୧୦୮ ଅରୁଆ ଚାଉଳ ଓ ୧୦୮ ଦୁବ ଘାସର ବିଡାରେ ଭାଇ ପାଇଁ ରକ୍ଷା କବଚ
ଭାଇ ଜିଉନ୍ତିଆ:ଭାଇ ମାନଙ୍କ ପାଇଁ ଦିନ ଟିଏ
ମେଲଛାମୁଣ୍ଡା,(ମନୋଜ ଭୋଇ) ହିନ୍ଦୁ ସଂସ୍କୃତିରେ ନାରୀ ସର୍ବଦା ନିଜ ପରିବାର ବର୍ଗଙ୍କ ସୁରକ୍ଷା ପାଇଁ ଶକ୍ତି ଉପାସନା କରୁଥିବାର ପୁରାଣ ଯୁଗରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅନେକ ଦୃଷ୍ଟାନ୍ତ ରହିଛି । କେତେବେଲେ ନିଜର ସ୍ୱାମୀ ପାଇଁ ତ କେତେବେଳେ…