ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ୧୦ ଦିନିଆ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର

ପଦ୍ମପୁର- ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ୧୦ ଦିନିଆ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଗଣିତ ଓ ବିଜ୍ଞାନ ବିଷୟରେ ଅନୁଷ୍ଠିତ ହୋଇଯାଇଛି ।  ଏହାକୁ  ବି ଇ ଓ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଏହି ପ୍ରଶିକ୍ଷଣରେ  ପଦ୍ମପୁର,ପାଇକମାଲ,ଗାଇସିଲାଟ ଓ…

ଅଜଣା ପିକ୍ ଅପ୍ ଧକ୍କା ରେ ଜଣେ ମୃତ ଓ ଜଣେ ଗୁରୁତର : ସହାୟତା ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ  ଗୋଇନ୍ଦୀମୁଣ୍ଡା ଛକଠାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ୱର ।ଉତ୍ୟକ୍ତ ଲୋକଙ୍କ ଦ୍ୱାରା ଗୋଲାମୁଣ୍ଡା ଓ ଧର୍ମଗଡ଼ ରାସ୍ତା ଅବରୋଧ କରାଯାଇଛି । ସୂଚନା ଅନୁଯାୟୀ ମୃତକ ଜଣ ହେଲେ ଖଲିଆକାନୀ…

ଦେବାଶିଷଙ୍କ ଡାହାଣ ହାତ ଉପରେ ପାହାର

ଭୁବନେଶ୍ୱର : ଗତ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟରୁ ବଂଚିତ ହୋଇଥିବା ବରିଷ୍ଠ ବିଜେଡ଼ଉ ନେତା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଡାହାଣ ହାତ ଉପରେ ପଡିଛି ଶକ୍ତ ପାହାର  | ତାଙ୍କ ଡାହାଣ ହାତ ଭାବେ ଜଣାଶୁଣା ତଥା ଭୋଟ ପରେ ନିର୍ବାଚନ ମଣ୍ଡଳୀ କଥା ଭୁଲିଯାଉଥିବା ପୂର୍ବତନ ମନ୍ତ୍ରୀ…

ମନ୍ତ୍ରୀ ଅନନ୍ତ ଦାସଙ୍କ ନେତୃତ୍ୱରେ ସୁଆଣ୍ଡୋ ଗ୍ରାମରେ ଭୋଗରାଇ ରିଲିଫ୍ ଟିମ୍

 ୩ ହଜାର ଲୋକଙ୍କୁ ଦୁଇଓଳି ରନ୍ଧାଖାଦ୍ୟ ପରିବେଷଣ ଭୁବନେଶ୍ୱର:  ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ର ବିଦ୍ୟାଧରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଫନୀ ବାତ୍ୟା ପ୍ରପୀଡିତ ଲୋକମାନଙ୍କୁ ୧୧ ତାରିଖରୁ ରନ୍ଧାଖାଦ୍ୟ ପରିବେଷଣ…

ପୋଲିସଙ୍କୁ ନିର୍ଧୁମ ପିଟିଲେ ମାଫିଆଙ୍କ ପରିବାର

ପଥର ମାଫିଆ ଆକ୍ରମଣରେ ପୁଲିସ ଏଏସଆଇ ଗୁରୁତର, ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର ବାରିପଦା-(ଦିଲ୍ଲୀପ ମହାନ୍ତି) ପଥର ମାଫିଆ ଆକ୍ରମଣରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏ ଏସ ଆଇ ଶୁଭେନ୍ଦୁ ବେହେରା ଗୁରୁତ୍ତର ଭାବେ ଆହତ ହୋଇ ପ୍ରଥମେ ବାରିପଦା ପିଆରଏମ୍ ମେଡିକାଲ ଓ ପରେ କଟକ…

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକି ପାଳିତ

ପାର୍ବତୀଗିରୀ ଅନାଥ ବୄଦ୍ଧାଶ୍ରମରେ ବସ୍ତ୍ର ଓ ଫଳ ବଣ୍ଟନ ବରଗଡ଼/ଶାସକପ୍ରଶାସକ - ବରପାଲି ବ୍ଲକ ଅନ୍ତର୍ଗତ ଲେଣ୍ଡା ଗ୍ରାମର ସ୍ବୟଂସିଦ୍ଧା ଫାଉଣ୍ଡେସନ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକି ସମଲାଇପଦରସ୍ଥିତ ପାର୍ବତୀଗିରି ଅନାଥା ବୄଦ୍ଧାଶ୍ରମ ଠାରେ ପାଳିତ ହୋଇଯାଇଛି…

ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କୁ ପଖାଳ ଭୋଗ ଅର୍ପଣ

ବରଗଡ :-ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୀତି ଓ ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ଦିନ ଠାରୁ ସାତ ଦିନ ପର୍ଯନ୍ତ ଉପରବେଳା ମହାପ୍ରଭୁଙ୍କ ନିକଟରେ ପଖାଳ ଭୋଗ ଅର୍ପଣ କରିବା ପରମ୍ପରା ଚାଲିଆସିଛି । ମହାପ୍ରଭୁଙ୍କ ନିକଟରେ ପଖାଳ ଭୋଗ…

ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଯୁବକକୁ ଜେଲ ଓ ଜୋରିମାନା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଚିଲଡ୍ରେନ୍ସ କାମ୍ ପୋକ୍ସୋ କୋର୍ଟ ଜଜ୍ ଡ଼ଃ. ଭି. ସୁଜାତା ଆଜି ଏକ ନାବାଳିକା ସହ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ ମାମଲା ବିଚାର କରି ଅଭିଯୁକ୍ତ ଯୁବକ ଠାକୁରମୁଣ୍ଡା ଥାନା କାଦପାଣି ଗ୍ରାମର ଘନଶ୍ୟାମ ହେମ୍ବ୍ରମଙ୍କ ପୁଅ ଲକ୍ଷ୍ଣଣ  ହେମ୍ବ୍ରମଙ୍କୁ ଦୋଷୀ…

   ସମ୍ଭାବ୍ୟ ବାତ୍ୟା ଫନୀର ମୁକାବିଲା ପାଇଁ  ଓଡଗାଁ ବ୍ଲକ ପ୍ରଶାସନ ପ୍ରସ୍ତୁତ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ସମ୍ଭାବ୍ୟ ବାତ୍ୟା ଫନୀକୁ ମୁକାବିଲା କରିବା ପାଇଁ ଓଡଗାଁ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡଗାଁ ଏନଏସି ସହିତ ସମସ୍ତ ୩୬ଟି ପଂଚାୟତରେ ନିର୍ବାହୀ ଅଧିକାରୀ ମାନେ ସଜାଗ ରହବାକୁ ନିର୍ଦ୍ଦେଶ  ଦିଆଯାଇଛି ।…

କରଙ୍ଗମାଲ ହସ୍ପିଟାଲରେ ରେ ଥିବା ଦୁଇଟି ଯାକ ନଳକୁଆ ଅଚଳ

ନୂଆପଡା /ବୋଡେନ (ଶୁଭେନ୍ଦୁ ପଣ୍ଡା )କରଙ୍ଗମାଲ ହସ୍ପିଟାଲରେ ରେ ଥିବା ଦୁଇଟି ଯାକ ନଳକୁଆ ଅଚଳ।ଏଠାକୁ ଅନେକ ରୋଗୀ ଆସୁଥିବା ବେଳେ ପାଣି ଅଭାବ ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ବୋଡେ଼ନ ରେ ଥିବା ପରିମଳ ବିଭାଗ ଯନ୍ତ୍ରୀ ସାମଲ ବାବୁଙ୍କୁ ୧୫ ଦିନ ହେଲା ଜଣାଇବା ସତ୍ୱେ…