ଧର୍ମଗଡରେ ଓବିସି ଏସଟି ଏସସି ମିଳିତ ମଞ୍ଚର ଡ. ଆମ୍ବେଦକର ଜୟନ୍ତୀ

ଧର୍ମଗଡ଼ରୁ ସୁଶାନ୍ତ ରାଉତ:ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ଭୀମରାଓ ଅମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ଧର୍ମଗଡ ଠାରେ ଆଡମ୍ବର ସହକାରେ ପାଳିତ  ହୋଇଯାଇଛି । ଓବିସି ଏସଟି ଏସସି ମିଳିତ ମଞ୍ଚ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଓ ମହିଳା ଯୋଗଦେଇଥିଲେ । ଡ. ଅମ୍ବେଦକରଙ୍କ…

 ବୁଲେଟର ଜବାବ ବାଲାଟରେ ଦେବା – ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ବିଜେପି କର୍ମୀ ଧୈାର୍ଯ୍ୟ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିବେଦନ ଭୁବନେଶ୍ୱର – ବିଗତ କିଛି ଦିନ ହେବ ବାଲାଟ ପେପରରେ ଯେଉଁମାନଙ୍କୁ ହାରିଯିବାର ଭୟ ଘାରିଲାଣି ସେମାନେ ହିଂସାକୁ ଆପଣାଇଛନ୍ତି । ଗଣତନ୍ତ୍ରରେ ବାଲାଟର ବିପକ୍ଷ…

ପ୍ରଫୁଲ୍ଲ ଘଡେଇ ହେଲେ ବିଜେଡିର ଉପ ସଭାପତି 

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କୁ ତିନୋଟି ଗୁରୁତ୍ୱପୂର୍ଣ ନିର୍ବାଚନ ମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ବେଳେ ଆଜି ତାଙ୍କୁ ଦଳର ଉପସଭାପଟି ଭାବେ…

ବଡ଼ବିଲ ଜେଏମଏଫସି କୋର୍ଟ ପରିସରରେ ଜଳଛତ୍ର

ବଡ଼ବିଲ: ବଡ଼ବିଲ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ନିଳାଦ୍ରୀ ତରଫରୁ ସ୍ଥାନୀୟ ଜେଏମଏଫସି କୋର୍ଟ ସମ୍ମୁଖରେ ଆଜି ଏକ ଜଳଛତ୍ର ଖୋଲାଯାଇଛି। ଆଗାମୀ ଗ୍ରୀଷ୍ମ ପ୍ରଭାବକୁ ଆଖି ଆଗରେ ରଖି ଏହି ଜଳଛତ୍ର ଖୋଲା ଯାଇଛି ବୋଲି ନିଳାଦ୍ରୀର ସଭାପତି ବଳରାମ ମହାନ୍ତି କହିଛନ୍ତି। …

ଭୋଟ ବେଳେ ଚାଷୀ ଓ ବୁଣାକାରମାନଙ୍କ କଥା ଜେନ୍ଦ୍ରିୟ ନେତାଙ୍କୁ ମନେପପଡେ : ନବୀନ 

       ମୁଖ୍ୟମନ୍ତ୍ରୀଙ୍କର ପଦ୍ମପୁର ଓ ଅତାବିରା ଗସ୍ତ  ବିଜେଡି ସରକାର ଗଠନ ହେବାର ପ୍ରଥମ ଦିନରେ ହି କାଳିଆ ଯୋଜନା ର 2 ଟି କିସ୍ତି ର 10ହଜାର ତୁରନ୍ତ ଚାଷୀଙ୍କୁ ଦିଆଯିବ   ବରଗଡ :- ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଅଶାନ୍ତ ଦ୍ଵିତୀୟ…

ମହାବିଷୁବ ସଙ୍କ୍ରାନ୍ତି ଓ ଶ୍ରୀରାମ ନବମୀ ଯାତ୍ରାର ଦିତୀୟ ସନ୍ଧ୍ୟା:   ତାଡକା ବଧ ବେଶରେ ଦର୍ଶନ ଦେଲେ ଶ୍ରୀରଘୁନାଥ

ଓଡଗାଁ, :  ଆଜିର ଚୈତ୍ର ଶୁକ୍ଲପକ୍ଷ ବାସନ୍ତିକ ଦଶମୀ ତିଥି ଏବଂ ମହାବିଷୁବ ପଣାସଂକ୍ର୍ରାନ୍ତି, ହନୁମାନ ଜୟନ୍ତିର ସ୍ୱତନ୍ତ୍ର ନିତୀ ସହିତ ଶ୍ରୀରାମ ନବମୀ ଯାତ୍ରାର ନବଦିନ ସନ୍ଧ୍ୟାବେଶର ଦିତୀୟ ସନ୍ଧ୍ୟାରେ ଶ୍ରୀରଘୁନାଥଙ୍କ ତାଡକାବଧ ବେଶ ଦର୍ଶନ କଲେ ସହସ୍ରାଧିକ ଶ୍ରଧାଳୁ ।  ଧର୍ମରକ୍ଷାପାଇଁ…

ଘଡେଇଙ୍କୁ ଗୁରୁ ଦାୟିତ୍ୱ, ତିନୋଟି ନିର୍ବାଚନମଣ୍ଡଳୀ ପାଇଁ  ବରିଷ୍ଠ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ  ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କୁ ତିନୋଟି ଗୁରୁତ୍ୱପୂର୍ଣ ନିର୍ବାଚନ ମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |  ସେ ଖୋର୍ଦ୍ଧା, ରଣପୁର ଏବଂ ଚିଲିକା…

ମହିଳା ସ୍ନାତକ ମହାବିଦ୍ୟାଳୟରେ ବୃକ୍ଷରୋପଣ  

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା 'ପ୍ରଭା' ସଂଗଠନ ତରଫରୁ ମହିଳା ସ୍ନାତକ ମହିଳା ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା ଗଜପତି ଜିଲ୍ଲାର ପରିବେଶକୁ ସୁରକ୍ଷା କରିବା ଏବଂ ସମଗ୍ର ଜିଲ୍ଲାକୁ ସବୁଜ ଗଜପତିରେ…

ମାଁ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

 ଧର୍ମଗଡ଼ରୁ ସୁଶାନ୍ତ ରାଉତ:: ମୂଷାପାଲି ଠାରେ ଆୟୋଜିତ ହୋଇଥିବା ମାଁ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଳକ୍ ଅଧ୍ୟକ୍ଷ ବଳରାମ ପୁଝାରୀ ଉପସ୍ଥିତ ରହି ଉଭୟ ଫାଇନାଲ ଦଳକୁ ଉତ୍ସାହିତ  କରି ବିଜୟୀ ଦଳକୁ ପୁରସ୍କାର ବିତରଣ…

ଆଜି ମୁଖ୍ୟମନ୍ତ୍ରୀ ଙ୍କର ବରଗଡ଼ ଜିଲ୍ଲା ଗସ୍ତ ।

ବରଗଡ଼ :- ଦ୍ଵିତୀୟ ପର୍ଯୟ ର ନିର୍ବାଚନ କୁ ଆଉ ମାତ୍ର ତିନିଦିନ । ରାଜନୈତିକ ବାତାବରଣ ଖୁବ ଗରମ ।ମୁଖ୍ୟତଃ ଆଗାମୀ ଅଠର ତାରିଖ ଦିନ ହବାକୁଥିବା ଭୋଟ ପାଇଁ ପ୍ରାର୍ଥୀ ମାନଙ୍କର ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ତାଙ୍କର ଦଲୀୟ ଷ୍ଟାର ପ୍ରଚାରକ ମାନେ । ଏହି କ୍ରମରେ ଆଜି ମାନ୍ୟବର…