ଗଜପତି ଜିଲ୍ଲା ଆଇନ ସେବା ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହ ଠାରେ ଜିଲ୍ଲା ଆଇନ-ସେବା ପ୍ରାଧିକରଣ ପକ୍ଷରୁ ଜିଲା ସ୍ତରୀୟ ପ୍ରତିଯୋଗିତା କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ୟ୍ଯକ୍ରମକୁ ପ୍ରାଧିକରଣର ଅଧ୍ୟକ୍ଷା ତଥା…