ଓଡଗାଁରେ ନୂତନ ଆଇଆଇସିଙ୍କ ଯୋଗଦାନ

0 2

ଓଡ଼ଗାଁ, ଶ୍ରୀକାନ୍ତ ମିଶ୍ର  / ଗତ କିଛି ଦିନ ଧରି ଖାଲି ରାହିବେ ପରେ ଓଡଗାଁ ଆଦର୍ଶ ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି  ମମତା ପତି | ହେଲା ଆଇଆଇସି ପଦବୀ ଖାଲି ପଡିଥିବାରୁ ନୟାଗଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ମମତା ପତି ଏସପି ଶଶିଭୁଷଣ ଶତପଥିଙ୍କ ନିର୍ଦ୍ଦେଶରେ ଯୋଗଦାନ କରିବା ପରେ ଜଣ ସାଧାରଣଙ୍କ ସହଯୋଗରେ ସ୍ଥାନୀୟ  ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଥିଲେ ।

Leave A Reply

Your email address will not be published.