ମାତ୍ର ୭ ବର୍ଷରେ ଭୁତ କୋଠି ପାଲଟିଛି ୯ କୋଟିରେ ନିର୍ମିତ ବିଜୁ ପଟନାୟକ ବସ ଟର୍ମିନାଲ 

ବଡ଼ବିଲ: ବଡ଼ବିଲ ମ୍ୟୁନିସିପାଲିଟିର ୯ ନଂ ୱାର୍ଡରେ ଥିବା ବିଜୁ ପଟ୍ଟନାୟକ ବସ ଟର୍ମିନାଲ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ରହିଛି। ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ଏହି ବସ ଟର୍ମିନାଲକୁ ଶାରଦା ମାଇନ୍ସ ସି ଏସ ଆର ମାଧ୍ୟମରେ ନିର୍ମାଣ କରି…

   ମହାନଦୀ କୂଳରେ ରହି ଶୋଷିଲା : କି ଦୁର୍ଭାଗ୍ୟ 

 ଜଳ ଯୋଗାଣ ବିଭାଗର ବିଚିତ୍ର ନୀତି, ଶୋଷିଲାଙ୍କ ସପନ ଅଧିକାରୀଙ୍କ ପାଇଁ ମୂଲ୍ୟହୀନ  ବୌଦ୍ଧ(ସୁମନ୍ ଲଉରିଆ) ; ଚିରଶ୍ରୋତା ମହାନଦୀ କୂଳରେ ଅବସ୍ଥିତ ହୋଇଥିବା ସତ୍ତ୍ୱେ  ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅପାରଗତା କାରଣ ଯୋଗୁଁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ନଈ କୂଳିଆ ଶୋଷିଲା ଅଞ୍ଚଳ…

ଆମ ବିଦ୍ୟାଳୟ ଏକ ସାଧନା ପୁସ୍ତକ ଉନ୍ମୋଚିତ

ବୌଦ୍ଧ(ସୁମନ ନାଏକ) ; ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୁରୁବୁଡା ସ୍ଥିତ ବାବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମବାର ପୁଜ୍ୟ ଗୁରୁ ତଥା ଅଂଚଳର ବରିଷ୍ଠ  ଶିକ୍ଷାବିତ ରଘୁନାଥ ଦେହୁରୀଙ୍କ ସଭାପତିତ୍ୱରେ ଏକ ସଂମ୍ବର୍ଦ୍ଧନା ସଭା ଅନୁଷ୍ଠିତ  ହୋଇଥିଲା ।ଏହି ସଭାରେ ବର୍ଷିୟାନ ଶିକ୍ଷକ ତଥା…

ପ୍ରଶାସନକୁ ଏହା ଅଜଣା, ନା ବାବୁମାନେ ଜାଣି ସିଆଣା 

ବେଆଇନ ବ୍ଲାଷ୍ଟିଂଙ୍ଗ ଓ ଅବାଧ ପଥର ଚାଲାଣ :କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା କାହିଁକି ପ୍ରଶାସନ  ତହସିଲଦାର ; ପରିବହନ ବିଭାଗ, ଆରଡି ବିଭାଗ, ପୋଲିସ ଦୋଷ ଠେଲା ଠେଲି  ହରଭଙ୍ଗା -ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ବାରପାବୁଲି ରାଜସ୍ୱ ଜଙ୍ଗଲରୁ ବିନା ଅନୁମତିରେ ବେଆଇନ…

ଗ୍ରୀଷ୍ମ କବଳରୁ ବର୍ତ୍ତି ପାରୁନାହାନ୍ତି ବନ୍ୟ ପ୍ରାଣୀ, ସଜ୍ଞାହୀନ ଅବସ୍ଥାରେ ପେଚା ଉଦ୍ଧାର ।

ପଦ୍ମପୁର(ଶାସକପ୍ରଶାସକ)-ବର୍ତ୍ତମାନ ସମଗ୍ର ଓଡିଶାରେ ଗ୍ରୀଷ୍ମ ଲହରୀ ବୄଦ୍ଧି ପାଇଛି ।ଏହାର ପ୍ରକୋପରେ ସାରା ପଶ୍ଚିମ ଓଡ଼ିଶାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।ଏଥିପାଇଁ ଓଡ଼ିଶା ସରକାର ପକ୍ଷରୁ ଜନସାଧାରଣଙ୍କୁ ସଜାଗ ରହିବାକୁ ଅନୁରୋଧ କରାଯାଇଛି ।ମୁଣ୍ଡଫଟା ଖରାରେ ବାହାରକୁ ବାହାରିବା…

ବଡ଼ବିଲ : ଅଜଣା ଗାଡି ଧକ୍କାରେ ଦୁଇ ମୃତ

ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ଦୈନିକ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି। ଗତକାଲି ମଧ୍ୟରାତ୍ରୀରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଅରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ସୁନ୍ଦରଗଡ଼ କେ.ବଲାଙ୍ଗ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି…

ଭୋଟ ଗଣତି ପାଇଁ ତାଲିମ ପ୍ରସ୍ତୁତି କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡି ରହିଛି । ଜିଲ୍ଲାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗତ ଏପ୍ରିଲ ମାସ ୧୧ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ମତଦାନ ବେଳେ ଦୁଇଗୋଟି ବିଧାନ…

ଲୋକଙ୍କ ମୁଡ଼ : ହେଟ୍ରିକ କରିବେ ମନ୍ତ୍ରୀ ସୁଶାନ୍ତ, ଖାଲି ଔପଚାରିକତାକୁ ଅପେକ୍ଷା  

ବରଗଡ : ରାଜନେତା ଭାବେ ନୁହେ, ଭଟଲି ଅଂଚଳରେ ନିଜର ସହଯୋଗ ଓ ସେବା ମାନସିକତା ପାଇଁ ପରିଚିତ ଯୁବନେତା ତଥା ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିପକ୍ଷଙ୍କୁ ବ୍ୟୁହଭେଦ କରି ଏଥର ହ୍ୟାଟ୍ରିକ ମାରିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକଙ୍କ ମୁଡ଼ରୁ ପ୍ରତିଫଳିତ ହେଉଛି | କେବଳ ଭଟଲି…

ଫନିର ୧୭ଦିନ ପରେ ବି ସରକାରୀ ବାବୁଙ୍କ ଦେଖା ନାହିଁ: ସାହାଯ୍ୟ ଅପେକ୍ଷାରେ ବାତ୍ୟା ପ୍ରଭାବିତ 

ବାଙ୍କୀ (ଆଶିଷ କୁମାର ମହାପାତ୍ର) ଚଳିତ ମାସ ୩ତାରିଖରେ ଓଡ଼ିଶା ପ୍ରଳୟଙ୍କାରୀ ବାତ୍ୟା  ଫନି ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଥିଲା । ବାତ୍ୟା ପ୍ରଭାବରେ ଅନେକ ଅଞ୍ଚଳ…

ତୁ ଗୁହାରି କରିବୁ ଯାହାକୁ, ମୁ ଘଇତା କରିଛି ତାହାକୁ ·

ଛି ଛି ...ବାତ୍ୟା ଚାଉଳ ବି ଚୋରା ଚାଲାଣ  ବାଙ୍କୀ, (ଆଶିଷ କୁମାର ମହାପାତ୍ର) ଗତ ଦୁଇ ଦିନ ତଳେ ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ବିଲିପଡ଼ା ପଞ୍ଚାୟତରେ ବାତ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ୍ ଚାଉଳ ହଡ଼ପ କରି ଚୋରାଚାଲାଣ ହେଉଥିବା ଅଭିଯୋଗ ଆସିବା ପରେ ବାଙ୍କୀ ପୋଲିସ୍ ପକ୍ଷରୁ…