‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍’ ପକ୍ଷରୁ ଫନି ବାତ୍ୟା ପ୍ରଭାବିତଙ୍କୁ ସହାୟତା

ବରପାଲି:(ଶାସକ ପ୍ରଶାସକ). ବରପାଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡାସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍’ ପକ୍ଷରୁ ଫନି ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାର ସାତପଡ଼ା ପଂଚାୟତ  ଅନ୍ତର୍ଗତ ଭୋଇସାହିର ଶତାଧିକ ପରିବାରକୁ ସହାୟତା ପ୍ରଦାନ କରାଯାଇଛି ।  ଫାଉଣ୍ଡେସନ ପକ୍ଷରୁ…

କଥା ରଖିଲେ  ନବୀନ

"କାଳିଆ"ରେ ସାମିଲ ହେବେ ଆଉ ଅଧିକ ୩୩ ଲକ୍ଷ ପରିବାର  ମହିଳା ଏସଏଚଜିକୁ ୧ ହଜାର କୋଟି ଟଙ୍କାର କାମ ଭୁୁବନେଶ୍ୱର: "କାଳିଆ"ରେ ସାମିଲ ହେବେ ଆଉ ଅଧିକ ୩୩ ଲକ୍ଷ ପରିବାର  | ଏବେ ସମୁଦାୟ ୭୫ ଲକ୍ଷ ପରିବାରକୁ କାଳିଆ ଯୋଜନା ଟଙ୍କା ମିଳିବ । ପୂର୍ବରୁ ୪୨ ଲକ୍ଷ ପରିବାରଙ୍କ ତାଲିକା ପ୍ରସ୍ତୁତ…

ଭ୍ରାତୃହନ୍ତା କୁ  ଆଜୀବନ ସଶ୍ରମ କାରାଦଣ୍ଡ

ବାରିପଦା(Dillip Mohanty )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-୧ ଡ଼ଃ. ଭି. ସୁଜାତା ଆଜି ଏକ ହତ୍ୟା ମାମଲାରେ ଅଭିଯୁକ୍ତ ବଡ଼ଭାଇ ତଥା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଗ୍ରାମର ମିର୍ଜା ମୁର୍ମୁ(୩୯)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହ ଭାରତୀୟ ଦଣ୍ଡ ବିଧି ଆଇନ ୩୦୨…

ଜୁନ ୧୫ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । 

ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ଷ ଋତୁ ସହିତ ବିଭିନ୍ନ କାରଣ ପାଇଁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୧୫ରୁ ଆସନ୍ତା ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ । ଏହି ୧୫/୦୬/୨୦୧୯ ତାରିଖଠାରୁ କୌଣସି ପର୍ଯ୍ୟଟକଙ୍କୁ ଶିମିଳିପାଳ…

ମନ୍ତ୍ରୀ ହେଲେ ରଘୁନନ୍ଦନ, ମିଳିଲା ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ

ଖୁସିରେ ଉଛୁଳିଲା ବାଲିକୁଦା-ଏରସମା, ଛୁଟିଛି ଅଭିନନ୍ଦନର ସୁଅ  ଜଗତସିଂହପୁର /Ramesh Mohanty- ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଜଗତସିଂହପୁର ଜିଲ୍ଲାରୁ କିଏ ମନ୍ତ୍ରୀ ହେବେ ଏନେଇ ବହୁ କଳ୍ପନାଜଳ୍ପନା ଦେଖାଦେଇଥିଲା।ଏପରିକି ୬ଥର ବିଧାୟକ ହୋଇଥିବା ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ୩ଥର…

ବର୍ଷକ ପରେ ସରକାର ଲୋକଙ୍କୁ ଦେବେ ବିଜେଡ଼ିର ପ୍ରତିଶ୍ରୁତି ରୂପାୟନର ହିସାବ 

ଥ୍ରୀ-ଟି ବଦଳରେ ନବୀନ ସହଯୋଗୀଙ୍କୁ ଦେଲେ  ଫୋର-ଟି  ମନ୍ତ୍ର ଭୁୁବନେଶ୍ୱର:  ନିର୍ବାଚନ ବେଳେ ବିଜେଡ଼ି ଦେଇଥିବା ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ | ପଞ୍ଚମ ପାଳି ସରକାର ଗଠନପରେ ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ …

ସୁଶାନ୍ତ ସିଂହ : ମାଟିର ଚାହେତା, ପାର୍ଟିର ଆସେଟ

ଦ୍ଵିତୀୟ ଥର ପାଇଁ କ୍ୟାବିନେଟ ମନ୍ତ୍ରୀ,  ହାତରେ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ ବିଭାଗ    ସୋହେଲା (ଶାସକ ପ୍ରଶାସକ): ଜଣେ ଡ୍ରାଇଭରଙ୍କ ପୁଅ, ପରିବାରର ଆର୍ଥିକ ସ୍ଥିତି ବି ସେତେ ସ୍ୱଚ୍ଛଳ ନୁହେଁ | ସାଧାରଣ ମଣିଷ ଭଳି ସଂସାର ବୋଝ | ହେଲେ ତା ଭିତରେ ଲୋକଙ୍କ ସେବା କରିବାର ପ୍ରବଳ…

ଟିମ ନବୀନ : ନିରଂଜନଙ୍କୁ ଅର୍ଥ, ସୁଦାମଙ୍କୁ ରାଜସ୍ବ 

ପ୍ରତାପଙ୍କୁ ପଂଚାୟତିରାଜ- ନଗର ଉନ୍ନୟନ, ଅରୁଣଙ୍କୁ କୃଷି  ସୁଶାନ୍ତଙ୍କୁ ଗ୍ରାମ୍ୟ ଉନ୍ନୟନ ରଘୁନନ୍ଦନଙ୍କୁ ଜଳସମ୍ପଦ ସହ ସୂଚନା ଲୋକ ସମ୍ପର୍କ  ଭୁବନେଶ୍ୱର: ପଞ୍ଚମ ପାଳି ସରକାରରେ ଆଜି ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ…

ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ଇଂନିଙ୍ଗସ

ମନ୍ତ୍ରୀ ପରିଷଦର ସଭ୍ୟ ଭାବେ ଶପଥ ନେଲେ ୨୦ ଜଣ ଭୁବନେଶ୍ୱର(ଶାସକ ପ୍ରଶାସକ)  ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ|  ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲାା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ…

୩୫୩ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅଧା ପନ୍ତରା 

ବିଜେପି ପକ୍ଷରୁ ଅର୍ଥନୈତିକ ଅବରୋଧ ଓ ଗଣଧାରଣା ନୂଆପଡା.(ଅମିତ ପୁରୋହିତ); ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବାଞିବାହାଲ ନିକଟରେ କୋମନା ଅଞ୍ଚଳ ବାସୀ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସଙ୍ଗେ ସଙ୍ଗେ ଗଣ ଧାରଣାରେ ବସିଥିଲେ । ଶହ ଶହ ଟ୍ରକ ରାସ୍ତାର ଦୁଇ ପାର୍ଶ୍ୱରେ  ଅଟକି…