ବାଲିକୁଦାରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ସମାବେଶ

ଜଗତସିଂହପୁର(ରମେଶ ମହାନ୍ତି)-ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ବିଧାୟକ ଭାବେ  ନିର୍ବାଚିତ ହୋଇଥିବା ଲୋକପ୍ରିୟ ରଘୁନନ୍ଦନ ଦାଶଂକୁ ଜନନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତି ଦେବା …

ପୋଖରୀ ତୁଠରେ ଦୁଇ ଯା ମଧ୍ୟରେ ଗଣ୍ଡଗୋଳ, ଜଣେ ଗୁରୁତର

 ଓଡଗାଁ, /ଶ୍ରୀକାନ୍ତ ମିଶ୍ର : ଓଡଗାଁ ଥାନା ମଦନପୁର ନିକଟସ୍ଥ କଇଥପଲ୍ଲୀ ଗାଁରେ ୨ଯା ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଗୁରୁତର । ଦୁତୀକୃଷ୍ଣ ବେହେରାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହେରା ଗୁରୁତର ଅବସ୍ଥାରେ କଟକରେ  ଚିକିତ୍ସାଧିନ ଥିବାର ଜଣାଯାଇଛିା । ଚିକିତ୍ସା  ପକ୍ରୀୟା ଆରମ୍ଭ ହେବା ପରେ…

ଫ୍ରେମ ଅଫ ଦି ଉଇକ : ସିଙ୍ଗଲ ଫ୍ରେମରେ ଧର୍ମେନ୍ଦ୍ର -ତଥାଗତ

ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ପ୍ରତିମୂର୍ତିରେ ମାଲ୍ୟାର୍ପଣନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ ନୂଆପିଢି ପାଇଁ ପ୍ରେରଣା - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର,(ଏସପି ବ୍ୟୁରୋ)– ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ…

ନିର୍ବାଚନ ପୋଷ୍ଟମର୍ଟମ : ମୟୂରଭଞ୍ଜ ଜିଲ୍ଲାରେ ପରିବର୍ତ୍ତନ ସପକ୍ଷରେ ଜନମତ

ମୟୂରଭଞ୍ଜ ଲୋକସଭା ବିଜେଡ଼ି ହାତରୁ ଖସିଲା-ବିଜେଡ଼ି ଦଖଲରେ ଥିବା ଜିଲ୍ଲାର ୯ ବିଧାନସଭା ଆସନରୁ ୬ ବିଜେପି ଛଡ଼ାଇ ନେଲା-ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୮% ମଧ୍ୟରେ ଓ ଜେଏମଏମ ୨୩%  ସିମୀତବିଜେଡ଼ିର ରାଜ୍ୟସଭା ସାଂସଦ ଓ ପୂର୍ବତନ ବିଧାୟକ ପରାସ୍ତସ୍ୱାଧୀନ ବିଧାୟକ ପ୍ରାର୍ଥୀ…

ପିଆରଏମ ସରକାରୀ ମେଡ଼ିକାଲ କଲେଜ : ପୁଣି ଚିକିତ୍ସାରେ ଅବହେଳାରୁ ନାବାଳିକାର ମୃତ୍ୟୁ ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାରରେ ପୁଣି ଥରେ ଚିକିତ୍ସାରେ ଅବହେଳା କାରଣରୁ ନାବାଳିକାର ମୃତ୍ ହୋଇଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ହସପିଟାଲ ପରିସରରେ ଆଜି ଉତ୍ତେଜନା ଦେଖା ଦେଇଥିଲା । ମୃତ ନାବାଳିକାର ପରିବାର…

ଯୁବତୀକୁ ଅପହରଣ ପରେ ହତ୍ୟା, ଅଭିଯୁକ୍ତ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସଦର ଥାନା ଅଧୀନ ତଥା ବାରିପଦା – ଚିତ୍ରଡ଼ା ରାସ୍ତା ପାଶ୍ୱର୍ରେ ଥିବା ଗୁଞ୍ଜୁସାହି ସଂରକ୍ଷିତ ଜଙ୍ଗଲ ପରିସରରୁ ସଦର ଥାନା ପୁଲିସ ଗତ ମାର୍ଚ୍ଚ ୨ରେ ଏକ ଯୁବତୀର ଉଦ୍ଧାର କରିବା ପରେ ଥାନାରେ ୧୫/୦୨.୦୩.୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ।…

ଚାଷ ଜମିରେ ଓଲଟିଲା ଟ୍ରାକ୍ଟର, ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ ;”

ଧର୍ମଗଡ ର ସୁଶାନ୍ତ ରାଉତୁ଼ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧିନସ୍ତ ଘଣ୍ଟିଗୁଡା ଠାରେ ଅଘଟଣ । ଚାଷ ଜମିରେ ନଙ୍ଗଳ କାମ କରୁଥିବା ବେଲେ ଟ୍ରାକ୍ଟର ଓଲଟି ଚାପିହୋଇ ଡ୍ରାଇଭର ମୃତ୍  । ମୃତ ବ୍ୟକ୍ତି ଜଣକ ହେଲେ ଡୁଡୁକାଠେଙ୍ଗା ପଂଚାୟତ ଅନ୍ତର୍ଗତ ଦର୍ଲିପଡା ଗ୍ରାମର ଜଗବନ୍ଧୁ ଧ. ମାଝୀଙ୍କ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଏକ ମୃତ 2 ଗୁରୁତର

ପାଇକମାଲ :- ଗତକାଲି ଦିପହର ପ୍ରାୟ 2 ଘଣ୍ଟା ସମୟରେ ପାଇକମାଲ ପଦ୍ମପୁର ମୁଖ୍ୟ ରାସ୍ତାର ତାରିଣୀ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ର ମୃତ୍ୟୁ ହେଇଯାଇଥିବା ବେଳେ 2 ଜଣ ଗୁରୁତର ଆହତ ହେଇଛନ୍ତି । ପାଇକମାଲ ପୋଲିସ ଦେଇଥିବା ସୁଚନା ମୁତାବକ ପାଇକମାଲ ନିକଟସ୍ଥ…

ପାଣିରେ ବୁଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ପୁତୁରାଙ୍କ ମୃତ୍ୟୁ

ନୂଆପଡା. (Amit Purohit); ସଦର ବ୍ଲକ ଅନ୍ତର୍ଗତ ସାହିପଲା ଡେମରେ ସାଙ୍ଗ ମାନଙ୍କ ସହିତ ଗାଧେଇବାକୁ ଯାଇଥିବା ସମୟରେ ପାଣିରେ ବୁଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ପୁତୁରା ପ୍ରତ୍ୟୁଷ ମାଝୀ (୧୮) ଙ୍କ ମୃତ୍ୟୁ  ଘଟିଛି । ସୂଚନା ଅନୁସାରେ ପ୍ରତୁ୍ୟଷ ସକାଳ ୧୦ ଟା ସମୟରେ ତାଙ୍କର ୨ ଜଣ ସାଙ୍ଗ…

ଅନ୍ଧ ବିଶ୍ୱାସର କରୁୁଣ ପରିଣତି:ପୁତୁରାକୁ ମାରି କ୍ଷେତରେ ବଳି ଦେଲା ବଡ ବାପା

କୋମନା- ନୂଆପଡା ଜିଲା କୋମନା ବ୍ଲକ ଜଡାମୁଣ୍ଡା ଗ୍ରାମରେ ଘଟିଛି ଏକ ଅମାନୁଷିକ ହତ୍ୟାକାଣ୍ଡ । ନିଜର ବଡବାପା ଅନ୍ଧ ବିଶ୍ୱାସ ର ଆଡରେ ହତ୍ୟା କରିଛି ପୁତୁରାକୁ । ସୂଚନା ଅନୁସାରେ ଆଜି ସକାଳେ ଜଡାମୁଣ୍ଡା ଗ୍ରାମର ସଗନ ମାଝୀ ଙ୍କ ପୁଅ ଧନସିଂ ମାଝୀ (୧୧) ବଡ ଭାଇ ପାଇଁ କ୍ଷେତ କୁ ଖାଇବା ଆଣି…