ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରୀହଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାଇକମାଲ/ ଶାସକ ପ୍ରଶାସକ ଗତ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିବା ପରେ ପଦ୍ମପୁର ର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଙ୍କୁ ଆଜି ପାଇକମାଲ ଗସ୍ତ ଅବସରରେ ଦଲୀୟ କର୍ମୀ , ଓ ସାଧାରଣ ଜନତା ଙ୍କର ଦ୍ୱାର ଭାବ୍ୟ ସ୍ୱାଗତ ସମ୍ମର୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ…

ଗାଧୋଇବାକୁ ଯାଇ ଆଉ ଫେରିଲାନି ପ୍ରୀୟା

ନୂଆପଡ଼ା  /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ଧରଣୀମଲ ଗ୍ରାମରେ ଏକ ପୋଖରୀରେ ସ୍ନାନ କରୁଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଖୁଶବୁ ପ୍ରିୟା ସାହୁ (୧୧) ପିତା କିଶନ ଲାଲ ସାହୁ  ତା’ର ଦୁଇ ସାଥିଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ମୃତ୍ୟୁ…

କାଦୋମାଲରେ ବିଶ୍ବହିନ୍ଦୁ ପରିଷଦର ବୈଠକ :ହିନ୍ଦୁ ଧାର୍ମିକ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ଵାରୋପ

 ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଲେଫ୍ରିପଡା ପଞ୍ଚାୟତ ଅନ୍ତର୍ଗତ କାଦୋମାଲ ଗ୍ରାମର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ବିଶ୍ବହିନ୍ଦୁ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ସାମୁହିକ ଓଙ୍କାର ଉଚ୍ଚାରଣ ଓ ବିଜୟ ମହାମନ୍ତ୍ର ଜପ ପରେ ବୈଠକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି…

ମନ୍ତ୍ରୀ ସୁଶାନ୍ତ ସିଂ ଓ ବିଧାୟକ ଶ୍ରୀ ବିଜୟ ରଂଜନ ସିଂହ ବରୀହଙ୍କୁ ବିପୁଳ ଜନ ସମ୍ବର୍ଦ୍ଧନା 

ବରଗଡ :- ବରଗଡ ଜିଲ୍ଲାର ଝାରବନ୍ଧ ଠାରେ ଆଜି ସନ୍ଧ୍ୟା ପ୍ରାୟ 6ଟା ସମୟରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ପହଂଚିବା ପରେ ଝାରବନ୍ଧ ଅଂଚଳର ବିଭିନ୍ନ ସଂଗଠନ ଓ ଜନସାଧାରଣ ତଥା ବିଜୁ ଜନତା ଦଳର କର୍ମୀମାନଙ୍କର ତରଫରୁ ଭାବ୍ୟ…

ଏରସମାରେ ବିଶାଳ ସମ୍ବର୍ଦ୍ଧନା ସମାବେଶ :ନବନିର୍ବାଚିତ ଜିଲ୍ଲାର ବିଧାୟକ ଓ ସାଂସଦ ସମ୍ବର୍ଦ୍ଧିତ 

ଜଗତସିଂହପୁର/ରମେଶ ମହାନ୍ତି -ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଏରସମା ତହସିଲ୍ ନିକଟସ୍ଥ ବସଷ୍ଟାଣ୍ଡ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ବିଶାଳ ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶରେ ଜଗତସିଂହପୁର ଜିଲ୍ଲାର ସମସ୍ତ ୪ଗୋଟି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ବିଜେଡି…

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଏକ ମୃତ

ବରଗଡ :-ଝାରବନ୍ଧ- ଜଗଦଲପୁର ରାସ୍ତାର ଚଣ୍ଡୀଭଟ୍ଟା ଠାରେ ଆଜି ଦ୍ବୀପହରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଝାରବନ୍ଧ ନିକଟସ୍ଥ ଶକ୍ତି ଗ୍ରାମର ପିତାମ୍ବର ସେଠ ନିଜ ସ୍କୁଟିରେ ବ୍ୟକ୍ତିଗତ କାର୍ଯ ପାଇଁ ଚଣ୍ଡୀ ଭଟା ଗ୍ରାମକୁ ଯାଉଥିବା ବେଳେ ବସନା ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ…

 ମଦ୍ୟପଙ୍କ ତାଣ୍ଡବ :ଅବକାରୀ ମୁହଁରେ ତୁଣ୍ଡି 

  ଶାରଳା ମନ୍ଦିର ମୁଖ୍ୟ ରାସ୍ତା,ବ୍ୟାଙ୍କ ଓ ଡାକ୍ତରଖାନା ନିକଟରେ ଠିପିଖୋଲା ମଦଦୋକାନ ଜଗତସିଂହପୁର/Ramesh Mohanty- ଜଗତସିଂହପୁର ଜିଲ୍ଲାରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଛି।ଦୋକାନୀଙ୍କ ଟାର୍ଗେଟ ପୂରଣ କରିବା ପାଇଁ ଅବକାରୀ ବିଭାଗର କେତେକ ଅସାଧୁ କର୍ମଚାରୀ ଦୋକାନିଙ୍କ…

ଆତଙ୍କ : ରାସ୍ତା ଶୂନଶାନ, ଯାତାୟାତ ଠପ

ପଦ୍ମପୁରରୁ ଜଗଦଲପୁର ରାସ୍ତାରେ ଅଘୋଷିତ ବନ୍ଦ ବରଗଡ :-ପଦ୍ମପୁର ରୁ ଜଗଦଲପୁର ରାସ୍ତାର ସମ୍ବଲପୁରୀ ଠାରେ ଗତ ରାତି ରେ ରାସ୍ତା ଉପରେ ଏକ ଗଛ ପଡିଯିବାରୁ ରାସ୍ତା ଅବରୋଧ ହେଇଯାଇଥିଲା । ସକାଳୁ ରାସ୍ତା ସଫା କରିବା ପାଇଁ ଏକ jcb ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚିଥିଲେ । ରାସ୍ତା…

 ଡିସେମ୍ବର ସୁଦ୍ଧା ୧୧୪ ପୌରାଚଂଳର ୮ଲକ୍ଷ ଘରକୁ ବିଶୁଦ୍ଧ ପାନୀୟଜଳ- ମନ୍ତ୍ରୀ ଶ୍ରୀ ଜେନା 

ସହରାଚଂଳ ପାନୀୟଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷା  ଭୁବନେଶ୍ୱର (ଶାସକ ପ୍ରଶାସକ) ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧୪ ପୌରାଚଂଳର ୮ ଲକ୍ଷରୁ ଉର୍ଧ୍ଵ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ୭୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ପଂଚାୟତିରାଜ , ଗୃହ ନିର୍ମାଣ  ଓ…

କ୍ରୀଡା ସଚିବଙ୍କୁ ହକି ଇଣ୍ଡିଆର ନୂଆ ଜର୍ସି ଉପହାର

ଭୁବନେଶ୍ୱର:  ଚଳିତ ମାସ ୬ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଯାଉଥିବା ଫେଡେରେସନ୍ ହକି ଇଣ୍ଡିଆ ଆନୁକୂଲ୍ୟରେ ପୁରୁଷ ହକି ଫାଇନାଲ ନିମନ୍ତେ ଭାରତୀୟ ଦଳର ନୂତନ ଜର୍ସି ଇତି ମଧ୍ୟରେ ଗୃହୀତ ହୋଇଛିା ଏହାକୁ ଭାରତୀୟ ହକି ଦଳର ପରିଧାନରେ ନୂତନ ଅବତାର କୁହାଯାଉଛିା ଆଜି…