ନାହିଁ ନାହିଁରୁ ହଁ ଆଡେ ମୁହାଉଁଛି ଆୟୁଷ୍ମାନ

 ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ 'ଆୟୁଷ୍ମାନ ଭାରତ' ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଲୋଚନା  ଭୁବନେଶ୍ୱର - ପ୍ରଥମରୁ "ଆମର ତ ବିଜୁ ସ୍ୱାସ୍ଥ୍ୟ ଜଲ୍ୟାଣ ଯୋଜନା ଅଛି, ଆୟୁଷ୍ମାନ କାହିଁକି " ବୋଲି କହି କେନ୍ଦ୍ରୀୟ କାର୍ଯ୍ୟକ୍ରମକୁ ତାଳି ଆସୁଥିବା ଓଡିଶା ସରକାର ଏବେ ସେ ପ୍ରସଂଗରେ…

 +୨ ବିଜ୍ଞାନ ପରୀକ୍ଷା ଫଳ : ଓଡଗାଁ କଲେଜର ପାସହାର  ୯୪ପ୍ରତିଶତ

ଓଡ଼ଗାଁ,  (ଶ୍ରୀକାନ୍ତ ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଚଳିତବର୍ଷର +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ପାସ୍ ହାର ୯୪ପ୍ରତିଶତ ରହିଛି । ମୋଟ ୧୩୧ଜଣ (ରେଗୁଲାର) ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ…

ସ୍ବର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକୀ 

ନୟାଗଡ(ବିଶ୍ବଜିତ୍ ନାୟକ)- ନୟାଗଡ ଜିଲ୍ଲାର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକୀ ନିମନ୍ତେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି I ଓଡିଶା ଇତିହାସର ଏହି ପୁରୁଖା ନେତା ଯାହାର ଦୃଢ…

ଚାଷୀ ମାନଙ୍କ ଦାବୀ ପୂରଣ ପରେ ଚାଷୀ ଗଣଧାରଣାରୁ ଓହରିଲେ।

ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ  ଜାମସେଠ ସେବା ସମବାୟ ସମିତି କାଯ୍ୟା'ଲୟ ସାମନା ରେ ୩ଦଫା ଦାବୀ ନେଇ ଆଞ୍ଚଳିକ କୃଷକ ମହାସଂଘ ମାଣ୍ଡୋସିଲ ଗତ ତା:-୦୧/୦୬/୨୦୧୯ରିଖ ରୁ ଚାଲୁଥିବା ଗଣଧାରଣା ସମବାୟ ଏଆରସିଏସ  ଙ୍କର ଲିଖିତ ପ୍ରତିଶୃତି ପରେ…

ମଦର ଚଢା ଦାମକୁ ନେଇ ବଚସା, ଗୁଳିକାଣ୍ଡ

ନୟାଗଡ଼(ବିଶ୍ବଜିତ୍ ନାୟକ) ଫତେଗଡ଼ ଥାନା ଭାପୁର ବଜାର ରେ ଥିବା ମଦ ଦୋକାନ ସାମ୍ନାରେ ଗୁଳିକାଣ୍ଡ । ମଦର  ଚଢା ଦାମକୁ ନେଇ ଗ୍ରାହକ ଏବଂ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଏବଂ  କିଛି ମୂହୁତକେ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ । ଫତେଗଡ଼ ଥାନା ପୀଠଖାଇ ଗାଁ ର ସାଗର ଲେଙ୍କା ନାମକ…

ଉଦ୍ଘାଟିତ ହେଲା ଜିଲ୍ଲାସ୍ତରୀୟ ସାତଦିନିଆ ଆମ୍ୱ ମେଳା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଓରମାସ ସଂସ୍ଥାର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଆରମ୍ଭ ହୋଇଛି ଜିଲ୍ଲାର ଆମ୍ୱ ଉତ୍ପାଦନ  ଗୋଷ୍ଠୀ ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଆମ୍ୱ ମେଳା ।ଗଜପତି ଜିଲ୍ଲାର ଗରିବ ଆମ୍ୱ…

ଭାଲୁ କାମୁଡ଼ାରେ ଯୁବକ ଗୁରୁତର 

ନୂଆପଡା/ପ୍ରିୟବ୍ରତ ପଣ୍ଡା , ବୋଡେ଼ନ ବ୍ଲକର ଭଇଁସାଦାନୀ ଗ୍ରାମରୁ ଆସିଛି ଏକ ଲୋମହର୍ଷଣକାରୀ ଚିତ୍ର | ଜଣେ ଯୁବକଙ୍କୁ ଭାଲୁ କାମୁଡି ରକ୍ତାକ୍ତ କରିଛି । ଭାଲୁ ଆକ୍ରମଣ ଏହି ଅଞ୍ଚଳରେ ନୂଆ ନୁହେଁ ହେଲେ ଜୀବନ ଜୀବିକା ପାଇଁ ଜଙ୍ଗଲ ରାସ୍ତା ଦେଇ ଗମନା ଗମନ କରୁଥିବା ନିରୀହ ଗରିବ ଲୋକମାନଙ୍କ…

ରାଜ୍ୟପାଳଙ୍କୁ ଭେଟିଲେ ବାଚସ୍ପତି 

ଭୁବନେଶ୍ୱର, (ଶାସକ ପ୍ରଶାସକ):  ଓଡ଼ିଶା ବିଧାନସଭାର ନବନିର୍ବାଚିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସୌଜନ୍ୟ ସାକ୍ଷାତ କରିଛନ୍ତିା ବାଚସ୍ପତି ଶ୍ରୀ ପାତ୍ର ବିଧାନସଭା କାର୍ଯ୍ୟ ପରିଚାଳନାରେ ରାଜ୍ୟପାଳଙ୍କ ସହଯୋଗ ଓ ମାର୍ଗଦର୍ଶନ କାମନା…

ଲୁହା କାରଖାନା ହେଲା କାଳ: ମାତ୍ରାଧିକ ପ୍ରଦୂଷଣର ଶିକାର ଉଲିବୁରୁ ଗ୍ରାମବାସୀ

ବଡ଼ବିଲ: ବଡ଼ବିଲ ନିକଟସ୍ଥ ଉଲିବୁରୁ ଗ୍ରାମ ନିମନ୍ତେ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲୁହା କାରଖାନା ଅଭିଶାପ ପାଲଟିଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାରଖାନାରୁ ନିର୍ଗତ ଧୂଆଁ ସ୍ଥାନୀୟ ବାତାବରଣକୁ ଦୂଷିତ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାଯୋଗୁଁ ବିଭିନ୍ନ ମାରାତ୍ମକ…

+୨ବିଜ୍ଞାନ ପରୀକ୍ଷା ଫଳ:ଉତ୍ତର ଓଡ଼ିଶା ଜୋନରେ ପାଶ ହାର ୭୨.୮୪ ପ୍ରତିଶତ ।

ବାଲେଶ୍ୱର ଜିଲ୍ଲାରେ ପାଶର ହାର ସର୍ବାଧିକ ୮୬.୫୭ ଓ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୫୩.୧୧ । ବାରିପଦା(Dillip Mohanty)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୧୯ର ଫଳ ଜୁନ ୩ ସୋମବାର ମଧ୍ୟାହ୍ନ ୧୨ରେ ପ୍ରକାଶ ପାଇଛି…