କେୟାର ଇଣ୍ଡିଆର  ତରିନା ପ୍ରକଳ୍ପ ତରଫରୁ ରାଷ୍ଟ୍ରୀୟ ପୋଷଣ ମାସ ପାଳନ 

ଜି ଉଦୟଗିରି (ଗଗନ ପ୍ରଧାନ) ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯାଉଥିବା ବେଳେ କେୟାର ଇଣ୍ଡିଆ ସଂସ୍ଥା ତରଫରୁ   ଘୁ ଉଦୟଗିରି  ଏବଂ ଟିକାବାଲି  ବ୍ଲକ ରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ  ଅବସର ରେ ଗୋଷ୍ଠୀ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା | ଉକ୍ତ…

୧୧୧ ବୋତଲ କଫ୍ ସିରପ ଜବତ, ଜଣେ ଗିରଫ

ନୂଆପଡ଼ା,(ଅମିତ ପୁରୋହିତ) : ସଦର ପୁଲିସ ସ୍ଥାନୀୟ ମନ୍ଦିରପଡାରେ ଚଢାଉ କରି ୧୧୧ ବୋତଲ କପ ସିରପ ଜବତ କରିଛି । ବେଆଇନ କପ ସିରପ ବିକ୍ରି ଅଭିଯୋଗରେ ମନ୍ଦିରପଡାର ଦେବେନ୍ଦ୍ର କୁମାର ସାହୁ(୪୦)କୁ ଗିରଫ କରିଛି । ଗତ କାଳି ସନ୍ଧ୍ୟାରେ ମନ୍ଦିରପଡାରେ ଦେବେନ୍ଦ୍ର ନିଜ ଘରେ ବେଆଇନ ଭାବେ କପ ସିରପ…

ଗେଟରେ ତାଲା ପକାଇ ବ୍ଲକ କର୍ମଚାରୀ ହଟହଟା

ଦେଢ ଘଣ୍ଟା ପରେ ଲୁହା କଟରରେ କାଟି ଗେଟ ଖୋଳିଲେ ନୂଆପଡ଼ା,(ଅମିତ ପୁରୋହିତ) : ଆଜି କୋମନା ବ୍ଲକ ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ସଭାକରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଆନେ୍ଦାଳନକାରୀଙ୍କ ଭୟ ବ୍ଲକ ପ୍ରଶାସନ ତରଫରୁ ବ୍ଲକର…

କେନ୍ଦ୍ରୀୟ ଯୋଜନାର ନାଁ ବଦଳାଇବାକୁ ବିରୋଧ : ବିଡିଓ ଅଫିସ ଘେରିଲା ବିଜେପି

ନୂଆପଡ଼ା,(ଅମିତ ପୁରୋହିତ) : ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଳାଉଛନ୍ତି । କେନ୍ଦ୍ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ବିଜୁ ପକ୍କାର ବୋଲି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । କେନ୍ଦ୍ର ସରକାର…

ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି: ବିଧାୟକ ଶ୍ରୀ ରାଓ  

ଜିଲ୍ଲା ଭାଜପା ପକ୍ଷରୁ ବିଭିନ୍ନ ସମସ୍ୟା ଓ ସମାଧାନକୁ ନେଇ ପାରଳା ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ରହିଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ନେଇ ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ବିଧାୟକ…

୬୫ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ  ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ଠାରେ ରାଜ୍ୟ ମାଧ୍ୟମିକ କ୍ରୀଡ଼ା ସଂଘ ଓ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ୧୪ ବର୍ଷ ବୟସର କମ୍ ବାଳକ ଏବଂ ୧୭ ବର୍ଷ ବୟସର କମ୍     ବାଳକ ଓ ବାଳିକା ବର୍ଗରେ …

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନା ଶିବିର 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏସିଡ ଆକ୍ରମଣ ସମ୍ପର୍କିତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।       ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା-ଜଜ ଶ୍ରୀ ବିଶ୍ବଜିତ ଦାସ ଏଥିରେ ଯୋଗଦେଇ ଏସିଡ ପୀଡିତାଙ୍କ ପାଈଁ…

ମାମୁଁ ଘରୁ ଜଗନ୍ନାଥ ଙ୍କ ପାଇଁ ଯିବ ପୋଢୁଆଁ ଭାର

ଜଗତସିଂହପୁର:(ରମେଶ ମହାନ୍ତି):- ମାର୍ଗଶିର ମାସ ଅଷ୍ଟମୀ ତିଥିରେ ମାମୁ ଘର ମାଧବାନନ୍ଦ ଜୀଉ ଙ୍କ ପାଖରୁ ଜଗନ୍ନାଥ ଙ୍କ ନିକଟକୁ ଯିବ ପୋଢୁଆ ଭାର, ଯେଉଁଥିରେ ମହାପ୍ରଭୁ ପୋଢୁଆ ହେବେ ,।ଦୀର୍ଘ ବର୍ଷ ପରେ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ଆରମ୍ଭ କରାଯାଇଛି ।ଏହାକୁ ନେଇ…

ସମ୍ବଳ ନାହିଁ,ହାତ ପାତିଲେ ନିରଞ୍ଜନ 

ଭୁବନେଶ୍ୱର : ଲଢ଼ିବାକୁ ସମ୍ବଳ ନାହିଁ | ସମ୍ବଳ ଯେହେତୁ ନାହିଁ ପରୋକ୍ଷରେ ଲଢ଼ିବାକୁ ବାଳ ନାହିଁ | ତେଣୁ ହାତପାତି ଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ,ଯାହାକି ସାଧାରଣ ନିର୍ବାଚନ ବେଳେ ହୋଇନଥିଲା | ଏତେ ଆସନ ଲଢ଼ିଲେ, ପଇସା ମାଗିବାର ଆବଶ୍ୟକତା ପଡ଼ିନଥିଲା | ହେଲେ ଗୋଟେ…

ବିଜେପୁରରୁ ପୁଣି ଥରେ ରୀତା ସାହୁ

ବରଗଡ :- ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣିଥରେ ରୀତା ସାହୁ ଙ୍କର ଉପରେ ଆସ୍ଥା ପ୍ରକଟ କରି ଉପନିର୍ବାଚନ ପାଇଁ ରୀତା ସାହୁ ଙ୍କୁ ଦଳିଆ ଟିକେଟ ପ୍ରଦାନ କରିଛନ୍ତି  ମୁଖ୍ୟମନ୍ତ୍ରୀ । ରୀତା…