ଭିଜିଲାନ୍ସ ଖାପଚରେ ଲାଞ୍ଚୁଆ ଲେଡି ଆରଆଇ 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) ଆଜି ଭିଜିଲାନ୍ସ ଜାଲରେ ପୁଣି ଛନ୍ଦି ହୋଇଛନ୍ତି ଜଣେ ଲେଡି ଆରଆଇ |  ଲାଞ୍ଚୁଆ ଆରଆଇ ଜଣେ ଲୋକଙ୍କ ଠାରୁ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରେଡ଼ ହ୍ୟାଣ୍ଡ ଧରିଛନ୍ତି | ଅଭିଯୁକ୍ତ ଆରଆଇଙ୍କ ନାମ ମାନସୀ ସାହୁ | ସେ…

ଭଦ୍ରାସାହିରୁ ଚୋରି ହୋଇଥିବା ହାଇଭା ଟ୍ରକ  ଝାଡଖଣ୍ଡରୁ ଜବତ: ଡ୍ରାଇଭର ସମେତ ୩ ଗିରଫ 

ବଡ଼ବିଲ(ଚିତ୍ତରଞ୍ଜନ କର): ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଅଞ୍ଚଳରୁ ଚୋରି ହୋଇଥିବା ଏକ ହାଇଭା ଟ୍ରକ ଝାଡ଼ଖଣ୍ଡର ରାଜନଗର ନିକଟରୁ ଜବତ ହୋଇଥିବାର ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଭଦ୍ରାସାହି ନିବାସୀ ଏମ ଡି ମୁସ୍ତାଫା ଗତ ୨୬ ତାରିଖ ମଧ୍ୟରାତ୍ରରେ ତାଙ୍କର ଓଡ଼ି୦୯ସି ୯୦୬୨ ନଂ…

 ଛବି ବର୍ଦ୍ଧନ ହତ୍ୟାକାରୀକୁ ପଠାଯିବ ନୟାଗଡ ଜେଲ୍, ନୟାଗଡର ମହିଷାସୁରକୁ ବଧ ପାଇଁ ଆସୁଛନ୍ତି ଦୁର୍ଗା : ଧର୍ମେନ୍ଦ୍ର 

ନୟାଗଡରେ ବିଜେପି ସଂକଳ୍ପ ସଭାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ନୟାଗଡ/ବିଶ୍ୱଜିତ ନାୟକ  – ୨୦୧୭ ନଭେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ସିବିଆଇ ଜେରା କରିଛି ବୋଲି କୋର୍ଟ ମାମଲାରୁ ଜାଣିବାକୁ ମିଳିଛି । ନବୀନ ବାବୁ ସତରେ ଯଦି ସ୍ୱଚ୍ଛ ତାଙ୍କୁ ସିବିଆଇ ଜେରା କରିଛି କି…

ବିଦ୍ୟୁତ ବିଭାଗର ଦାୟିତ୍ବହୀନତା :  ଝୁଲି ରହିଥିବା ବିଦ୍ୟୁତ ତାର ନେଲା ଯୁବକଙ୍କ ପ୍ରାଣ 

ବରଗଡ଼ : ଭେଡେନ ବ୍ଲକ ଚିଚିଣ୍ଡା ଓ ମହାକୁର ଟିକ୍ରା କ୍ଷେତ ଭିତରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଅଛି | ମୃତକ ଜଣକ ଚିଚିଣ୍ଡା ଗ୍ରାମର ସୁଦାମ ପାଣ୍ଢେ(୩୦) | ପ୍ରାପ୍ତ ସୁଚନା ଅନୁସାରେ ଚିଚିଣ୍ଡା ଗ୍ରାମର ନିତ୍ୟା ପାଣ୍ଢେଙ୍କ ଅବିବାହିତ ପୁଅ ସୁଦାମ…

 କଂଗ୍ରେସକୁ ବାଏ ବାଏ କଲେ କାର୍ଯ୍ୟକାରୀ ସଭାପତି 

ଇ ମେଲରେ ପିସିସି ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା  ବରଗଡ :- ଆଜି ବରଗଡ ଜିଲ୍ଲା କଂଗ୍ରେସ କମିଟିର କାର୍ଯକାରୀ ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ନିଜ ପଦ ଓ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ସୁଚନା ରହିଛି । କଂଗ୍ରେସ ର ରାଜ୍ୟ ମୁଖିଆ ଙ୍କର ନିକଟକୁ ସେ ତାଙ୍କର ଇସ୍ତଫା…

ମୋ ସ୍ତ୍ରୀଙ୍କୁ ଦୟାକରି  ଫେରାଇ  ଆଣ

 ଦାଦନ ଖଟିବାକୁଯାଇ ବନ୍ଧା ପଡିଯାଇଛନ୍ତି ମହିଳା ଶ୍ରମିକ               ଗାଇସିଲେଟ/କେଦାର ନାଥ ସାହୁ : ଗରିବଙ୍କ ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଥିବା ବେଳେ ଏହାର ସୁଫଳ ଅନେକ ଲୋକଙ୍କ ପାଲହରେ ଅପହଞ୍ଚ | ଲୋକ  ପେଟପାଟଣା ପାଇଁ ଏବେ ବୁଇ ଦାଦନ ଖଟିବାକୁ ଯାଇ ଅକଥନୀୟ…

 ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ  ପତ୍ର ଯାଞ୍ଚ ଶେଷ

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଜି ପ୍ରାର୍ଥୀ  ପତ୍ର ଯାଞ୍ଚ ଶେଷ ହୋଇଛି, ସଦର ଉପଜିଲ୍ଲାପାଳ ତଥା ସୁନ୍ଦରଗଡ଼ ଓ ତଲସରା ମଣ୍ଡଳୀର ରିଟର୍ଣ୍ଣିଙ୍ଗ  ଅଫିସରଙ୍କ କାର୍ଯ୍ୟାଳୟରେ ଆଜି ପ୍ରାଥୀ ପତ୍ର…

ପାକିସ୍ତାନର ହିନ୍ଦୁଙ୍କୁ ଭାରତ ଫେରାଇ ଅଣାଯାଉ

ପ୍ରଧାନମନ୍ତ୍ରୀଙ୍କୁ ଭିଏଚପି ନେତାଙ୍କ ପତ୍ର ରାଉରକେଲା/Horachand Deuria - ପାକିସ୍ତାନରେ ହୋଲିର ଦିନକ ପୁର୍ବରୁ ଦୁଇ ନାବାଳିକା ହିନ୍ଦୁ ଝିଅ ରବିନା(୧୩) ଓ ରୀନା(୧୫) ଙ୍କୁ ଅପହରଣ କରାଯିବା ପରେ ବଳପୂର୍ବକ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଇବା ସହିତ ସେମାନଙ୍କୁ ବିବାହ କରାଇବା ଘଟଣା…

ବିଜୁ ଜନତା ଦଳରୁ ମୁହଁ ଫେରାଇବେ ପ୍ରମୋଦ !!!

କେନ୍ଦ୍ରାପଡା : ଟିକଟ ବଣ୍ଟନ ପରେ ସବୁ ଦଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବିଜୁ ଜନତା ଦଳରେ ଏହା ବି ଜୋର ଧରିଲାଣି | ବିଭିନ୍ନ ଜାଗାରେ ଦଳୀୟ ଅସନ୍ତୁଷ୍ଟ ମାନେ ବିଦ୍ରୋହୀ ଭାବେ ଅବତୀର୍ଣ ହେଉଥିବା ବେଳେ ଏବେ ସମ୍ବେଦନଶୀଳ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଅସନ୍ତୋଷର ପଦଧ୍ୱନି ଶୁଣିବାକୁ…

ଜଗତ୍‍ସିଂହପୁରରୁ ରାଜଶ୍ରୀ, କେନ୍ଦ୍ରାପଡାରୁ ଅନୁଭବ, ମୟୁରଭଞ୍ଜରୁ ଦେବାଶିଷ

ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି | ଜଗତ୍‍ସିଂହପୁରରୁ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି | ଭୁବନେଶ୍ୱରରୁ ଅରୁପ ପଟ୍ଟନାୟକ, କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି, ଯାଜପୁରରୁ ସସ୍ମିତା ସେଠୀ, ସମ୍ବଲପୁରରୁ ନଳିନୀ କାନ୍ତ ପ୍ରଧାନ, ବାଲେଶ୍ୱରରୁ…