ଅଭିଶପ୍ତ ମଦାଗୁଡ଼ା ଗ୍ରାମ ପଞ୍ଚାୟତର ଲଦିମହା ଗ୍ରାମ : ପ୍ରଶାସନ ପାଇଁ ଅପହଞ୍ଚ ଇଲାକା
କନ୍ଧମାଳରୁ ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକ ମଦାଗୁଡ଼ା ଗ୍ରାମ ପଞ୍ଚାୟତର ଲଦିମହା ଗ୍ରାମ | ଏହି ଗ୍ରାମରେ ପ୍ରାୟ ୩୫ ପରିବାର ବସବାସ କରନ୍ତି | କିନ୍ତୁ ବର୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ ରାସ୍ତା ଏବଂ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯାଇପାରିନାହିଁ | ଗ୍ରାମବାସୀ…