ଗ୍ୟାସ ଲିକେଜ ଯୋଗୁ ଅଘଟଣ : ୪ ଗୁରୁତର
ନୟାଗଡ(Biswajit Nayak) : ଆଜି ସଂଧ୍ୟାରେ ନୟାଗଡ଼ ଜିଲ୍ଲାର ବାହାଡାଝୋଲାରେ ଘଟି ଯାଇଛି ଏକ ଅଘଟଣ | ଗ୍ୟାସ୍ ଲିକ୍ ରୁ ଅଗ୍ନିକାଣ୍ଡ ଘଟି ଚାରିଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ ବାହାଡାଝୋଲାର ବିଜୟ ଖଟୁଆଳଙ୍କ ଗ୍ୟାସ୍ ପାଇପରେ ଲିକେଜ ଥିଲା । ଗ୍ୟାସ ଲିକେଜକୁ ଠିକ କରିବାପାଇଁ…