଶିଷ୍ଟ କବି, ଓଡ଼ିଶାର ପ୍ରାକ୍ତନ ମୁଖ୍ୟ ସଚିବ ତଥା କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ପ୍ରାକ୍ତନ ସଭାପତି ଡ.…

ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀ ; ୧୫ ହଜାର କୋଟି ଟଙ୍କାର ୩୫ଟି ପ୍ରକଳ୍ପ ଦେଲେ ଉପହାର !

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଚାନ୍ଦବାଲି ଦୁର୍ଗାପଡିଆ ଠାରେ ଏକ ବିଶାଳ କର୍ମୀ ସମାବେଶରେ ଯୋଗଦେଇଥିଲେ |  ଏହି ଅବସରରେ ୩୫ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିଥିଲ,  ଯାହାର ମୂଲ୍ୟ ୧୫ ଶହ କୋଟିରୁ ଅଧିକ ବୋଲି ଜଣା…

ପ୍ରଧାନମନ୍ତ୍ରୀଙ୍କ ଟ୍ରଫି ପୁରସ୍କାର ଉତ୍ସବରେ ଆରଏସପିକୁ  ସ୍ଵତନ୍ତ୍ର ପୁରସ୍କାର

   ପ୍ରଧାନମନ୍ତ୍ରୀଙ୍କ ଟ୍ରଫି ପୁରସ୍କାର ପ୍ରଦାନ ନିମନ୍ତେ ନୂଆଦିଲ୍ଲୀଠାରେ ମାର୍ଚ୍ଚ ୧ ତାରିଖରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ପୁରସ୍କାର ଉତ୍ସବରେ ମାନ୍ୟବର କେନ୍ଦ୍ର ଇସ୍ପାତ ମନ୍ତ୍ରୀ, ଚୌଧରୀ ବିରେନ୍ଦ୍ର ସିଂହ ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାକୁ ବବ୍ସ ୱାଗନ…