କେନ୍ଦ୍ରାପଡା : ଦୁଇ ଜଣଙ୍କ କଳିରେ ତୃତୀୟର ଲାଭ , ଶଶୀ ଲଢ଼ିବେ କେନ୍ଦ୍ରାପଡ଼ାରୁ

ଭୁବନେଶ୍ୱର : କେନ୍ଦ୍ରାପଡା ବିଧାନସଭା ଆସନ ପାୟ ସିପ୍ରା-ତରେଇ କଳିରୁ ଫାଇଦା ମିଳିଛି ଅର୍ଥମନ୍ତ୍ରୀ ଶଶୀ ବେହେରାଙ୍କୁ । ଶଶୀ ବେହେରା କେନ୍ଦ୍ରାପଡା ବିଧାନସଭା ଆସନରୁ ହେବେ ବିଜେଡିର ଦଳୀୟ ପ୍ରାର୍ଥୀ । ବହୁଦିନ ଧରି ଲାଗି ରହିଥିବା ସସପେନ୍ସରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଜେଡି ସୁପ୍ରିମୋ…

ଫେରିଲେ ରଥ ଦାସ, ଉଠିଲା ବହିଷ୍କାର ଆଦେଶ

ଭୁବନେଶ୍ୱର :  ପୁଣି ବିଜୁ ଜନତା ଦଳର ମୁଖ୍ୟସ୍ରୋତକୁ ଫେରିଛନ୍ତି ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ରଥ ଦାସ । ତାଙ୍କ ଉପରେ ଲାଗିଥିବା ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ବିଷୟରେ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା…

 ଓଡିଶାରେ ସ୍ଥାଣୁ, ପ୍ରବଂଚନକାରୀ, ରାଧୁଆମିଛୁଆ ସରକାରକୁ ବଦଳିବାର ସମୟ ଆସିଛି

  ଗୁଜୁରାଟରେ ସୁନା ଫଳାଉଥିବା ଗଞ୍ଜାମ ଜିଲ୍ଲାବାସୀଙ୍କ ଜନ୍ମସ୍ଥାନରେ ରୋଜଗାରର ବ୍ୟବସ୍ଥା ନକରିବା ମୁଖ୍ୟମନ୍ତ୍ରୀଙ୍କ ପାରିବାପଣିଆ କି ? – ଧର୍ମେନ୍ଦ୍ର ପ୍ରଧାନ  ସରୋଜ ସାହୁ କିଏ ଏବଂ ସରୋଜ ସାହୁଙ୍କ ସହ ନବୀନ ବାବୁଙ୍କ ସମ୍ପର୍କ କଣ ?  ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର…

ଗାଁ ଦାଣ୍ଡରେ ଗଣହତ୍ୟା ଘଟଣା : ଗାଁ ମାଟିରେ ଜଳିଲା ଚାରି ଚିତା

 ଅଭିଯୁକ୍ତଙ୍କ ଫାଶୀ ଦେବାକୁ ଦାବି କଲେ ଲୋକେ  ଧର୍ମଗଡ଼ରୁ ସୁଶାନ୍ତ ରାଉତ:ଶନିବାର ସନ୍ଧ୍ୟାରେ ଜୟପାଟଣା ଥାନା ଅନ୍ତର୍ଗତ ପଲସ ପିପଲଗୁଡ଼ା ଗ୍ରାମରେ ଜଣେ ଉନ୍ମତ୍ତ ଯୁବକର ଟାଙ୍ଗିଆ ଚୋଟରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ଶୋକାକୁଳ ପରିବେଶରେ ଚାରି ଜଣଙ୍କ ଚିତା ଜଳିଥିଲା। ଏହି…

ଭାଲୁ ରାଂପୁଡାରେ ଯୁବକ  ଗୁରୁତର 

ଧର୍ମଗଡ଼ରୁ ସୁଶାନ୍ତ ରାଉତ :କୋକସରା  ଖଲିଗଡ ଗ୍ରାମର ଜଣେ ଯୁବକ ଆଜି ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ପ୍ରାପ୍ତ ସୂଚନା ମତେ କୋକସରା ବ୍ଲକର ଏହି ଅଞ୍ଚଳରେ ଅନେକ ବନ୍ୟ ଜନ୍ତୁ ନିର୍ଭୟରେ ବସବାସ କରନ୍ତି । ଖଲିଗଡ଼ ଗ୍ରାମର ପାରେଶ୍ବର ଚଲାନ (୩୦) ଆଜି ମଧ୍ୟାହ୍ନରେ ଜଙ୍ଗଲ ଜାତ…

ମହିଳା ସ୍ନାତକୋ ମହାବିଦ୍ୟାଳୟର ଶତାଧିକ ନୂତନ ଛାତ୍ରୀଭୋଟରଙ୍କୁ ନେଇ ଭୋଟଦାନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ ସମଗ୍ର ଦେଶରେ ସାଧାରଣ ନିର୍ବାଚନର ଉଷ୍ମତା ଲାଗିରହିଛି । ଚଳିତ ନିର୍ବାଚନରେ ବହୁ ସଂଖ୍ୟାରେ ନୂତନ ଭୋଟର ଭୋଟ ଦେଇ ଦେଶ ଓ ରାଜ୍ୟର ଆଗାମୀ ୫ବର୍ଷର ଶାସକଙ୍କୁ ନିର୍ବାଚିତ କରିବେ । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସ୍ଥିତ ମହିଳା…

କମ୍ବଳରୁ ବାଳ ବଛା ଆରମ୍ଭ : ଦଳବିରୋଧି କାର୍ଯ୍ୟ ନିମନ୍ତେ ୧୯ ଜଣ କଂଗ୍ରେସ ଦଳରୁ ବହିଷ୍କୃତ ।

ଭୁବନେଶ୍ୱର:  ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ ଏବଂ ଅନ୍ୟତମ ପ୍ରଭାରୀ ଶ୍ରୀ ଟି.ଏସ୍. ସିଂଦେଓଙ୍କ ଅନୁମୋଦନକ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦଳବିରୋଧି କାର୍ଯ୍ୟରେ ଲିପ୍ତ ଥିବା …

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପାଠପଢା ହେଉ କି ବାହାଘର, ସରକାର ବଢ଼ାଇବେ ସହାୟତାର ହାତ 

 ନୂଆପଡାରୁ ଅମିତ ପୁରୋହିତ :  କୋମନା ବ୍ଲକର ତରବୋଡ ହାଇସ୍କୁଲ ପଡିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ନିର୍ବାଚନୀ ଘୋଷଣା | ଝିଅ ଆଉ ମହିଳା ମାନଙ୍କପାଇଁ ଆଜି ଥିଲା ପ୍ରତିଶୁତିର ଦିନ | ପାଠ ପଢିବା ପାଇଁ ଝିଅଙ୍କ ସକାଶେ ହେବନି ଅର୍ଥ ବାଧକ, ଏପରିକି ଡାକ୍ତରୀ ଇଞ୍ଜିନୟରିଂ…

 କେନ୍ଦ୍ରସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଏମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ଆୟୋଜିତ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ ରାଜ୍ୟସରକାର ଗରିବଙ୍କ…

ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି

ଭୁବନେଶ୍ୱର :ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ପ୍ରତିଶ୍ରୁତି ଦେଇ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଠକିଥିବା ଅଭିଯୋଗରେ ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି। ଦଳର ମୂଖପାତ୍ର ଲେନିନ ମହାନ୍ତି, ସୁଲତା ଦେଓ ଓ ସସ୍ମିତ ପାତ୍ର ଖାରବେଳ ନଗର ଥାନାରେ ଦେଲେ…