ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ବାରିପଦା (ଅରବିନ୍ଦ ଦାସ)- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଡ଼ଃ. ଭି. ସୁଜାତା ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ରବୀନ୍ଦ୍ର ବିନ୍ଧାଣି(୪୪) ଓ ରବୀନ୍ଦ୍ରର ପୁତୁରା ତଥା ଲକ୍ଷ୍ମୀଧର ବିନ୍ଧାଣିଙ୍କ ପୁଅ…

ବଲାତ୍କାରୀ ପ୍ରତି ପୋଲିସର ଏତେ ଦରଦ କିଆଁ  

ଅଭିଯୁକ୍ତ ଗିରଫ ନହେଲେ କାଲିଠାରୁ ଥାନାରେ ଦେବେ ଧାରଣା  ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା  ଫାଣ୍ଡି ଅନ୍ତର୍ଗତ ଏରିଆର ଏକ କଲୋନୀରେ  ଜଣେ ଆଦିବାସୀ ଝିଅକୁ  ଗାନ ବଳାତ୍କାର  ହୋଇଛି। ଅନ୍ୟ ପକ୍ଷରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ଟାଳଟୁଳ ନୀତି…

ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ 

ରାୟଗଡା (ସରୋଜ ସାହୁ)  – ରାୟଗଡା ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଶାସ୍ତ୍ରୀନଗର ରାଜମାର୍ଗ ପାଶ୍ୱର୍ରେ ଅବସ୍ଥାପିତ ପ୍ରତିମୂର୍ତିରେ ସକାଳ ୭.୦୦ ଘଟିକା ସମୟରେ ସାମୁହିକ ମାଲ୍ୟାର୍ପଣ  କରାଯାଇଥିଲା ।  ଏହି ଅବସରରେ ମୁଖ୍ୟ ଅତିଥି ଭାବେ…

ନିର୍ବାଚନ ପାଇଁ ସାଧାରଣ, ଖର୍ଚ୍ଚ ତଦାରଖ ଓ ଆଇନ ଶୃଙ୍ଖଳା ପର୍ଯ୍ୟବେକ୍ଷକ ନିଯୁକ୍ତ

ଯାଜପୁର,(ଜୟଶଙ୍କର ଦାଶ)ଯାଜପୁର ଜିଲ୍ଲାର  ଗୋଟିଏ ଲୋକସଭା ଓ ୭ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାରତର ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଚ୍ଥି ।  ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓ ଆଇନ ଶୃଙ୍ଖଳା ପର୍ଯ୍ୟବେକ୍ଷକ…

ଉପଲଡାରେ ଭାଜପାର ମିଶ୍ରଣ ପର୍ବ : ବହୁ କଂଗ୍ରେସ କର୍ମୀ ଯୋଗ ଦେଲେ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ମାନେ ଯୋଗଦେଇଛନ୍ତି । ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ…

 ମୋହନା ପୋଲିସକୁ ବଡ ସଫଳତା: ଅନ୍ତଃଜିଲା ବାଇକ ଚୋରୀ ରାକେଟର ପର୍ଦ୍ଦାଫାଶ ,

୧୩ଟି ବାଇକ ଉଦ୍ଧାର ୪ଜଣ ଗିରଫ-କୋର୍ଟଚାଲାଣ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତଃଜିଲ୍ଲା ବାଇକ ଚୋରୀ ର୍ୟାକେଟକୁ  ଧରିବାରେ ଗଜପତି ଜିଲ୍ଲା ମୋହନା ପୋଲିସକୁ ଏକ ବଡ ସଫଳତା ମିଳିଛି । ଏହି ଘଟଣାରେ ପୋଲିସ ଗଞ୍ଜାମ, ଭୁବନେଶ୍ୱର ଓ ଅନୁଗୁଳ ଅଞ୍ଚଳର ଚୋରୀ ହୋଇଥିବା ୧୩ଗୋଟି ବାଇକ…

ମାଗି ଆଣିବା ତିଅଣ ହାପୁର, ସୁଆଦ ବି ଜଣା ପଡ଼ିବନି |

ମାଗି ଆଣିବା ତିଅଣ ହାପୁର, ସୁଆଦ ବି ଜଣା ପଡ଼ିବନି | ଆଉ ଯଦି ଅସତର୍କ ବି ହୋଇଗଲେ ତେବେ ହାପୁର ଟିକକ କରୁ କରୁ ବି ବିଲେଇ ଖାଇଦେବାର ସମ୍ଭାବନା ବି ଅଛି | ସେମିତି ଘଟଣା ଘଟିଛି ଆନନ୍ଦପୁର ପଲିଟିକ୍ସରେ | କିଛି ଦିନ ତଳେ ବିଜେଡି ଛାଡି ବିଜେପି ଯାଇଥିବା ପୂର୍ବତନ ବିଧାୟକ ଭାଗିରଥି ସେଠି…

ଗଜପତି ଜିଲ୍ଲା ବିଜେଡି କାର୍ଯକାରୀ ସଭାପତି ହେଲେ ମାରୁତ ପାଳ

ଭୁବନେଶ୍ୱର- ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ବିଜେଡି କାର୍ଯକାରୀ ସଭାପତି ଭାବେ ମାରୁତ ପାଳଙ୍କୁ ନିଯୁକ୍ତ କରିଛନ୍ତି । ସେହିକ୍ରମରେ କେ. ଆପ୍ପା ରାଓଙ୍କୁ ଗଜପତି ଜିଲ୍ଲା ବିଜେଡ଼ି ଉପ-ସଭାପତି, ପ୍ରସନ୍ନ ରଇତ ଓ ସୁନେଶ ରଇତଙ୍କୁ ଗଜପତି ଜିଲ୍ଲା ବିଜେଡି…

ବିଜେଡିରେ ଯୋଗଦେଲେ କଟକ ସଦର, ଟାଙ୍ଗୀ-ଚୌଦ୍ୱାରର କଂଗ୍ରେସ ଓ ବିଜେପି ନେତା

ଭୁବନେଶ୍ୱର,: ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କଟକ ସଦର କଂଗ୍ରେସ ପୂର୍ବତନ ଉପ-ସଭାପତି ଦୁର୍ଯ୍ୟୋଧନ  ସାହୁ, କଂଗ୍ରେସ ସେବା ଦଳ ରାଜ୍ୟ ସଭାପତି ତଥା ପିସିସି ସଭ୍ୟ ଶିବେନ୍ଦ୍ର…

କିନ୍ନରଙ୍କୁ ମହିଳା ସଂଗଠନ ଦାୟିତ୍ୱ : ମୀରା ମହିଳା ବିଜେଡି ଉପସଭାପତି 

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି  ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତି ଭାବେ ମୀରା ପରିଡ଼ା ଏବଂ ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ସଂଯୁକ୍ତା ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ…