ମୋଦିଙ୍କ ଯୋଜନା ସମାଜର ଗରିବଙ୍କ ପାଇଁ ସୁରକ୍ଷା କବଚ ହେବ – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନ ଧନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
• ଓଡିଶା ଭଳି ରାଜ୍ୟରେ ୨ କୋଟି ଲୋକ ଏହି ଯୋଜନାରେ ଲାଭ ପାଇବେ
• ଭାରତବର୍ଷର ଅସଂଗଠିତ କ୍ଷେତ୍ରର ୪୨ କୋଟି ଲୋକଙ୍କ ଚିନ୍ତା ଦୂର ହୋଇଛି
• ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଶ୍ରମିକ ବର୍ଗର ଏହି…