ତୃତୀୟ ଦିବସରେ କୃପାଳୁ ଶିଶୁ ସାହିତ୍ୟ ଆସର ଶୀର୍ଷକ “ନୂଆଁଖାଇ”କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ପବିତ୍ର ଶ୍ରୀ ଗଣେଶ ପୁଜା ଅବସରରେ ଆୟୋଜିତ '"ଜାଗରଣ" ଅଭିଯାନର ତୃତୀୟ ଦିବସରେ କୃପାଳୁ ଶିଶୁ ସାହିତ୍ୟ ଆସର ସମ୍ପର୍କିତ "ନୂଆଁଖାଇ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମକୁ …