୨୦୧୯ ସିଂହାସନ ପାଇଁ ଦାବେଦାର କିଏ : ୩ ଟି ପ୍ରମୁଖ ଦଳ ମଧ୍ୟରେ ଅଙ୍କ କଷା କଷି

ନୂଆପଡ଼ା(ଅମିତ କୁମାର ପୁରୋହିତ ) ; ନୂଆପଡା ଜିଲ୍ଲାର ୭୧ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଦର ବ୍ଲକର ୩୧ଟି ପଂଚାୟତ ଓ କୋମନା ବ୍ଲକର ୩୨ଟି ପଂଚାୟତ ଏବଂ ଦୁଇଟି ଏନଏସି ନୂଆପଡ଼ା ଓ ଖରିଆରରୋଡ ରହିଛି । ଯାହାର ବର୍ତ୍ତମାନ ଭୋଟର ସଂଖ୍ୟା ୨,୨୪,୫୨ା  ସେଥି ମଧ୍ୟରୁ ପୁରୁଷ ଭୋଟର…

ବିଦ୍ୟାଳୟ ୫୩ ବର୍ଷ ପାଳିଲା  ପ୍ରଥମ ବାର୍ଷିକ ଉତ୍ସବ : ଅବ୍ୟବସ୍ଥା ଓ ଅସୁବିଧାକୁ ନେଇ ଅଭିଭାବକଙ୍କ ଅସନ୍ତୋଷ 

ନୂଆପଡା( ଅମିତ କୁମାର ପୁରୋହିତ) ନୂଆପଡା ଏନ.ଏସ.ସି ଅନ୍ତର୍ଗତ  ମହୁଆଭଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଉତ୍ସବରେ ଏନ.ଏସ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ମୁଖ୍ୟ ଅତିଥି. ଜିଲ୍ଲା କୋଷାଗାର ଅଧିକାରୀ…

ସହିଦ ପରିବାର ଓ ଅବସରପ୍ରାପ୍ତ ସୈନିକଙ୍କ ନିମନ୍ତେ ବିଜେପି ର ରାଷ୍ଟ୍ରୀୟ ସୁରକ୍ଷା ଦିବସ

ନୂଆପଡ଼ା(ଅମିତ କୁମାର ପୁରୋହିତ) ସହିଦ ପରିବାର ଓ ଅବସରପ୍ରାପ୍ତ ବୀର ସୈନିକଙ୍କ ସମ୍ମାନାର୍ଥେ ନୂଆପଡ଼ା  ଜିଲ୍ଲା ବିଜେପି  ପକ୍ଷରୁ ସ୍ଥାନୀୟ ଏନଏସସି  କଲ୍ୟାଣ ମଣ୍ଡପରେ  ରାଷ୍ଟ୍ରୀୟ ସୁରକ୍ଷା ଦିବସ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲାର ସହିଦ ପରିବାର ଓ ଅବସରପ୍ରାପ୍ତ ସୈନିକମାନଙ୍କୁ…

ବଡ଼ବିଲ ବିଜେଡି ତରଫରୁ ବିଜୁ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବଡ଼ବିଲ(ଚିତ୍ତ ରଞ୍ଜନ କର) : ମାର୍ଚ୍ଚ ୫ତାରିଖ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜନ୍ମବାର୍ଷିକୀ ପାଳନ ନିମନ୍ତେ ବଡ଼ବିଲ ପିଏଚଡ଼ି ସ୍ଥିତ ଶ୍ରୀ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଡ଼ବିଲ ବିଜେଡି ନଗର ସଭାପତି ପ୍ରଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

ଆଜି ମହାଶିବ ରାତ୍ରୀ, ଶୈବ ପୀଠମାନଙ୍କରେ ଭକ୍ତଙ୍କ ଭିଡ ।

କୋମନା (ଭାଗିରଥି ଭୋଇ)- ଆଜି ମହାଶିବ ରାତ୍ରୀ, ଓଁ ନମଃ ଶିବାୟ ଶବ୍ଦରେ ଗୁଞ୍ଜରିତ ହେଉଛି ପରିବେଶ । ଆଜିର ଦିନରେ ଶିବଙ୍କୁ ପୂଜାର୍ଚନା କଲେ ଜୀବନର ଦୁଃଖ କଷ୍ଟ ଦୁର ହେବା ସହ ମାନସିକ ପୂରଣ ହୁଏ ବୋଲି କହନ୍ତି ଶ୍ରଦ୍ଧାଳୁ । ନୂଆପଡା ଜିଲ୍ଲାର ବିଭିନ୍ନ ଶୈବ ପୀଠଗୁଡିକ ଚଳଚଞ୍ଚଲ ହୋଇ…

ଓଡ଼ିଶା ରାଜ୍ୟର ସ୍ଥିତି ଭଲ ନାହିଁ l ରାଜ୍ୟରେ ପରିବର୍ତ୍ତନ ଜରୁରି :କଟିଆର 

ରେଢ଼ାଖୋଲରେ ବିଜେପିର ବିଜୟ ସଂକଳ୍ପ ସମାବେଶ ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ଓଡ଼ିଶା ରାଜ୍ୟର ସ୍ଥିତି ଭଲ ନାହିଁ l ରାଜ୍ୟରେ ପରିବର୍ତ୍ତନ ଜରୁରି ବୋଲି ରେଢ଼ାଖୋଲ କଦମ୍ବ ପଡ଼ିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ସଂପାଦକ ତଥା ରାଜ୍ୟ ସଭା…

ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ, ପାରଳାଖେମୁଣ୍ଡି ସ୍ତିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସମ୍ମିଳନୀର ସଭାପତି ଗୌରଚନ୍ଦ୍ର ପଣ୍ଡାଙ୍କ…

“ନୀରଭ ମୋଦିଙ୍କ ଶିଳ୍ପ ପାଇଁ ଜାଗା ମିଳୁଛି ମାତ୍ର ପାଇକ ବିଦ୍ରୋହ ସ୍ମାରକୀ ପାଇଁ ନାହିଁ !!”

ରାଜ୍ୟରେ ଓବିସି ବର୍ଗକୁ ସଂରକ୍ଷଣର ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଇଛି - ଧର୍ମେନ୍ଦ୍ର ପ୍ରଧାନ  କାଳିଆ ଯୋଜନାରେ ଛାତ୍ରବୃତ୍ତି ଭେଳିକି, ଓବିସି ସଂରକ୍ଷଣର ବ୍ୟବସ୍ଥା ଲାଗୁ ନହେବା ଅନ୍ୟାୟ  ରାଜ୍ୟ ସରକାରର ଅନ୍ୟାୟ ବିରୋଧରେ ରାଜ୍ୟର ବୁଦ୍ଧିଜୀବୀ ମୁହଁ ଖୋଲିବାକୁ ଆହ୍ୱାନ କଟକ…

ପୂର୍ବତଟ ରେଳବାଇକୁ ଶ୍ରୀହୀନ କରିବାକୁ କେନ୍ଦ୍ର ଚକ୍ରାନ୍ତର ଦୃଢ଼ ଜବାବ ଦେଲା ବିଜେଡି

ଭୁବନେଶ୍ୱରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ବିଜୁ ଯୁବ-ଛାତ୍ର ଜନତା ଦଳର ବିରୋଧ ଭୁବନେଶ୍ୱର(SPB): ସାଉଥ୍‍ କୋଷ୍ଟ ରେଳବାଇ ଗଠନ ସହ ଏହାର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଣାରେ କରିବା ଏବଂ ୱାଲ୍‍ଟିୟର ଡିଭିଜନ୍‍କୁ ଏଥିରେ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇକୁ ଧ୍ୱସ୍ତବିଧ୍ୱସ୍ତ…