ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନା ଉପରେ ସଚେତନତା ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ): ପାରଳାଖେମୁଣ୍ଡି ସ୍ଥିତ ସାଏଲାମ କଲ୍ୟାଣ ମଣ୍ଡପ ସାମନାରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନା ଉପରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସମେତ ଯୋଜନାର ଉଦ୍ଘାଟନର ସିଧାପ୍ରସାରଣ ପ୍ରଦର୍ଶନ…