କଟରା ଦୁରୁଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ :ଭୌତିକ କାରଣ ସନ୍ଦେହ 

ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କଟରା ପଞ୍ଚାୟତ ସ୍ଥିତ ଦୁରୁଦା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।ସୂଚନାନୁଯାୟୀ ଦୁରୁଦା ଗ୍ରାମରେ ଶୁକ୍ରବାର ଦିନ ୧୧ଟା ସମୟରେ କୌଣସି କାରଣରୁ ଆକସ୍ମିକ…

ପ୍ରକାଶ ଙ୍କ ବିଜେପିରେ ଯୋଗଦାନ ଓଡିଶା ରାଜନୀତିକୁ ପ୍ରଭାବିତ କରିବ – ଧର୍ମେନ୍ଦ୍ର

ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ  ଓଡିଶା ବିଜେପିକୁ ବଡ କରିବାରେ ସକ୍ରିୟ ଭୂମିକା ଏହି ଯୁବନେତାଙ୍କ ରହିବ ନୂଆଦିଲ୍ଲୀ/ଭୁବନେଶ୍ୱର, - ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ବିଜେପିରେଯୋଗଦାନ ଓଡିଶା ରାଜନୀତିକୁ ପ୍ରଭାବିତ କରିବ । ଏହାସହ କେନ୍ଦ୍ରାପଡା ଲୋକସଭା…

କାନ୍ଥ ଭୁଶୁଡି କିଛି ଅଘଟଣ ହେଲେ କାହାର ବା କି ଯାଏ !!!!!

 ଅସୁରକ୍ଷିତ କୋଠରୀରେ ଚାଲିଛି ପାଠ ପଢା ,ଦେଶର ଭବିଷ୍ୟତଙ୍କ ସହ ଏ କି ପ୍ରକାର ନୀତି ??? ପଦ୍ମପୁର(ଶାସକ ପ୍ରଶାସକ) - ସଭିଏ ପଢିବେ ସଭିଏ ବଢିବେ ନାରାସହ ସରକାର ଶିକ୍ଷାକୁ ଆଗାଉଛନ୍ତି ଏବଂ ଆଦର୍ଶ ବିଦ୍ୟାଳୟ ପରି ସ୍କୁଲ  ନିର୍ମାଣ କରି ବେସରକାରୀ ସ୍କୁଲ ସହିତ ନିଯ ଶିକ୍ଷାବ୍ୟବସ୍ଥାକୁ…

ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନୂତନ ସମୀକରଣ 

 ବଡ଼ବିଲ ମ୍ୟୁନିସିପାଲିଟିର ପୂର୍ବତନ ଭାଇସ ଚେୟାରମ୍ୟାନ  ଲାଲଟୁ ମହାନ୍ତ ଓ ୬ ପୂର୍ବତନ କାଉନସିଲର  ବିଜେଡିରେ ମିଶିଲେ  ବଡ଼ବିଲ (ଚିତ୍ତରଞ୍ଜନ କର) : କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। କୁଶ ଆପଟଙ୍କ ବିଜେଡିକୁ ଘର ବାହୁଡା ପରେ ଆଜି…

କୁସୁମଙ୍କ ଇସ୍ତଫା ବ୍ୟକ୍ତିଗତ କାରଣ ନୁହେଁ , ଖୋଲା ବିଦ୍ରୋହ 

   ବିଜେପି ସହ ଯୋଗାଯୋଗ ପାଇଁ  ସ୍ୱାମୀ ଅଜୟ ପଟେଲ ଦିଲ୍ଲୀରେ ! ସୁନ୍ଦରଗଡ ( ହୋରାଚାନ୍ଦ ଦେଉରିଆ) କିଛି ଦିନ ତଳେ ସୁନ୍ଦରଗଡ ସ୍ୱତନ୍ତ୍ର ଆଦବାସୀ ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ନିଯୁକ୍ତ ହୋଇଥିବା ସୁନ୍ଦରଗଡର ଟାଣୁଆ  ବିଜେଡି ନେତ୍ରୀ  କୁସୁମ ଟେଟେ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି |…

ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  ଭୁବନେଶ୍ୱର : ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ଦଳର ଜଣେ ଆଗଧାଡିର ନେତା ଏହି ସୂଚନା ଦେଇଛନ୍ତି | ହେଲେ ପଶ୍ଚିମ ଓଡ଼ିଶାର କେଉଁ ଜିଲ୍ଲା ଆଉ କେଉଁ ନିର୍ବାଚନମଣ୍ଡଳୀରୁ ଲଢ଼ିବେ ସେ କଥା ଚୂଡାନ୍ତ ହୋଇଥିଲେ ମଧ୍ୟ ତାହା ଗୋପନ ରଖାଯାଇଛି । କେଉଁ…

ଜିଲ୍ଲା ସ୍ତରୀୟ ବିଶ୍ୱ କଳାମୋତିଆ ସପ୍ତାହ – ୨୦୧୯ ଅନୁଷ୍ଠିତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷଠାରେ  ଆଜି ସ୍ୱାସ୍ଥ୍ୟ ସମିତିର ଜାତୀୟ ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମ ପକ୍ଷରୁ ବିଶ୍ୱକଳା ମୋତିଆ ସପ୍ତାହ ୨୦୧୯ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସଚେତନତା ସଭା…

“ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଗଜପତି ପ୍ରଶାସନ ପ୍ରସ୍ତୁତ”

 ନିର୍ବାଚନୀ ଖର୍ଚ୍ଚ ମନଟରିଂ ଏବଂ ଆଦର୍ଶ ଆଚରଣ ବିଦ୍ଧି ଆଇନ କାର୍ଯ୍ୟକାରି ଦଳ ଗଠନ ଓ କାର୍ଯ୍ୟକ୍ଷମ ଉପରେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନ ଗଜପତି ଜିଲ୍ଲାରେ ଅବାଧ  ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ…

ସରପଞ୍ଚ ଓ ସମିତି ସଭ୍ୟଙ୍କ ସ୍ମୃତିରେ ନିଶୁଲ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ 

ନୂଆପଡା.(ଅମିତ ପୁରୋହିତ); ନୂଆପଡା ବ୍ଲକ ଅନ୍ତର୍ଗତ ସାରାବଙ୍ଗ ପଂଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ନିଶୁଲ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ  ହୋଇଯାଇଛି । ଏହି ଶିବିରଟି ପୁର୍ବତନ ସରପଂଚ ୰ ଦୁଃଖଲାଲ ରାଉତ ଏବଂ ପୂର୍ବତନ ସମିତି ସଭ୍ୟ ୰ ମହେନ୍ଦ୍ରଲାଲ…

ଶଙ୍ଖ ଧରିଲେ ରଘୁନାଥ ଗମାଙ୍ଗ, ଚର୍ଚ୍ଚାରେ ସାନ ଗୌଡ଼।

ଗୁଣପୁରରୁ ସିଦ୍ଧାର୍ଥ ଦାଶ - ବିଜେଡ଼ି ରେ ଯୋଗ ଦେଲେ ରଘୁନାଥ ଗମାଙ୍ଗ ଚର୍ଚ୍ଚା ରେ ଶିବ ଗୌଡ଼ ଓର୍ ଅଫ ସାନ ଗୌଡ଼।ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ପଦରୁ ଇସ୍ତଫା ଦେଇ ରଘୁନାଥ ଗମାଙ୍ଗ ବିଜେଡ଼ିରେ ଯୋଗ ଦେବାପରେ ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରାଜନୀତି ସରଗରମ୍ ହୋଇ ପଡ଼ିଛି।…