ମୁଁ କାଉଁରିଆ କାଠି ଭାଙ୍ଗିଯିବି ପଛେ ନଇବି ନାହିଁ

ନୂଆପଡା. (ଅମିତ କୁମାର ପୁରୋହିତ) ;ନୂଆପଡା ବିଧାନସଭା  ନିର୍ବାଚନ ମଣ୍ଡଳୀ (୭୧) ବିଧାୟକ ପ୍ରତ୍ୟାସୀ ଯଦୁମଣି ପାଣିଗ୍ରାହୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରି ନିଜ ଜିଦରେ  ଅଟଳ ରହିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ମାଠିଆ ଚିହ୍ନ ସହ ନିର୍ବାଚନୀ ପ୍ରଚାର ପ୍ରସାର ନିଜ ସମର୍ଥକଙ୍କ ସହ…

ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ 

ରାୟଗଡା (ସରୋଜ ସାହୁ) – ରାୟଗଡା ସହରସ୍ଥିତ ସାଇପ୍ରିୟା ନଗରରେ ଚଳିତ ମାସ ୨୧ ତାରିଖ ଦିନ ହୋଇଥିବା ଚୋରୀ ଘଟଣାର ରାୟଗଡା ପୋଲିସ ପର୍ଦ୍ଦାଫାସ କରିଛି । ଏସଡିପିଓ ତପନ କୁମାର ରଥ ପ୍ରକାଶ କରିଥିଲେ ଯେ ଚଳିତ ମାସ ୨୧ ତାରିଖ ଦିନ ସାଇପ୍ରିୟା ନଗର ( ଏନଭିଆର ସ୍କୁଲ ପଛ ପାର୍ଶ୍ୱ  ) ରେ ବାସ…

ଗୁଣୁପୁର ନିର୍ବାଚନ ମଣ୍ଡଳୀ ଦୁଇ ନେତା ଓ ବାଙ୍କୀର ଜଣେ ନେତା ଦଳରୁ ବହିସ୍କୃତ 

ଭୁବନେଶ୍ୱର - ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ଶ୍ରୀ ଶିବ ପ୍ରସାଦ ଗୌଡ଼ ଏବଂ ଶ୍ରୀ କେ. ରାମକୃଷ୍ଣମ୍‍ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ବହିଷ୍କାର କରିଛନ୍ତି । ସେହିପରି କଟକ…

 ଅଗ୍ନିକାଣ୍ଡରେ ଘର ସହ ଆସବାବ ପତ୍ର ସମ୍ପୂର୍ଣ ନଷ୍ଟ 

ଗାଇସିଲେଟ/କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତର ବରାମୁଣ୍ଡା ଗ୍ରାମର ନବଘନ ମଲ୍ଲିକଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ପାଲନଡା ଯୁକ୍ତ ଘରେ ରୋଷେଇ କରୁଥିବା ସମୟରେ ଚୁଲିରୁ ନିଆଁ ଲାଗିଥିଲା। ଅଗ୍ନି…

ଟିକେଟ ଆଶାୟୀ ବିଜେଡି ଛାତ୍ରନେତା କରୁଛନ୍ତି ମେଳି !!!!

ଭୁବନେଶ୍ୱର : ଟିକେଟ ବଣ୍ଟନକୁ ନେଇ ବିଜେଡିର ଅସନ୍ତୋଷ ଦେଖା ଦେଇଥିବା ବେଳେ ଟିକେଟ ନପାଇ କିଛି ନେତା ଦଳ ଛାଡ଼ୁଛନ୍ତି । ବାକିଥିବା ଆସନ ପାଇଁ ଅନେକ ନେତା ଲବୀ କରୁଥିବା ବେଳେ ନିଜ ନିଜ ସମର୍ଥକଙ୍କୁ ନେଇ ନବୀନ ନିବାସ ପାଖରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ଏଥିରୁ ବାଦ ପଡିନି ଛାତ୍ର…

ଯୋଗ ବିଞ୍ଜାନ ବିଷୟରେ ଗବେଷଣା କରି ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ଡ଼ ପଣ୍ଡା 

ପଦ୍ମପରୁ: ଉତ୍କଳ ବିଶ୍ୱବିଦ୍ୟାଳୟର  ୪୯ତମ ସମାବର୍ତ୍ତନ ଉତ୍ସବ ଭୁବନେଶ୍ୱର ସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଡ. ସଞ୍ଜୟ କୁମାର ପଣ୍ଡା ଯୋଗ ବିଞ୍ଜାନ ବିଷୟରେ ଗବେଷଣା କରି ରାଜ୍ୟପାଳ ତଥା କୁଳାଧୀପତି ଗଣେଷୀଲାଲଙ୍କ ଦ୍ୱାରା ବିଦ୍ୟା ବିଭୂଷଣ…

ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ

ଚମ୍ପୁଆ (chitta ranjan kar) :ଚମ୍ପୁଆ ବିଧାନସଭା ଆସନ ପାଇଁ କଂଗ୍ରେସରୁ ଟିକଟ ପାଇଥିବା ଯଦୁମଣି ବାରିକଙ୍କ ଗାଡିରୁ ଆଜି ପୋଲିସ ନଗଦ ଟଙ୍କା ଜବତ କରିଥିବାର ସୂଚନା ମିଳିଛି । ଯଦୁମଣିଙ୍କ ନାଲି ରଂଗର ହ୍ୟୁଣ୍ଡାଇ କାର ନମ୍ବର ଓଡି ୦୨ ଏବି ୭୧୮୨ ରୁ ୧ ଲକ୍ଷ ୯୪ ହଜାର ଟଙ୍କା ଜବତ୍…

ବରଗଡ଼ ଅଙ୍କ ଗୋଳମାଳ : ଜିଲା ପରିଷଦ ଟଳମଳ 

ନବୀନ ନିବାସରେ ନବୀନଙ୍କୁ ଭେଟିଲେ ଜିଲା ପରିଷଦ ସଭ୍ୟ ଓ ପ୍ରଶାନ୍ତ ମାଝି Bargarh/Bhubaneswar (ଶାସକ ପ୍ରଶାସକ )- ଏବେ ରୋଚକ ସ୍ଥିତିରେ ପହଂଚିଛି ବରଗଡ଼ ଜିଲ୍ଲା ରାଜନୀତି | ଆଉ ଟଳମଳ ସ୍ଥିତିରେ ବରଗଡ ଜିଲା ପରିଷଦ ପରିଚୟ ।  ବିଜେପି ହେପାଜତରେ ଥିବା ୩୪ ସଂଖ୍ୟା ବିଶିଷ୍ଟ ଏହି ଜିଲା…

ସଡ଼କ ଦୁର୍ଘଟଣାରେ କୋମନା ତହସିଲଦାରଙ୍କ ମୃତ୍ୟୁ

କୋମନା(ଭାଗିରଥି ଭୋଇ): ସଡ଼କ ଦୁର୍ଘଟଣାରେ ଜଣେ ତହସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରେଶ କୁମାର ନନ୍ଦ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ରେ ସେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ନୟାଗଡ଼ ଜିଲ୍ଲାର ନୂଆଗାଁ ଓ ସୋରଡ଼ା ମଝିରେ ସୁରେଶ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଟ୍ରକ୍ ପଛରେ…

ପେଟ୍ରୋଲ ପମ୍ପରୁ ଲୁଟ, ବନ୍ଧୁକ ମାଡ଼ରେ ମ୍ୟାନେଜର ଗୁରୁତର 

ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ) ଧରୁଆଡ଼ିହି ଥାନା ଗାଡିୟଯୋର ବିଧାତା ପେଟ୍ରୋଲ ପମ୍ପ ରେ ଗତକାଲି ରାତିରେ 5 ଜଣ ଦୁର୍ବୃତ୍ତ  2 ଟି ବାଇକରେ ଆସି ଗାଡିୟଯୋର ପେଟ୍ରୋଲ ପମ୍ପ ରେ ଦୁଇ ରାଉଣ୍ଡ ଗୁଳି ଚାଳନା କରିବା ସହିତ ପାଖାପାଖି 1-5 ଲକ୍ଷ ଟଙ୍କା ବନ୍ଧୁକ ମୁନ ରେ ଲୁଟି ନେଇ ଯାଇଛନ୍ତି । 2…