ଜୁଆ ଆଡ୍ଡା ଉପରେ ଚଢଉ ,୩ ଗିରଫ
ନୂଆପଡା(ଅମିତ ପୁରୋହିତ) ; ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୭ କି.ମି ଦୂର ରେ ଥିବା କୋଟେନଚୁଆଁ ଜଙ୍ଗଲରେ ଗତ କାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ହଠାତ ନୂଆପଡା ପୋଲିସ ଚଢଉ କରି ୩ ଜଣକୁ ଗିରଫ କରିଛି । ସୂଚନା ମୁତାବକ ନୂଆପଡା ଏସ୍.ପି ଡ. ସ୍ମିତ.ପି.ପରମାରଙ୍କ ନିର୍ଦ୍ଦେଶ କ୍ରମେ…