ପୁରୀରେ ସମନ୍ୱିତ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା

ପୁରୀ: ମାଟିରେ ଲୁଣି ଅଂଶ ହ୍ରାସକରିବା ନିମନ୍ତେ ସମନ୍ୱିତ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଉପରେ ହମାରା ବଚ୍‌ପନ ଟ୍ରଷ୍ଟ ଦ୍ୱାରା ପୁରୀସ୍ତିତ ସିଡିଏଓ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ଓ ମୃତ୍ତିକା ସଂରକ୍ଷଣ ବିଭାଗଗୁଡିକର ବରିଷ୍ଠ…

ଗୃହସ୍ଥୀ ଉଦ୍ୟୋଗ ପ୍ରା. ଲି.ର CMDଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ତୋଶାଳି ସ୍ୱଦେଶୀ ମେଳାରେ ସମ୍ମାନିତ

ଭୁବନେଶ୍ୱର, ଓଡିଶା — ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ଗଣେଶ ପ୍ରସାଦ ବାଗଡ଼ିଆଙ୍କୁ ଓଡିଶା ସରକାରଙ୍କ ମାନନୀୟ ବସ୍ତ୍ର ମନ୍ତ୍ରୀ Pradeep Bal Samantaଙ୍କ ଦ୍ୱାରା Toshali Swadeshi Mela, Bhubaneswarରେ ଆୟୋଜିତ କାର୍ଯ୍ୟକ୍ରମରେ…

ପୁଣି ବିବାଦରେ ଓସିଏଲ ଜମି ଅଧିଗ୍ରହଣ ବିକ୍ଷୋଭକାରୀ ଅଟକ ୧୦ ପ୍ଲାଟୁନ ପୋଲିସ ଫୋର୍ସ

ରାଜଗାଙ୍ଗପୁର,୨୫-୦୨-୨୬. ରାଜଗାଙ୍ଗପୁର ସିମେଣ୍ଟ କାରଖାନା ଚୂନ ପଥର ଖଣି ସମ୍ପ୍ରସାରଣ କରିବା ପାଇଁ ଗତ ଡିସେମ୍ବର ମାସରେ ଲାଞ୍ଜିବେଣାରେ ଅଧିଗ୍ରହଣ କରିଥିବା ଜମିକୁ କେନ୍ଦ୍ରକରି ଆଜି ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ଦୁଇ ମାସ ପରେ ଆଜି ସକାଳେ ୧୦ ପ୍ଲାଟୁନ…

ମାର୍ଚ୍ଚ ୧୪ ରେ ବ୍ରହ୍ମପୁର ରେ ଜାତୀୟ ଲୋକ ଅଦାଲତ

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାର ବ୍ରହ୍ମପୁର ସମେତ ସମସ୍ତ ତାଲୁକ ଆଇନ ସେବା କମିଟି ସ୍ତରରେ ଆସନ୍ତା ତା-୧୪.୦୩.୨୦୨୬ରିଖ (ଶନିବାର) ଦିନ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ଲୋକ ଅଦାଲତକୁ ଜାତୀୟ ଆଇନ ସେବା ପ୍ରାଧିକରଣ(ଦିଲ୍ଲୀ) ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ…

ଝାରସୁଗୁଡ଼ା ସଡ଼କ ଦୁର୍ଘଟଣା; ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିଲା ସହାୟତା ରାଶି

କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣ ହରାଇଥିବା ୫ ପୋଲିସ କର୍ମଚାରୀଙ୍କ ପରିବାରକୁ ଘଟଣାର ୩ ଦିନ ମଧ୍ୟରେ ରେକର୍ଡ ସମୟରେ ୧.୧୦ କୋଟି ଟଙ୍କାର ବୀମା ଅର୍ଥରାଶି ପ୍ରଦାନ ଝାରସୁଗୁଡ଼ା : ଝାରସୁଗୁଡ଼ା ସଦର ଥାନା ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ…

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: କୋରାପୁଟ ଜିଲ୍ଲାରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ବଡ଼ ସଫଳତା

 ୨୨୫ କୋଟି ଟଙ୍କା ମୂଲ୍ୟର ହାଶିଶ ତେଲ ଓ ୫ କୋଟି ଟଙ୍କାର ଗଞ୍ଜେଇ ଜବତ ଆଜି କୋରାପୁଟ ଜିଲ୍ଲା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଏକ ଅସ୍ଥାୟୀ…

ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ ଟାଟା ଷ୍ଟିଲ୍ ପକ୍ଷରୁ ଅତ୍ୟାଧୁନିକ ଜଳ ପରିଚାଳନା ବ୍ୟବସ୍ଥା

- ସାରୁଅବିଲ ଖଣିଠାରେ ଘଣ୍ଟାପ୍ରତି ୧୨୦୦ କିଲୋଲିଟର କ୍ଷମତା ସମ୍ପନ୍ନ ନୂତନ ଇଟିପି କାର୍ଯ୍ୟକ୍ଷମ - ଖଣିରେ ସମନ୍ୱିତ ଜଳ ବିଶୋଧନ ଓ ଡିଜିଟାଲ୍ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ ସୁକିନ୍ଦା, ୨୫/୦୨: ବିଶ୍ୱବ୍ୟାପୀ ଜଳ ସଙ୍କଟ ଏବଂ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟାଟା…

ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ ଯୋଜନାର କାର୍ଯ୍ୟକାରିତା ସଂପର୍କିତ…

ଭୁବନେଶ୍ୱର, ତା-୨୫.୦୨.୨୦୨୬: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ “ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ (ପିଏମଏଫଏମଇ)ଯୋଜନା” ର କାର୍ଯ୍ୟକାରିତା ସଂପର୍କିତରାଜ୍ୟସ୍ତରୀୟ ଅନୁମୋଦନ କମିଟିବୈଠକ ମଙ୍ଗଳବାର ଲୋକସେବା ଭବନସ୍ଥିତ…

ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଲେ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା

ଓଡ଼ିଶାରେ “ପିଏମ୍ ରାହାତ” ଯୋଜନା ଆରମ୍ଭ ନେଇମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାସ୍ତରରେ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ଭୁବନେଶ୍ୱର, ତା-୨୫.୦୨.୨୦୨୬: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଏବଂ…

ସୋଆରେ ଏକ ଦିବସୀୟ ‘ବିକଶିତ ଭାରତ ୟୁଥ ପାର୍ଲିଆମେଂଟ -୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ଫେବୃୟାରୀ ୨୫ : କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ନିମନ୍ତେ ବିକଶିତ ଭାରତ ୟୁଥ ପାର୍ଲିଆମେଂଟ -୨୦୨୬…