ନବରଙ୍ଗପୁରରେ ସରକାରୀ ଅଧିକାରୀ ଏବଂ ଶିଳ୍ପ ଉଦ୍ୟୋଗୀ ଙ୍କ ନିମନ୍ତେ(RAMP) ଅଧୀନରେ ଯୋଜନା ସମ୍ପର୍କିତ କ୍ଷମତା ବୃଦ୍ଧି…
ନବରଙ୍ଗପୁର ୨୪.୨.୨୦୨୬: ଅଶୋକ ସାହୁ,ରେଜିଂ ଏଣ୍ଡ ଆକ୍ସେଲେରେଟିଂ ଏମଏସଏମଇ ପର୍ଫର୍ମାନ୍ସ (RAMP) କାର୍ଯ୍ୟକ୍ରମ ଅଧୀନରେ ଏକ ଯୋଜନା ସମ୍ପର୍କିତ କ୍ଷମତା ବୃଦ୍ଧି କର୍ମଶାଳା ଆଜି ନବରଙ୍ଗପୁର ସହର ଅବସ୍ଥିତ ଗ୍ଲେଜ୍ ହୋଟେଲ୍ ଏଣ୍ଡ ରିସର୍ଟସ୍ ପ୍ରା.ଲି ଚାଉଁରିଆଗୁଡା ଠାରେ ଆୟୋଜିତ ହୋଇଯାଇଛି।…