ଆଗରୁ ଗୋପନରେ କରୁଥିଲେ, ଏବେ ଓପନରେ କରିବେ |

 ଗୋପବନ୍ଧୁ ହେଲେ ନବୀନଙ୍କ ରାଜନୈତିକ ସଚିବ  ନବୀନ ନିବାସରେ ମିଶ୍ରଣ ହେଉ ବା ସାକ୍ଷାତ, ଗତ କିଛି ଦିନ ହେବ ନବୀନ ବାବୁଙ୍କ ପାଖେ ପାଖେ ଦେଖା ଯାଉଥିବା ପରିଚିତ ଚେହେରା ତଥା ଏକଦା ତୃତୀୟ ମହଲାର ପ୍ରଭାବଶାଳୀ ଅଧିକାରୀ ଡ଼ ଗୋପବନ୍ଧୁ ଦାଶଙ୍କୁ ମିଳିଛି ଗୁରୁତ୍ୱପୂର୍ଣ ବିଧିବଦ୍ଧ ନିଯୁକ୍ତି |…

ବିଜେଡିରେ ବିଜେପି ପ୍ରାର୍ଥୀ ସୁଷମାରାଣୀ 

ଭୁବନେଶ୍ୱର: ବାଲେଶ୍ୱର  ସାଂସଦ ଶ୍ରୀ ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁଷମାରାଣୀ ବିଶ୍ୱାଳ ବିଜେପି ଛାଡ଼ି ନବୀନ…

ଚିନ୍ତାରେ ଏବେ ରାଜ : ଏପଟେ ବାଘ…ସେପଟେ ଖାଇ, କଣ କରିବେ ବୁଦ୍ଧିବାଟ ଦେଖାଯାଉନାହିଁ 

 ଫେରିଲେ ଜିତୁ, ବେଗୁନିଆ ମୁହାଁ ହେବେ ରାଜୁ  ଭୁବନେଶ୍ୱର,:  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଶ୍ରୀ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ନବୀନ ନିବାସରେ…

ବେଆଇନ ଭାବେ ଚାଲିଛି ଇଟାଭାଟି : ପରିବେଶ ପ୍ରଦୂଷିତ  ଓ ପ୍ରଶାସନ ନୀରବ !

ଓଡଗାଁ,(ଶ୍ରୀକାନ୍ତ ମିଶ୍ର)  : ସ୍ଥାନୀୟ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ଇଟାଭାଟି ଯୋଗୁ ଭାଟିରୁ ନିର୍ଗତ ଧୁଆଁରେ ନିକଟବର୍ତି ଅଂଚଳବାସୀ ପ୍ରଭାବିତ ହେଉଥିବା ବେଳେ ସରକାର ହଜାର ହଜାର ଟଙ୍କାର ରାଜସ୍ୱ ହରାଉଥିବା ଜଣାଯାଇଛି । ଏହି ବେଆଇନ ଭାବେ ଚାଲିଥିବା ଇଟାଭାଟି…

ବିଜୁ ଯୁବ-ଛାତ୍ର ଜନତା ଦଳର ‘ହକ୍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଆଗାମୀ ଦିନରେ ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଅଭିଯାନକୁ ତୀବ୍ରତର କରାଯିବ ଭୁବନେଶ୍ୱର: ସେପଟେ ବିଜେପି ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରୁଥିବା ବେଳେ ବିଜୁ ଜନତା ଦଳର ଯୁବଛାତ୍ର ସଂଗଠନ ଓଡିଶା ପ୍ରତି କେନ୍ଦ୍ରର ବିଜେପି…

ଇଭିଏମ ଏବଂ ଭିଭିପିଏଟି ସଚେତନ କାର୍ଯ୍ୟକ୍ରମ

ନୂଆପଡ଼ା(ଅମିତ ପୁରୋହିତ) ; ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମତଦାନକୁ ସ୍ୱଚ୍ଚ ଏବଂ ନିର୍ମଳ କରିବା ସକାଶେ ନିର୍ବାଚନ କମିଶନରଙ୍କ  ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲାରେ ୫ଟି ବ୍ଲକ ସମେତ ଜିଲ୍ଲାସ୍ତରୀୟ  ଇଭିଏମ ଏବଂ ଭିଭିପିଏଟି ରେ ନମୁନା ପ୍ରଦର୍ଶନ…

ମିଶନ ୧୨୦/୨୧ ଲକ୍ଷ୍ୟରେ ବିଜେପିର ବିଜୟ ସଂକଳ୍ପ ଯାତ୍ରା

ନୂଆପଡ଼ା(ଅମିତ ପୁରୋହିତ ) ; ମିଶନ ବିଧାନ ସଭା ୧୨୦ ଏବଂ ଲୋକସଭା ୨୧ ହାସଲ କରିବାକୁ ଲକ୍ଷ୍ୟ ନେଇ ବିଜେପି  ତାର ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ସୋମବାର ଠାରୁ ଏହା ନୂଆପଡା ଜିଲ୍ଲାରୁ ଆରମ୍ଭ ହୋଇଥିବା ଅଭିଯାନ  ରାଜ୍ୟରେ ଅନ୍ୟୁନ  ୬୦୦୦ ଗ୍ରାମପଚାଂୟତରେ ଥିବା ଶକ୍ତି…

ଖୋଦ ସହରରୁ ରାସ୍ତା ଚୋରି, ଗାଁ କଥା କହିବା କଣ 

ବିରାଟ ସରକାରୀ ଫଳକ ଅଛି, ହେଲେ ରାସ୍ତାଟି ସେଠୁ କୁଆଡେ ଗାଏବ ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ପୈାରପାଳିକାର ୨୯ ନଂ ୱାର୍ଡ ରୁ ରାସ୍ତା ଚୋରି ହୋଇଯାଇଛି  । ବିରାଟ ସରକାରୀ ଫଳକ ଅଛି, ହେଲେ ରାସ୍ତାଟି ସେଠୁ କୁଆଡେ ଗାଏବ |  ଲୋକେ ରାସ୍ତା ଖୋଜି ଖୋଜି ନୟାନ୍ତ ।  ଆଜି ସକାଳୁ ହଟାତ୍…

କି ଦୁଖଦ : ଜୀବନ କଣ ଜାଣିବା ଆଗରୁ ସରିଗଲା ଦୁଇ କଅଁଳ ଜୀବନ 

ରାଇରଙ୍ଗପୁର-ଜୀବନ କଣ ଜାଣିବା ଆଗରୁ ଆଖି ବୁଜିଦେଲେ କୋମଳମତି ଶିଶୁ |  କିଏ ଭାବିଥିଲା ଠିକାଦାରର ଦାୟିତ୍ବହୀନତା କାହାର ଜୀବନ ନେବ | ଖେଳରେ ଖେଳରେ କୌଣସି ନିଷ୍ପାପ ଜୀବନ ଚାଲିଯିବ  |  http://www.youtube.com/watch?v=YC_foG1aTlA  ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…

କୃଷୀ ବୀମା ପ୍ରଦାନରେ ବୀମା କମ୍ପାନିର ଅବହେଳା ଭୋଟ ବର୍ଜନ କରିବେ ଚାଷୀ

ନୂଆପଡ଼ା(ଅମିତ ପୁରୋହିତ) ; ସରକାରଙ୍କର କୃଷି ବୀମା ଘୋଷଣା ପରେ ଚାଷୀମାନେ କିଛିଟା ସାନ୍ତ୍ୱନା ପାଇଥିଲେ । ହେଲେ ବୀମା କମ୍ପାନୀର ଅବହେଳା ଯୋଗୁ ଚାଷୀମାନେ ଏଥିରୁ ସୁଫଳ ପାଉ ନ ଥିବା ଅଭିଯୋଗ ହେଉଛି । ଗତ ୨୦୧୬-୧୭ କୃଷି ବର୍ଷର ବୀମା ଟଙ୍କା ଆଜିଯାଏଁ ଚାଷୀଙ୍କୁ ମିଳି ନ ଥିବା ଅଭିଯୋଗ…