ବସ ଚଢ଼ିଗଲା, ଚାଲିଗଲା ପ୍ରାଣ

0 2

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ଗଡ଼ ବ୍ଲକ  ଏନ ଏଚ ଛବିଶ ମଥୁରା ନିକଟରେ କପିଳାସ ନାମକ ଏକ ଘରୋଇ ବସ ଜୟ ପାଟନା ରୁ ବଲାଙ୍ଗିର ଅଭିମୁଖେ ଯାଉ ଥିବା ବେଳେ ସେହି ଗ୍ରାମ ର ବିଶି କେତନ ବଗର୍ତ୍ତୀ ଙ୍କ ପୁଅ ଧର୍ମାନନ୍ଦ ବଗର୍ତ୍ତୀ (13)ଚଢି ଯିବାଫଳରେ ଘଟଣା ସ୍ଥଳରେ ହିଁ ଧର୍ମାନନ୍ଦ ଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଗ୍ରାମ ବାସୀ ଏନ୍ ଚ ଛବିସ୍ ରାଜ ରାସ୍ତା କୁ ଅବରୋଧ କରି ଥିଲେ ଏବଂ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇ ଥିଲା ।

Leave A Reply

Your email address will not be published.